Daily Archives

ବନ୍ୟା ଦୃଷ୍ଟିରୁ ଘୁଞ୍ଚିଲା ଯୁକ୍ତ ଦୁଇ ନାମଲେଖା ଅବଧି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ନାମଲେଖା ତାରିଖ ଅବଧିକୁ ଅଗଷ୍ଟ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସେପ୍ଟେମ୍ବର ୧୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଏନେଇ ରାଜ୍ୟ ସୂଚନା
Read More...

ଗୋପବନ୍ଧୁ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସ୍ୱଚ୍ଛତା କି ପଖ୍‌ୱାଡା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭବାନୀପାଟଣା, (ପି.କେ.ସାହୁ) : ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ତ ଶାଖା ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଓ ଗୋପବନ୍ଧୁ ସାଂସ୍କୃତିକ ଅନୁଷ୍ଠାନ, ପାଲସିପଡାର ମିଳିତ ଉଦ୍ୟମରେ ପାଲସିପଡାର କ୍ଲବ ଘରଠାରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ
Read More...

ଡେଲାଙ୍ଗ ଓ କଣାସରେ ବିଜୁଳି ସଂଯୋଗ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ତିରିମଲରୁ ଡେଲାଙ୍ଗକୁ ସଂଯୋଗ କରୁଥିବା ୩୩କେଭିର ଦୟାନଦୀ ମଧ୍ୟଦେଇ କ୍ରଷ କରିଥିବା ଦୁଇଗୋଟି ଖୁଣ୍ଟି ଉପୁଡିଯାଇଥିବାରୁ ଡେଲାଙ୍ଗ ଓ କଣାସର ବିଜୁଳି ସଂଯୋଗ ପୁରାପୁରି ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ରହିଥିବା ସୂଚନା ମିଳିଛି ।
Read More...

ବିଲକୁ କାମ କରିବାକୁ ଯାଇଥିବା ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡୁରୁପାଲି ଗ୍ରାମରେ ଜଣେ ବ୍ୟକ୍ତିଙ୍କ ମୃତଦେହ ତାଙ୍କ ଚାଷ ଜମିରୁ ମିଳିଛି । ସୂଚନା ଅନୁଯାୟୀ, ଗୁଣ୍ଡୁରୁପାଲି ଗ୍ରାମର ଲକ୍ଷ୍ମଣ ନିଆଲ(୪୨) ଶନିବାର ମଧ୍ୟାହ୍ନ ଭୋଜନ ସାରି ନିଜ ବିଲକୁ କାମ କରିବା ପାଇଁ ଯାଇଥିଲେ । ସ୍ୱାମୀ
Read More...

ଭୁବନେଶ୍ୱରରେ ଟେଲିକମ୍ ବିଭାଗର ଅଧିକାରୀଙ୍କୁ ଭେଟିଲେ ସାଂସଦ ସଙ୍ଗୀତା ସିଂହଦେଓ

ବଲାଙ୍ଗିର, (କେପିଏନଏସ୍‌) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହଦେଓ ଆଜି ନିଜ ନିର୍ବାଚନମଣ୍ଡଳୀରେ ୪ଜି ସଂଯୋଗର ନବୀକରଣ ସମ୍ପର୍କରେ ଭାରତ ସରକାରଙ୍କ ଭୁବନେଶ୍ୱର ସ୍ଥିତ ଟେଲିକମ୍ ବିଭାଗରରେ ବିଏସ୍‌ଏନ୍‌ଏଲ୍‌ ଇଣ୍ଡିଆର ସିଜିଏମ୍‌ଏଲ୍‌
Read More...

ସରକାରୀ ଡିଗ୍ରୀ ମହାବିଦ୍ୟାଳୟ ଗୁଡିକରେ ୩୩୪ ଜଣ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ସରକାରୀ ଡିଗ୍ରୀ ମହାବିଦ୍ୟାଳୟ ଗୁଡ଼ିକରେ ୩୩୪ ଜଣ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତ ହେବେ । ଆସନ୍ତା ୨୫ ତାରିଖ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାଷୀ ମାଧ୍ୟମରେ ନବ ନିଯୁକ୍ତ ଶିକ୍ଷକ ଓ ଅଣଶିକ୍ଷକମାନଙ୍କୁ
Read More...

ପରିକ୍ରମାର ୬ଷ୍ଠ ଦିବସରେ ନୟାଗଡ ଜିଲ୍ଲାରେ ପ୍ରବେଶ କରିଛି ଅହିଂସା ରଥ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପରିକ୍ରମାର ୬ଷ୍ଠ ଦିବସରେ ଗତକାଲି ନୟାଗଡ ଜିଲ୍ଲାରେ ପ୍ରବେଶ କରିଛି ଅହିଂସା ରଥ । ଜିଲ୍ଲା ପ୍ରଶାସନ ପକ୍ଷରୁ ରଥକୁ ସ୍ୱାଗତ କରାଯାଇଛି । ପୂର୍ବାହ୍ନରେ ରଣପୁର ବ୍ଲକର ଚମ୍ପାପେଡି, ଗୋପାଳପୁର, ମଝିଆଖଣ୍ଡ ଇତ୍ୟାଦି ଗ୍ରାମ ପଞ୍ଚାୟତର ପରିକ୍ରମା କରିଛି ।
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୮୭ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୮୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୬୨ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୪୮୫ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୬୮ ଜଣ
Read More...

ଓଡିଶା ଟେନିସ ବଲ୍ କ୍ରିକେଟ୍ ଦଳକୁ ସମ୍ବର୍ଦ୍ଧନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ଚେନ୍ନାଇଠାରେ ଅନୁଷ୍ଠିତ ହୋଇଥିବା ୨୭ତମ ଜାତୀୟ ସବ୍ ଜୁନିୟର ଟେନିସ୍ ବଲ୍ କ୍ରିକେଟ୍ ଚାମ୍ପିଅନସିପ୍‌ରେ ଓଡ଼ିଶା ତୃତୀୟ ସ୍ଥାନ ସହିତ ବ୍ରୋଞ୍ଜ ପଦକ ହାସଲ କରିଛି । ଓଡ଼ିଆ ଦଳ ଗତକାଲି ପ୍ରତ୍ୟାବର୍ତ୍ତନ କରିଛି । ବ୍ରୋଞ୍ଜ ପଦକ ବିଜୟୀ ଓଡିଶା ଦଳରେ ସାମିଲ
Read More...

ତୁଳସୀନଗର ଦୁର୍ଗାପୂଜା କମିଟି ପୁନଃ ଗଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ତୁଳସୀନଗରପଡା ଦୁର୍ଗାପୂଜା କମିଟି ବୈଠକ ସଭାପତି କିଶୋର କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ୧୪ତମ ଦୁର୍ଗାପୂଜାକୁ ମହାସମାରୋହରେ ପାଳନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା । ଏହି ବୈଠକରେ ନିର୍ମାଣାଧିକ
Read More...