Daily Archives

ଗୋଳନ୍ଥରା ଥାନା ରଣ୍ଢା ଛକଠାରେ ବାଇକ ସହ ଟ୍ରକ ଧକ୍କା : ୧ ମୃତ, ୨ ଗୁରୁତର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସହର ଆନ୍ଧ୍ର-ସୀମାନ୍ତ ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ଛକଠାରେ ବାଇକକୁ ଧକ୍କା ଦେଲା ଟ୍ରକ । ଜଣେ ମୃତ ଦୁଇ ଆହତ । ମିଳିଥିବା ସୂଚନା ପ୍ରକାରେ, ଗୋଟିଏ ବାଇକରେ ସ୍ତ୍ରୀ ଓ ଛୁଆକୁ ନେଇ ସ୍ୱାମୀ ବ୍ରହ୍ମପୁର ଆସୁଥିବା ବେଳେ ଗୋଟେ ଟ୍ରକ
Read More...

ଯଉଁରାଭଉଁରା ପଞ୍ଚାୟତ ରାଧାନଗର ଗ୍ରାମରେ ଜିଲ୍ଲା ପ୍ରଶାସନର ପ୍ରଥମ ସମ୍ପର୍କ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଗତକାଲି ଯଉଁରାଭଉଁରା ପଞ୍ଚାୟତର ରାଧାନଗର ଗ୍ରାମର ଧବଳେଶ୍ଵର ଶିବ ମନ୍ଦିର ନିକଟରେ ଜିଲ୍ଲା ପ୍ରଶାସନର ପ୍ରଥମ ସମ୍ପର୍କ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ଐତିହାସିକ ପଦକ୍ଷେପ : ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ କିନ୍ନରମାନେ ପାଇବେ ପୂର୍ଣ୍ଣାଙ୍ଗ…

● ଏଥିପାଇଁ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଓ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ● ଆଜିର ଦିନଟି ମୌଳିକ ସାମାଜିକ ପରିବର୍ତ୍ତନ ପାଇଁ ସରକାରଙ୍କ ନିଷ୍ପତ୍ତିର ଏକ ସ୍ମରଣୀୟ ଦିବସ: ଡକ୍ଟର ମନସୁଖ ମାଣ୍ଡଭିୟ● “ଏହି ନିଷ୍ପତ୍ତି ସମାନତାକୁ ସୁନିଶ୍ଚିତ
Read More...

ଏନସିଏସସିଡିଏ ପକ୍ଷରୁ ଦିବ୍ୟାଙ୍ଗଙ୍କ ପାଇଁ ମାଗଣା ନିଯୁକ୍ତି ମେଳା

ଭୁବନେଶ୍ୱର, (ପିଆଇବି) : ନେସନାଲ କ୍ୟାରିଅର ସର୍ଭିସ ସେଣ୍ଟର (ଏନସିଏସସିଡିଏ) ଭୁବନେଶ୍ୱର ପକ୍ଷରୁ ଆସନ୍ତା ଅଗଷ୍ଟ ୨୬ତାରିଖ ଦିନ ରାଜ୍ୟରେ ଥିବା ଶ୍ରବଣ ବାଧିତମାନଙ୍କ ପାଇଁ କାର୍ଯ୍ୟାଳୟ ପରିସରରେ ମାଗଣା ନିଯୁକ୍ତି ମେଳାର ଆୟୋଜନ କରାଯାଇଛି । ଭି ମାର୍ଟ, ମାକ୍ସ ଏବଂ ଫ୍ଲିପକାର୍ଟ ଭଳି
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩୫୫ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩୫୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୮୦ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୧୪୮ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୦୮ ଜଣ
Read More...

ବଲାଙ୍ଗିର ଆଂଚଳିକ ନୋଡାଲ ସରକାରୀ ବିଦ୍ୟାଳୟରେ ଆୟୁଷ ସ୍କୁଲ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଂଚଳିକ ନୋଡାଲ ସରକାରୀ ବିଦ୍ୟାଳୟ, ଉପରଝରରେ ଗତକାଲି ଆୟୁଷ ସ୍କୁଲ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଭାରପ୍ରାପ୍ତ ଜିଲ୍ଲା ହୋମିଓପ୍ୟାଥିକ ଚିକିତ୍ସା ଅଧିକାରୀ ଡା. ଅଶୋକ କୁମାର ସେଠୀଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍କୁଲର
Read More...

କବିତା : ଶବ୍ଦମାନେ

ପ୍ରଦୀପ କୁମାର ପଣ୍ଡା ଆମେ ତାଙ୍କୁ ଦୃଶ୍ୟ କରିବାରକେତେ କେତେ କୌଶଳ ଉଦ୍ଭାବନ କରିଛୁ,ଯଦିଓ ସେମାନେ ବସ୍ତୁ ନୁହନ୍ତି । ସେମାନେ ନିଆଁ ନୁହନ୍ତିସେମାନେ କାକର ନୁହନ୍ତିସେମାନେ ସ୍ଵର ବି ନୁହନ୍ତି,ଅତୀତରେ ଘଟି ଯାଇଥିବା ଘଟଣା ବାଘଟଣା ହେବାରୁ ଦୈବାତ ବଂଚିତ ହୋଇଥିବାଆମର ଭାବନା
Read More...

ଭାରତୀୟ ରେଡ୍‌କ୍ରସ୍ ସୋସାଇଟି ପକ୍ଷରୁ ବନ୍ୟା ବିପନ୍ନଙ୍କୁ ରିଲିଫ୍ ସହାୟତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବନ୍ୟା ବିତ୍ପାତ ଯୋଗୁଁ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ୧୯ଟି ପଞ୍ଚାୟତର ୮୭ଗ୍ରାମ ସମେତ ଚଳିତ ବନ୍ୟାରେ ବୁଧବାର ସୁଦ୍ଧା ବ୍ଲକର ୬୪,୦୭୯ଲୋକ ପ୍ରଭାବିତ ହୋଇଥିବା ନେଇ ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ସରକାରୀ ସ୍ତରରେ ବନ୍ୟା ପ୍ରପୀଡ଼ିତଙ୍କୁ
Read More...

ପାଟଣାଗଡ ଲିଓ ଓ ଲାୟନ୍ସ କ୍ଲବ୍ ପକ୍ଷରୁ ମହିଳା ସଶକ୍ତିକରଣ ସଭା ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ସ୍ଥାନୀୟ ଲିଓ ଏବଂ ଲାୟନ୍ସ କ୍ଲବ୍‌ର ମିଳିତ ଉଦ୍ୟମରେ ୱମ୍ୟାନ ଇମ୍ପପାୱାର ମେଣ୍ଟ ବା (ମହିଳା ସଶକ୍ତିକରଣ) ଉପରେ ଏକ ସଭା ଭୋକେସନାଲ ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସଭାରେ ପାଟଣାଗଡ଼ ତହସିଲଦାର ଡ଼. ପୁଷ୍ପାଞ୍ଜଳି
Read More...