Monthly Archives

July 2022

ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଜ୍ୟୋତି ପ୍ରସାଦ ପରିଡାଙ୍କୁ ବିଦାୟ ସମ୍ବର୍ଦ୍ଧନା

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଶାରୀରିକ ଶିକ୍ଷା ନିରୀକ୍ଷକ ଜ୍ୟୋତି ପ୍ରସାଦ ପରିଡାଙ୍କ ବିଦାୟ ସମ୍ବର୍ଦ୍ଧନା ସଭା ଖପ୍ରାଖୋଲ ଏବିଇଓ ମିନିକେତନ ବରିହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ
Read More...

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ଆଜି ଅର୍ଥାତ୍ ୨୭ ଜୁଲାଇ, ୨୦୨୨ରେ ପ୍ରକାଶ ପାଇବ । ଏନେଇ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି । ଅପରାହ୍ନ ୪ଟା ବେଳେ ପରୀକ୍ଷା ଫଳ
Read More...

ପୂର୍ବତନ ସମିତି ସଭ୍ୟ ପିତବାସ ପଟେଲଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ରାଣୀପାଲି ନିବାସୀ ପିତବାସ ପଟେଲଙ୍କ ୬୬ ବର୍ଷ ବୟସରେ ହୃତ୍‌ଘାତରେ ପରଲୋକ ଘଟିଥିବା ଜଣାପଡିଛି । ସେ ଜଣେ ପରୋପକାରୀ, ସମାଜସେବୀ, ଲୋକପ୍ରିୟ ସମିତି ସଭ୍ୟ ତଥା ସକମା ଏସ୍‌ସିଏସ୍‌ର ସଭାପତି ଥିଲେ । ରାଣୀପାଲି ଗ୍ରାମ ଶ୍ମଶାନରେ ତାଙ୍କର
Read More...

ଫେକ୍‌ ହ୍ୱାଟ୍‌ସଆପ ମେସେଜ୍ ପ୍ରତି ସତର୍କ ରହିବାକୁ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଅନୁରୋଧ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ହ୍ୱାଟ୍‌ସଆପରେ ବରିଷ୍ଠ ଅଧିକାରୀ ତଥା ବିଶିଷ୍ଟ ବ୍ୟକ୍ତିଙ୍କ ନାମରେ ଫେକ୍ ଆକାଉଣ୍ଟ ଖୋଲି ଲୋକଙ୍କୁ ବିଭ୍ରାନ୍ତ କରୁଥିବା କେତେକ ଘଟଣା ନଜରକୁ ଆସିଛି । ୯୩୧୫୬ ୪୧୭୮୪ ନମ୍ବରରୁ ମୁଖ୍ୟ ଶାସନ ସଚିବଙ୍କ ନାମରେ ଫେକ୍ ହ୍ୱାଟ୍‌ସଆପ ଆକାଉଣ୍ଟ ଖୋଲି ମେସେଜ୍
Read More...

ପୁଣି ଉପରକୁ ଉଠିଲା କରୋନା ସଂକ୍ରମଣ ଗ୍ରାଫ : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୧୭୪ ନୂଆ ଆକ୍ରାନ୍ତ ଚିହ୍ନଟ, ବଲାଙ୍ଗିର…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପୁଣି ଉପରକୁ ଉଠିଲା କରୋନା ସଂକ୍ରମଣ ଗ୍ରାଫ । ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୧୭୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୧୫୫ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୦୧୧
Read More...

ଜିଲ୍ଲା ସାମ୍ବାଦିକ ସଂଘ ଓ ଅବସରପ୍ରାପ୍ତ ସୈନିକ ସଂଘ ଆନୁକୂଲ୍ୟରେ ୨୩ତମ କାରଗିଲ ବିଜୟ ଦିବସ ପାଳିତ

ଶହୀଦଙ୍କ ତ୍ୟାଗର ପଟାନ୍ତର ନାହିଁ ବଲାଙ୍ଗିର, (ଦେବାଶିଷ ମିଶ୍ର) : ମା' ଭାରତୀର ବୀରପୁତ୍ରମାନଙ୍କ ଅଦମ୍ୟ ସାହାସ ଓ ପରାକ୍ରମ ଫଳରେ ୨୩ ବର୍ଷ ପୂର୍ବେ ଭାରତୀୟ ସେନା ନିଜ ପ୍ରାଣକୁ ବାଜି ଲଗାଇ କାରଗିଲ ବିଜୟ କରିବାରେ ସଫଳ ହୋଇଥିଲା । ଭାରତ ମାତାର ସର୍ବଶ୍ରେଷ୍ଠ ସନ୍ତାନମାନଙ୍କ ସାହାସ,
Read More...

ମହିଳା ମହାବିଦ୍ୟାଳୟ କର୍ମଚାରୀଙ୍କ ଆନ୍ଦୋଳନ ଜାରି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବଲାଙ୍ଗିର ମହିଳା ମହାବିଦ୍ୟାଳୟ ହଷ୍ଟେଲରେ ଅଚଳାବସ୍ଥା ଜାରି, ଯୁକ୍ତି ଯୁକ୍ତ ମଜୁରି ଓ ବହିଷ୍କାର ହୋଇଥିବା କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଏବଂ ବନ୍ଦ ଥିବା ହଷ୍ଟେଲକୁ ତୁରନ୍ତ ଖୋଳିବା ଦାବୀରେ
Read More...

ଜିଲ୍ଲା ପ୍ରେସକ୍ଲବର ୫ମ ପ୍ରତିଷ୍ଠା ଦିବସ

ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ପ୍ରେସ ତାର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରକ୍ଷା କରିପାରିଛି ବୌଦ୍ଧ, (ବଂଶୀଧର ମାଝୀ) : ଭାରତ ଗଣତନ୍ତ୍ରରେ ସାମ୍ବାଦିକ ତାର କର୍ତ୍ତବ୍ୟ ପ୍ରତିପାଦନ କରି ଚତୁର୍ଥ ସ୍ତମର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖିପାରିଛି । ବ୍ୟକ୍ତିଗତ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ସମାଜକୁ
Read More...

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ କୃତିତ୍ଵ

ମ.ରାମପୁର, (ହେମନ୍ତ ସାହୁ) : ନିକଟରେ ପ୍ରକାଶ ପାଇଥିବା ସିବିଏସ୍‌ଇ ପରୀକ୍ଷା ଫଳରେ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ମଦନପୁରରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶହେ ଶତକଡା ଛାତ୍ରଛାତ୍ରୀ ପାସ୍‌ କରିଥିବା ବେଳେ ବିଦ୍ୟାଳୟରେ ୯୨.୪ ରଖି ଦୀପିକା ଧଙ୍ଗଡା ମାଝୀ ପ୍ରଥମ, ୯୧ ଶତକଡା ରଖି
Read More...

ଫୁଡକୁପଡା ଗାଁରେ ଜମି ବିବାଦକୁ ନେଇ ଗୋଣ୍ଡଗୋଳ : ଟାଙ୍ଗିଆରେ ହାତ କାଟି ଦେଲେ ସମ୍ପର୍କୀୟ ଭାଇ

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି ପାଟଣାଗଡ଼ ଥାନା ଅନ୍ତର୍ଗତ କେନ୍ଦୁମୁଣ୍ଡି ପଞ୍ଚାୟତ ଫୁଡକୁପଡା ଗାଁରେ ଜମି ବିବାଦକୁ ନେଇ ଭାଇ ଭାଇଙ୍କ ମଧ୍ୟରେ ଗଣ୍ଡୋଗୋଳରେ ଜଣେ ଭାଇଙ୍କ ମୃତ୍ୟୁ ହୋଇଛି । ମୃତ ହୋଇଥିବା ବ୍ୟକ୍ତି ଜଣକ ହେଲେ ସନ୍ତୋଷ ଧରୁଆ । ଏନେଇ ୪ ଜଣଙ୍କୁ ପାଟଣାଗଡ଼ ପୁଲିସ
Read More...