ଚୋରି ହୋଇଥିବା ମୋବାଇଲ୍ ଫେରାଇଲା ପୋଲିସ
ଝାରସୁଗୁଡା : ମୋବାଇଲ୍ ଚୋରି ହୋଇଥିବା ଓ ହଜିଯାଇଥିବା ନେଇ ଝାରସୁଗୁଡ଼ା ଜିଲାର ବିଭିନ୍ନ ଥାନାରେ ସମୁଦାୟ ୪୧୩ଟି ମାମଲା ରୁଜୁ ହୋଇଥିଲା । ଏନେଇ ଏସ୍ପି ରାହୁଲ ଜୈନଙ୍କ ନିର୍ଦ୍ଦେଶକ୍ରମେ ସାଇବର୍ ସେଲ୍ ଓ କେତେକ ପୋଲିସ୍ ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା ।!-->…
Read More...
Read More...