Daily Archives

ପରିବାରବର୍ଗଙ୍କ ଅଭିଯୋଗ : ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭୁଲ୍‌ ଇଞ୍ଜେକସନ୍ ଯୋଗୁଁ ଚାଲିଗଲା ଯୁବକଙ୍କ ଜୀବନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମଭୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଯୁବକଙ୍କୁ ଭୁଲ ଇଞ୍ଜେକସନ୍ ଦେବାରୁ ଚାଲିଗଲା ଯୁବକଙ୍କ ଜୀବନ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଯୁବକ ଜଣକ ଇଚ୍ଛାପଡାର କାହ୍ନା ରାଉତ ବୋଲି ଜଣାପଡିଛି । ପରିବାର ଲୋକଙ୍କ କହିବାନୁସାରେ
Read More...

୧୭ ବର୍ଷ ପରେ ଯୋଖିପାଲି ହାଇସ୍କୁଲରେ ବିଜ୍ଞାନ ଶିକ୍ଷକ ନିଯୁକ୍ତ : ଦିବସଙ୍କ ପ୍ରୟାସକୁ ପ୍ରଶଂସା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଯୋଖିପାଲି ଗ୍ରାମର ଶିକ୍ଷକ ତଥା ସ୍ୱେଚ୍ଛାସେବୀଙ୍କ ଉଦ୍ୟମରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଯୋଖିପାଲିରେ ଦୀର୍ଘ ସତର ବର୍ଷ ହେଲା ଖାଲି ପଡ଼ିଥିବା ବିଜ୍ଞାନ ଶିକ୍ଷକ ପଦବୀ ପୂରଣ ହୋଇଛି । ଏଠାରେ ସୂଚନା ଯୋଗ୍ୟ ଯେ,
Read More...

ବରଗଡ ବିଜେପି କାର୍ଯ୍ୟାଳୟରେ ‘ମନକି ବାତ’ କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତି ବୈଠକ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବିଜେପି କାର୍ଯ୍ୟାଳୟ ବରଗଡଠାରେ ଜିଲ୍ଲା ଉପସଭାପତି ସରୋଜ କୁମାର ସାମଲଙ୍କ ସଭାପତିତ୍ୱରେ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ 'ମନକି ବାତ' କାର୍ଯ୍ୟକ୍ରମ ବୁଥ୍‌ ସ୍ତରରେ କେମିତି ସମସ୍ତ କାର୍ଯ୍ୟକର୍ତ୍ତା ଦେଖିବେ ତାରି ଉପରେ ଏକ ବୈଠକ ଅନୁଷ୍ଠିତ
Read More...

ପେଲେସଲାଇନ ସ୍ଥିତ ଡବ୍ଲ୍ୟୁଓପିଏଲ୍‌ ଅଫିସ ପରିସରରୁ ଏକ ଗୋଧିକୁ ଉଦ୍ଧାର କଲା ବଲାଙ୍ଗିରର କର୍ତ୍ତବ୍ୟ ଫାଉଣ୍ଡେସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ପେଲେସ୍‌ଲାଇନ ସ୍ଥିତ ଡବ୍ଲ୍ୟୁଓପିଏଲ୍‌ ଅଫିସ ପରିସରରୁ ଏକ ଗୋଧିକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଛି ବଲାଙ୍ଗିରର କର୍ତ୍ତବ୍ୟ ଫାଉଣ୍ଡେସନ ବୋଲି ଖବର ମିଳିଛି । ତେବେ ଏହି ଗୋଧିକୁ କର୍ତ୍ତବ୍ୟ ଫାଉଣ୍ଡେସନର ସଦସ୍ୟମାନେ ଉଦ୍ଧାର କରି ବନ
Read More...

୧୬ ନଂ. ୱାର୍ଡରେ ସିନ୍‌ଟାକ୍ସ ପାଣି ଟାଙ୍କି ଚୋରି ଅଭିଯୋଗରେ ଟାଉନଥାନର ଦ୍ୱାରସ୍ଥ ହେଲେ କାଉନ୍‌ସିଲର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଂଚଳ ଅନ୍ତର୍ଗତ ୱାର୍ଡ ନଂ ୧୬ର ବିଭିନ୍ନ ସ୍ଥାନରେ ସିନ୍‌ଟାକ୍ସ ପାଣି ଟାଙ୍କି ସାଧାରଣ ଜନତାଙ୍କ ପାଇଁ ଲଗାଯାଇଥିଲା । ତେବେ ଏହାକୁ କେହି ଜଣେ ଦୁର୍ବୃତ୍ତ ଚୋରି କରିନେଇଥିବା ନେଇ ବଲାଙ୍ଗିର ଟାଉନଥାନାର ଦ୍ୱାରସ୍ଥ ହୋଇଛନ୍ତି ଏହି ୱାର୍ଡର
Read More...

ସଇଁତଲାରେ କଂଗ୍ରେସର ମହଙ୍ଗାଇ ପେ’ ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ବ୍ଲକ କଂଗ୍ରେସ କମିଟି ତରଫରୁ ଭଦ୍ରା ସାପ୍ତାହିକ ବଜାର ପ୍ରାଙ୍ଗଣରେ ମହଙ୍ଗାଇ ପେ' ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂର୍ବତନ
Read More...