Daily Archives

ଦେଓଗାଁ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଜନ୍ମାଷ୍ଟମୀ ମହୋତ୍ସବ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ସକାଳେ ହାତୀସରା ଗାଁରେ ଦେଓଗାଁ ସରସ୍ୱତୀ ବିଦ୍ୟାମନ୍ଦିର ପକ୍ଷରୁ ଜନ୍ମା‌ଷ୍ଟମୀ ମହୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ହାତୀସରା ସରପଞ୍ଚ କେଲୋ ଡାଙ୍ଗ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ
Read More...

ଶ୍ରୀକୃୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାହାଜବାହାଲ ସ୍ଥିତ ବିଶ୍ୱାତ୍ମ ବିଦ୍ୟା ମନ୍ଦିର ଠାରେ ବହୁତ ଆନନ୍ଦ ଓ ଉଲ୍ଲାସର ସହିତ ସମସ୍ତ ଭାଇ ଭଉଣୀ, ଆଚାର୍ଯ୍ୟ ଓ ଆଚାର୍ଯ୍ୟାମାନଙ୍କୁ ନେଇ ଶ୍ରୀକୃୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପୂଜନୋତ୍ସବ ସହିତ ପାଳନ କରାଯାଇଥିଲା । ମୁଖ୍ୟ ଆଚାର୍ଯ୍ୟ ଚନ୍ଦ୍ର କୁମାର
Read More...

ସର୍ଗିବାହାଲ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସଂକୁଳ ଅନ୍ତର୍ଗତ ସର୍ଗିବାହାଲ ଶିଶୁ ମନ୍ଦିରରେ ମହାସମାରୋହରେ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି । ଶିଶୁ ଭାଇ ଭଉଣୀମାନେ ନିଜକୁ ଯଶୋଦା, ରାଧା ଓ ଶ୍ରୀକୃଷ୍ଣ ବେଶରେ ସଜାଇ ହୋଇଥିଲେ । ମୁଖ୍ୟ ଅତିଥି ଭାବରେ ସ୍ନେହଳତା ସାହୁ ଯୋଗ ଦେଇ ଜନ୍ମାଷ୍ଟମୀର
Read More...

ବେହେରାପାଲି ସ୍ଥିତ ନିଳାଦ୍ରୀବିହାରରେ ସାଇକେଲ ଚୋରି କଲା ଚୋର : ସିସିଟିଭିରେ କଏଦ ହେଲା ଚୋରି ସମୟର ପୁରା ଦୃଶ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ବେହେରାପାଲି ସ୍ଥିତ ନିଳାଦ୍ରୀ ବିହାରରେ ଜଣେ ବ୍ୟକ୍ତିଙ୍କ ଘରୁ ବିଳମ୍ବିତ ରାତ୍ରୀରେ ଜଣେ ଚୋର ଘରେ ପଶି ସାଇକେଲ ଚୋରି କରିନେଇଥିବା ବେଳେ ଏହି ଚୋରି ସମୟର ପୁରା ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଜଣାପଡିଛି । ତେବେ ସିସିଟିଭି
Read More...

ଦୁଷ୍କର୍ମ ଅଭିଯୋଗରେ ଲାଇନମେନ୍‌ ଗିରଫ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଥାନା ଅଞ୍ଚଳର ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଗୁରୁବାର ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି । ଅଭିଯୋଗ ପରେ ରମ୍ଭା ଥାନା ପୋଲିସ କେଶ ନ ୪୦୨ରେ ମାମଲା ରୁଜୁ କରିବା ସହ ଦୁଷ୍କର୍ମକାରୀ ଅଭିଯୁକ୍ତଙ୍କୁ ଗିରଫ
Read More...

ତୁଳସୀନଗରରେ କଳା ରଙ୍ଗର ସଫାରୀ କାର୍‌ ଦୁର୍ଘଟଣା ଗ୍ରସ୍ତ : ଅଳ୍ପକେ ବର୍ତ୍ତିଲେ ଚାଳକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ତୁଳସୀନଗର ଠାରେ ଏକ କଳା ରଙ୍ଗର ସଫାରୀ କାର୍‌ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଚାଳକ ଜଣକ । ସୂଚନା ଅନୁସାରେ ଗାଡିଟି ମନୋହରପୁର ପଟୁ ଟାଉନକୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଚାଳକ ଜଣକ
Read More...

ଜଳଛାୟା ପ୍ରକଳ୍ପ ଦୁର୍ନୀତି : ଅଧିକାରୀମାନଙ୍କୁ ଥାନା ପଠାଇଲେ ଜିଲ୍ଲାପାଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚାଷୀମାନଙ୍କୁ ଆତ୍ମ ନିର୍ଭରଶୀଳ କରିବା ଲକ୍ଷ୍ୟରେ ଜଳଛାୟା ପ୍ରକଳ୍ପରେ ବର୍ଷକୁ କୋଟି କୋଟି ଟଙ୍କାର ଅନୁଦାନ କେନ୍ଦ୍ର ସରକାର ଯୋଗାଇ ଦେଉଛନ୍ତି । କିନ୍ତୁ ଅଧିକାଂଶ ସ୍ଥାନରେ ଚାଷୀ ଆତ୍ମ ନିର୍ଭରଶୀଳ ହେବ କଣ, ଜଳଛାୟା ଅଧିକାରୀ, କମିଟିର ସଂପାଦକମାନଙ୍କୁ
Read More...

ଡେଲାଙ୍ଗ ବ୍ଲକ ପକ୍ଷରୁ ଅହିଂସା ରଥକୁ ଭବ୍ୟ ସ୍ୱାଗତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭାରତ ସ୍ଵାଧୀନତାର ୭୫ବର୍ଷ ପୂର୍ତ୍ତି ଆଜାଦୀ କା ଅମୃତ ମହୋତ୍ସବକୁ ସ୍ମରଣୀୟ ଭାବେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ଡେଲାଙ୍ଗ ବ୍ଲକ ପକ୍ଷରୁ ବିଡିଓ ଦିଲ୍ଲୀପ କୁମାର ଷଡଙ୍ଗୀ, ବ୍ଲକ ଅଧ୍ୟକ୍ଷା ବାସନ୍ତୀ
Read More...

ଯୁବ ସ୍ୱାଭିମାନ ଦିବସ ଅବସରରେ ରକ୍ତଦାନ ଶିବିର ଆୟୋଜିତ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ତୁରେକେଲା ବ୍ଲକ କାର୍ଯ୍ୟାଳୟ ସଭାଗୃହଠାରେ ଏକ ଯୁବ ସ୍ୱାଭିମାନ ଦିବସ ଉପଲକ୍ଷେ ସମ୍ବାଦ ଆମ ଓଡ଼ିଶା ଆନୁକୂଲ୍ୟରେ ରକ୍ତଦାନ ଶିବିର ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଯୁବ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ଭରସୁଜା ଗ୍ରା.ପ.ରୁ ୧ ଜଣ, ରେତ୍‌ ଗ୍ରା.ପ.ରୁ ୧ ଜଣ, ବଲାଙ୍ଗିର ବ୍ଲକ ବାରପୁଡୁଗିଆ ଗ୍ରା.ପ.ରୁ ୧ ଜଣ, ତୁଷୁରାବାହାଲ
Read More...