Daily Archives

କୁନି କୁନି ଛାତ୍ରଛାତ୍ରୀଙ୍କ ଦ୍ୱାରା ଫୁଲ ଚାରା ରୋପଣ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ସ୍ଥିତ ଶିଶୁ ଶିକ୍ଷାୟତନ ଶ୍ରୀ ବିଦ୍ୟାବାଟିକା ପରିସରରେ କୁନି କୁନି ଛାତ୍ରଛାତ୍ରୀମାନେ ଅଭିନବ ଢଙ୍ଗରେ ବନ ମହୋତ୍ସବ ପାଳନ କରିଛନ୍ତି । ବିଦ୍ୟାବାଟିକାର ମୁଖ୍ୟ ଅନିଲ ଚାୱଡାଙ୍କ ଉପସ୍ଥିତିରେ ଫୁଲକୁଣ୍ଡ ପ୍ରସ୍ତୁତ କରାଯାଇଥିବା ବେଳେ କୁନି
Read More...

ମାଣ୍ଡିଆ ଚାଷୀଙ୍କୁ ନେଇ ବୈଠକ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହଲ ପଞ୍ଚାୟତ ପରମାନନ୍ଦପୁର ଠାରେ ମାଣ୍ଡିଆ ଚାଷୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୱାୟସନର ମିଲେଟ ମିଶନ କଳାହାଣ୍ଡି ଜିଲ୍ଲା ଅତିରିକ୍ତ ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜିକା ପୂଜା
Read More...

ଶ୍ରୀମନ୍ଦିର ସରଘରେ ଅଗ୍ନିକାଣ୍ଡ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀମନ୍ଦିର ସରଘରେ ଗତକାଲି ରାତିରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ସେଥିରେ ଥିବା କିଛି ଚାଉଳ ଓ ଡାଲି ସମେତ ରୋଷେଇ ଉପକରଣ ପୋଡ଼ିଯାଇଛି । ସେବାୟତମାନେ ପାଣିଢାଳି ନିଆଁକୁ ଆୟତ୍ତ କରିଛନ୍ତି । ଏହି ସରଘର ଜଣେ ସୁଆର ସେବକଙ୍କ ଦଖଲରେ ଥିବା
Read More...

ସମ୍ବର୍ଦ୍ଧିତ ହେଲେ ମେଧାବୀ ଛାତ୍ରୀ ପ୍ରତ୍ୟାଶା ପ୍ରିୟଦର୍ଶିନୀ ହୋତା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା କେସିଙ୍ଗାଠାରେ ଅନୁଷ୍ଠିତ ହୋଇଥିବା ପ୍ରଧାନ ଆଚାର୍ଯ୍ୟ ଓ ସଂପାଦକ ସମ୍ମିଳନୀରେ ମ. ରାମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପଞ୍ଚମ ଶ୍ରେଣୀ ପ୍ରାଦେଶିକ ମେଧା ବୃତ୍ତିରେ ରାଜ୍ୟରେ ଅଷ୍ଟମ ସ୍ଥାନ ଅଧିକାର କରିଥିବାରୁ ସମ୍ବର୍ଦ୍ଧିତ
Read More...

୯ ଫୁଟର ଅଜଗର ସାପ ଉଦ୍ଧାର

ସଇଁତଲା, (କେପିଏନ୍‌ଏସ୍‌) : ସଇଁତଲା ବ୍ଲକ ବେଲଗାଁରୁ ୯ ଫୁଟର ଅଜଗର ସାପ ଉଦ୍ଧାର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ କମଳ ଭୋଇଙ୍କ ଘରେ ଏକ ସାପ ରହିଥିବା ପରିବାର ଲୋକେ ଦେଖିବାକୁ ପାଇବା ପରେ ବିକିଜି ନାଗଙ୍କୁ ଖବର ଦେବା ପରେ ଶ୍ରୀ ନାଗ ଆସି ଉକ୍ତ ଅଜଗରକୁ ଉଦ୍ଧାର କରି ନେଇ ପାଖ
Read More...

ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ନାବାଳିକା : ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ନାବାଳିକା । ଏପରି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ପାଟଣାଗଡ ଅନ୍ତର୍ଗତ ଲଛିମାଲ ଗ୍ରାମରେ । ସୂଚନା ଅନୁସାରେ ଲଛିମାଲ ଗ୍ରାମର ଭରତ ନାଗଙ୍କ ୧୩ ବର୍ଷର ନାବାଳିକା ଝିଅ କୌଣସି କାରଣକୁ ନେଇ ଘରେ ବିଷ ପିଇ ଆତ୍ମହତ୍ୟା
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମିଶନ ଶକ୍ତିର ମହିଳାମାନେ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ମିଶନଶକ୍ତି ମହିଳାମାନେ । ମିଶନ ଶକ୍ତ ମହିଳା ମାନଙ୍କ ସହ ସାକ୍ଷାତ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି କହିଛନ୍ତି, ମୁଁ ବହୁତ ଖୁସି ଯେ, ରାଜ୍ୟର ଲକ୍ଷ ଲକ୍ଷ ମହିଳା ମିଶନ ଶକ୍ତି ଜରିଆରେ ସ୍ୱାବଲମ୍ବୀ ହୋଇ
Read More...