Monthly Archives

July 2022

ଭୟାବହ ଅଗ୍ନିକାଣ୍ଡ : ଜୀବନ୍ତ ଦଗ୍ଧ ହୋଇଗଲେ ଯୁବତୀ

କଟକ : ଜାଳେଣି ଗ୍ୟାସ ସିଲିଣ୍ଡରରୁ ଅଗ୍ନିକାଣ୍ଡ ଘଟି ଜଣେ ଯୁବତୀ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଭଳି ଅଭାବନୀୟ ଘଟଣା ଘଟିଛି ଲାଲବାଗ ଥାନା ଅନ୍ତର୍ଗତ ସୂତାହାଟ ଅଞ୍ଚଳରେ । ସୂଚନା ଅନୁଯାୟୀ ମୃତ ଯୁବତୀ ଜଣକ ହେଲେ ସାଜିଦ ଅଲ୍ଲୀଙ୍କ ଝିଅ ଲତିଫା ଶେଖ୍‌(୨୨) । ଅଗ୍ନିକାଣ୍ଡ ସଂକ୍ରାନ୍ତରେ ସୂଚନା
Read More...

୨ ନାବାଳିକା ଯୌନ ଶୋଷଣର ଶିକାର, ୫୯ ବର୍ଷିୟ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀର ମଡେଲ ଟାଉନ ଅଞ୍ଚଳରେ ଦୁଇ ନାବାଳିକାଙ୍କ ଯୌନ ଶୋଷଣ ମାମଲାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଏହି ମାମଲାରେ ଜଣେ ୫୯ ବର୍ଷ ବୟସ୍କ ବ୍ୟକ୍ତିଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ କରାଯାଇଥିଲା । ମାମଲା ମଡେଲ ଟାଉନର ଅଟେ । ପୋଲିସ ଏହି ଘଟଣା ସମ୍ପର୍କରେ ସୂଚନା ପାଇବା
Read More...

ଅଟୋ ଓ ବାଇକକୁ ପିଟିଲା ଆର୍ଟିଗା : ୩ ମୃତ, ୬ ଗୁରୁତର

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଅଟୋ ଓ ବାଇକକୁ ପିଟିଲା ଆର୍ଟିକା । ୩ ମୃତ ୬ ଗୁରୁତର । ଆଜି ସକାଳୁ ସକାଳୁ ଏଭଳି ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟିଛି ସୋନପୁର ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥ ବଡବାହାଲି ଛକ ନିକଟରେ । ବାଲାଙ୍ଗିର ପଟରୁ ଆସି ବଡବହାଲି ଛକ ନିକଟରେ ରାସ୍ତା କଡରେ ଏକ
Read More...

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିମାପଡ଼ାର କାର୍ଯ୍ୟରତ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀଙ୍କ ନାଁରେ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରୁଥିବା
Read More...

ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ଉଦ୍ଦେଶ୍ୟରେ ଜୁଲାଇ ୨୧ ତାରିଖରେ ‘ଓଡ଼ିଶା…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ଉଦ୍ଦେଶ୍ୟରେ ରାଜ୍ୟ କୃଷି ବିଭାଗର ସହଯୋଗରେ ଏମ୍‌ଏସ୍‌ଏମ୍‌ଇ ବିଭାଗ ପକ୍ଷରୁ ଜୁଲାଇ ୨୧ ତାରିଖରେ 'ଓଡ଼ିଶା ଫୁଡ୍ ପ୍ରୋ-୨୦୨୨' ଆୟୋଜନ କରାଯିବ । ଏହା ପୁଞ୍ଜି ନିବେଶକ, ଉତ୍ପାଦକ,
Read More...

ଭଟଲି ବ୍ଲକରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ଅନୁଯାୟୀ ଗତକାଲି ଜିଲ୍ଲାର ଭଟଲି ବ୍ଲକରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ମନୀଷା ବାନାର୍ଜୀ ଓ ଜିଲ୍ଲା ଏସ୍‌ପି ପର୍ମାର ସ୍ମିତ ପୁରୁଷୋତ୍ତମ
Read More...

ଗୋ ସୁରକ୍ଷା ଦାତବ୍ୟ ନ୍ୟାସର ଦ୍ଵିତୀୟ ଆଶ୍ରୟସ୍ଥଳୀ ଉଦ୍‌ଘାଟିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ହଲହଲପୁରଠାରେ ଥିବା ଗୋ ସୁରକ୍ଷା ଦାତବ୍ୟ ନ୍ୟାସର ଦ୍ଵିତୀୟ ଆଶ୍ରୟସ୍ଥଳୀ ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଆଶ୍ରୟ ସ୍ଥଳୀର ଉଦ୍‌ଘାଟନ କରିଛନ୍ତି । ସାମ୍ପ୍ରତିକ
Read More...

ତୁମୁରିପାଣିରେ ନିଆରା ରଥଯାତ୍ରା ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସାଧାରଣତଃ ରଥଯାତ୍ରା କହିଲେ ଆମେ ଆଷାଢ଼ ଶୁକ୍ଳ ପକ୍ଷ ଦ୍ଵିତୀୟ ତିଥିରେ ଘୋଷଯାତ୍ରାରୁ ଆରମ୍ଭ ହୋଇ ଦଶମୀ ପର୍ଯ୍ୟନ୍ତ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଥାଏ । କିନ୍ତୁ ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ତୁମୁରିପାଣି ଗ୍ରାମରେ ରଥଯାତ୍ରା ପାଳନ
Read More...

ତିନି କ୍ଵିଣ୍ଟାଲ ଗଞ୍ଜେଇ ଜବତ : ୧ ଗିରଫ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଏକ ଟ୍ରକ୍‌ରେ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ତାକୁ ଧରିବାରେ ସଫଳ ହୋଇଥିବା ଜଣାପଡିଛି । ଜାତୀୟ ରାଜପଥ ପର୍ଥଲା ନିକଟରେ ଦ୍ରୁତ ଗତିରେ ଯାଉଥିବା ଟ୍ରକକୁ ବରଗଡ଼ ସଦର ପୋଲିସ ଅଟକାଇ ବାକୁ ଚେଷ୍ଟା କରିଥିଲେ । କିନ୍ତୁ ପୋଲିସକୁ ଦେଖି ଟ୍ରକ ଦ୍ରୁତ
Read More...

ଗାୟତ୍ରୀ ଇଲେକ୍‌ଟ୍ରିକ୍ ହୋଲସେଲର୍ ଦୋକାନରେ ଜିଏସ୍‌ଟି ଚଢାଉ

କଂଟାବାଞ୍ଜି, (ଗୁରୁଦୟାଲ ହଂସ) : ଗତ କିଛି ଦିନର ବ୍ୟବଧାନ ପରେ କଂଟାବାଞ୍ଜି ସହରରେ ପୁଣି ଥରେ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ଟିମ୍ ପକ୍ଷରୁ ଚଢାଉ କରାଯାଇଛି । ସୋମବାର ସ୍ଥାନୀୟ ପୁର୍ଶରାମ ଛକ ନିକଟରେ ଥିବା ଗାୟତ୍ରୀ ଇଲେକ୍‌ଟ୍ରିକ୍ ହୋଲସେଲର୍ ଦୋକାନ ଓ ଧୁବାପଡାରେ ଥିବା ଗୋଦାମ ଗୃହରେ
Read More...