Daily Archives

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଗତକାଲି ଶିଶୁ ବିଦ୍ୟା ମନ୍ଦିରର ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ୱଳନ କରି ବିଦ୍ୟାମନ୍ଦିରର ପୂର୍ବତନ ସଭାପତି ଡ଼ା.ବସନ୍ତ କୁମାର ଦାଶ ଉଦ୍‌ଘାଟନ କରିଥିଲେ
Read More...

ସ୍ମାର୍ଟ ଇଣ୍ଡିଆ ହାକାଥନ ୨୦୨୨ର ଗ୍ରାଣ୍ଡ ଫିନାଲେ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଦତ୍ତ…

ନୂଆଦିଲ୍ଲୀ, (ପିଆଇବି) :ଯୁବ ସାଥୀଗଣ,ବାସ୍ତବିକ, ତୁମେମାନେ ସଭିଏଁ ଇନୋଭେଟର୍ସମାନେ ମିଳିତ ଭାବେ, ପରସ୍ପର ମଧ୍ୟରେ ଆଲୋଚନା କରୁଥିବା ଦେଖି ମୋତେ ଖୁବ୍‍ ଆନନ୍ଦ ଲାଗୁଛି । ଏଭଳି ନୂଆ ନୂଆ ବିଷୟମାନ ତୁମମାନଙ୍କ ମନକୁ ଛୁଇଁଛି, ତୁମମାନଙ୍କ ଭଳି ଯୁବକମାନେ ନିଜ କାର୍ଯ୍ୟରେ ଯେଉଁ ନବୀନତା
Read More...

ପ୍ଲାଷ୍ଟିକ ବର୍ଜନ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଇଁତଲା ବ୍ଲକ ଅନ୍ତର୍ଗତ ଡେଙ୍ଗସ୍ଥିତ ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟଠାରେ ପ୍ଲାଷ୍ଟିକ ବର୍ଜନ ସଚେତନତା କାର୍ଯ୍ୟକ୍ରମ ବିଦ୍ୟାଳୟର ଇକୋ କ୍ଲବ, ଅମରାବତୀ ଓ ଜୁନିୟର ରେଡକ୍ରସର ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଭାପତିତ୍ୱ
Read More...

ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା(ପିଏମ୍‌ଜେଡିୱାଇ)-ଆର୍ଥିକ ସମାବେଶୀକରଣ ପାଇଁ ଉଦ୍ଦିଷ୍ଟ ଜାତୀୟ ମିଶନ କାର୍ଯ୍ୟକାରିତାର…

ଯୋଜନା ଆରମ୍ଭରୁ ଏଯାବତ୍ ୪୬.୨୫କୋଟିରୁ ଅଧିକ ହିତାଧିକାରୀ ପିଏମ୍‌ଜେଡିୱାଇ ଅଧୀନରେ ଖାତା ଖୋଲିଛନ୍ତି ଏବଂ ସେମାନଙ୍କ ଜମା ଟଙ୍କାର ମୋଟ ପରିମାଣ ୧, ୭୩, ୯୫୪ କୋଟିଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ : ସମାବେଶୀ ବିକାଶ ହାସଲ ପାଇଁ ଆର୍ଥିକ ସମାବେଶ ଏକ ବଡ ପଦକ୍ଷେପ; ଏହା ଦ୍ୱାରା
Read More...

କନକପୁରରେ ନୂଆଁଖାଇ ଭେଟ୍‌ଘାଟ୍‌ ପାଇଁ ପ୍ରସ୍ତୁତି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାରସମାଲ ପଞ୍ଚାୟତ କନକପୁର ଗଣେଶ ପୂଜା କମିଟି ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କରିବା ପାଇଁ ଚିନ୍ମୟ ମିଶ୍ରଙ୍କ ଆବାହକତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗାଁ ତଥା କମିଟିର ସମସ୍ତ ସଭ୍ୟ ଯୋଗ ଦେଇଥିଲେ । ପ୍ରମୋଦ
Read More...

ବୃନ୍ଦାବନ ଫେରନ୍ତା ଯାତ୍ରୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦାଇପାଲି ରାମଜୀ ଯୁବକ ସଂଘ ତରଫରୁ ୨୦୦୮ ମସିହାରୁ ପ୍ରତ୍ୟେକ ବର୍ଷ ଶହ ଶହ ଶ୍ରଦ୍ଧାଳୁଙ୍କୁ ମାଗଣାରେ ବୃନ୍ଦାବନ ଯାତ୍ରା କରାଇ ଭକ୍ତିଭାବ ଜାଗ୍ରତ କରାଇ ଆସୁଛନ୍ତି । ସେହିକ୍ରମରେ ଗତ ୨୩ ତାରିଖରୁ ବଲାଙ୍ଗିର ସଦର ବ୍ଲକର ସଦାଇପାଲି, ଲୋଇସିଂହା ବ୍ଲକର
Read More...

ସହରର ବିଶିଷ୍ଟ ବ୍ୟବସାୟୀ ଇନ୍ଦ୍ରମଣି ବରେଇଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ବିଶିଷ୍ଟ ସୁନା ବ୍ୟବସାୟୀ ଇନ୍ଦ୍ରମଣି ବରେଇଙ୍କ ଆଜି ସକାଳ ୧୦ଟା ସମୟରେ ସ୍ଥାନୀୟ ସମଲେଶ୍ୱରୀ ମନ୍ଦିର ରାସ୍ତା ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହେଉଥିଲା । ଏହି ଖବର ପ୍ରଚାର ହେବାପରେ ପରିବାର,
Read More...

ନୂଆଁଖାଇରେ ଦୁଇ ଦିନ ସରକାରୀ ଛୁଟି ଦାବୀରେ ଧୂମାଭଟା ସରପଞ୍ଚ ବନମାଳୀ ନାଏକଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ଚିଠି ପ୍ରେରଣ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକର ଧୂମାଭଟା ପଞ୍ଚାୟତ ସରପଞ୍ଚ ବନମାଳୀ ନାଏକ ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ଚିଠି ପ୍ରେରଣ କରିଛନ୍ତି । ସରପଞ୍ଚ ଶ୍ରୀ ନାଏକ ତାଙ୍କ ଚିଠିରେ ଉଲ୍ଲେଖ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ କରିଛନ୍ତି ଯେ, ପଶ୍ଚିମ ଓଡ଼ିଶାର ତଥା
Read More...

ପୁରୀଠାରେ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା-୨୦୨୨ ସାମାରୋହରେ ଦାସୁଡୁ ସତ୍ୟମ ସାଂସ୍କୃତିକ ଦଳ ସମ୍ମାନୀତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜଗନ୍ନାଥଧାମ ପୁରୀ ବଡ଼ଦାଣ୍ଡର ଅନ୍ନପୂର୍ଣ୍ଣା ଥିଏଟର ରଙ୍ଗମଞ୍ଚ ହଲରେ ବନ୍ଦେ ଉତ୍କଳ ଲୋକକଳା ଓ ଲୋକ ସଂସ୍କୃତି ମହାସଂଘ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ସମାରୋହରେ ରାଜ୍ୟର ଦକ୍ଷିଣାଞ୍ଚଳ, ପଶ୍ଚିମାଞ୍ଚଳ, ପୂର୍ବାଞ୍ଚଳ,
Read More...

ରାଉରକେଲାରେ ପ୍ରଜାତନ୍ତ୍ରର ଅମୃତ ମହୋତ୍ସବ ପାଳନ

ସାମାଜିକ ଦାୟିତ୍ୱବୋଧ ଓ ପ୍ରତିବଦ୍ଧତା ପ୍ରତି ପ୍ରଜାତନ୍ତ୍ର ସଚେତନ ରହିଛି : ଲୋକରଂଜନ ମହତାବ ରାଉରକେଲା, (ସସ୍ମିତା ପ୍ରଧାନ) : ଦୈନିକ ପ୍ରଜାତନ୍ତ୍ରର ୭୬ବର୍ଷ ଓ ଅମୃତ ମହୋତ୍ସବ ପାଳନ ଅବସରରେ ରାଉରକେଲା ସିଭିକ ସେଣ୍ଟର୍‌ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି
Read More...