Monthly Archives

July 2022

ଡେଲାଙ୍ଗରେ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା ଅନୁକରଣରେ ଡେଲାଙ୍ଗ ବ୍ଲକର ପୁରପଲ୍ଲୀରେ ଆଜି ଅନୁଷ୍ଠିତ ହୋଇଯାଇଛି ପବିତ୍ର ରଥଯାତ୍ରା । ଡେଲାଙ୍ଗ-କଣାସ ସଡକ, ଖୋର୍ଦ୍ଧା-ଡେଲାଙ୍ଗ-ପଟ୍ଟନାୟକିଆ ସଡକ,
Read More...

କଂଟାବାଂଜି ଥାନା ପରିସରରେ ବନ ମହୋତ୍ସବର ଶୁଭାରମ୍ଭ : ଶତାଧିକ ବିଭିନ୍ନ ଚାରା ଶିକ୍ଷାବିଦ୍‌, ସମାଜସେବୀଙ୍କ ଦ୍ୱାରା…

କଂଟାବାଂଜି, (ଗୁରୁଦୟାଲ ହଂସ) : ବିଶ୍ୱ ବନ ମହୋତ୍ସବ ପାଳନ ଅବସରରେ ସ୍ଥାନୀୟ ଥାନା ପରିସରରେ ଶୁକ୍ରବାର ଦିନ ପୂର୍ବାହ୍ନରେ ବିଭିନ୍ନ ପ୍ରକାର ଚାରା ରୋପଣ କରାଯାଇଛି । ଜୁଲାଇ ୧ରୁ ଜୁଲାଇ ୭ ତାରିଖ ଯାଏ ସାରା ବିଶ୍ୱରେ ବନ ମହୋତ୍ସବ ପାଳନ କରାଯାଉଥିବା ବେଳେ ବଲାଙ୍ଗିର ଜିଲ୍ଲା କଂଟାବାଂଜି
Read More...

ଅଘରିଆ ସମାଜର ମୁଖପତ୍ର ‘ଅଘରିଆ ଜ୍ୟୋତି’ର ବିଂଶ ସଂଖ୍ୟା ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଅଘରିଆ ପଡା ସ୍ଥିତ ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ଅବସରରେ ୮୪ ଘର ଅଘରିଆ ସମାଜର ବାର୍ଷିକ ମୁଖପତ୍ର ‘ଅଘରିଆ ଜ୍ୟୋତି’ ବିଂଶ ସଂଖ୍ୟା ଉନ୍ମୋଚିତ ହୋଇଯାଇଛି । ପ୍ରଥମେ ଜାତିର ମୂଳପୀଠ ଓ ଜାତିର ଦେବତା ଜଗନ୍ନାଥଙ୍କ ଠାରେ ପୂଜାର୍ଚ୍ଚନା ପରେ
Read More...

ଜରାସିଂହାରେ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ‘ଅମୃତ ବିନ୍ଦୁ’ ରକ୍ତଦାନ ଶିବିର ଅନୁଷ୍ଠିତ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ଦିନ ଦେଓଗାଁ ବ୍ଲକ୍ ଜରାସିଂହା ସତ୍ୟସାଇ ବିହାରରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ତୁଷୁରା ସମିତି ପକ୍ଷରୁ ଏକ ଗ୍ରୀଷ୍ମ କାଳୀନ ସ୍ୱତନ୍ତ୍ର ରକ୍ତଦାନ ଶିବିର "ଅମୃତ ବିନ୍ଦୁ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୋବିନ୍ଦ ମେହେରଙ୍କ ପ୍ରଚେଷ୍ଟାରେ
Read More...

ସମ୍ପୂର୍ଣ କାର୍ଯ୍ୟକ୍ଷମ ହେଲା ବଲାଙ୍ଗିର ନୂତନ ବସ ଟର୍ମିନାଲ : ପ୍ରତିଶୃତି ପାଳନ ହେଲେ ଶୃଙ୍ଖଳିତ ଯାତ୍ରୀ ସେବା,…

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟର ମୁଖ୍ୟମନ୍ତ୍ରୀ ଶୁଭ ଉଦଘାଟନ କରିବା ପରେ ଦୀର୍ଘ ୧୦ ମାସ ଧରି ଅବ୍ୟବହୃତ ଭାବେ ପଡି ରହିଥିବା ବଲାଙ୍ଗିର ବସ ଟର୍ମିନାଲକୁ ଘରୋଇ ବସ ମାଲିକ ସଂଘର ବସ ଗୁଡିକ ସ୍ଥାନାନ୍ତର ହେବା ପରେ ନୂତନ ବସ ଟର୍ମିନାଲ ଲୋକାରଣ୍ୟ ହୋଇଯାଇଥିଲା । ବଲାଙ୍ଗିରର ଅନେକ
Read More...

ପୁଲିସ-ନକ୍ସଲ ମଧ୍ୟରେ ଗୁଳି ବିନିମୟ : ଜଣେ ନକ୍ସଲ ମୃତ

ମାଲକାନଗିରି : ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ପୁଲିସ ନକ୍ସଲ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ପୁଲିସ ଗୁଳିରେ ଜଣେ ନକ୍ସଲର ମୃତ୍ୟୁ ହୋଇଥିବା ଖବର ମିଳିଛି । ତେବେ ଘଟଣାସ୍ଥଳରେ ଏପର୍ଯ୍ୟନ୍‌ନ୍ତ ସର୍ଚ୍ଚଅପରେସନ ଜାରି ରହିଥିବା ଜଣାପଡିଛି ।
Read More...

ଗଡ଼ିଲା ୧୮୯ ବାଟାଲିଆନ୍‌ ସିଆର୍‌ପିଏଫ୍‌ ରଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାରା ବିଶ୍ୱରେ ଆଜି ମହା ସମାରୋହରେ ରଥଯାତ୍ରା ପାଳନ ହେଉଥିବା ବେଳେ ୧୮୯ ବାଟାଲିଆନ୍‌ ବଲାଙ୍ଗିର ସିଆର୍‌ପିଏଫ୍‌ କାର୍ଯ୍ୟାଳୟରୁ ଆଜି ରଥ ଗଡ଼ିଛି । ସିଆର୍‌ପିଏଫ୍‌ କାର୍ଯ୍ୟାଳୟରୁ ଶାନ୍ତିପଡ଼ା ଦେଇ କଲେଜ ଛକ ସ୍ଥିତ ଦୁର୍ଗା ମଣ୍ଡପ (ମାଉସୀ ମନ୍ଦିର)ରେ
Read More...

ପବିତ୍ର ରଥଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତ କରିବା ପୂର୍ବରୁ ଟ୍ୱିଟ୍‌ ଯୋଗେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ୱିଟରେ ଲେଖିଛନ୍ତି ରଥଯାତ୍ରା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ
Read More...

ଗଛରୁ ବାପ-ପୁଅଙ୍କ ମୃତ ଦେହ ଉଦ୍ଧାର

ବାଂଶପାଳ : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ବାଂଶପାଳ ଗାଁରେ ଗଛରେ ଝୁଲି ପଡ଼ି ପ୍ରାଣ ହରାଇଛନ୍ତି ବାପା ଆଉ ପୁଅ । ଘର ପାଖ ଜଙ୍ଗଲରେ ବେକରେ ଗାମୁଛା ଲଗାଇ ବାପା ଓ ପୁଅ ଆତ୍ମହତ୍ୟା କରିଥିବା ଜଣାଯାଇଛି । ସୂଚନାନୁସାରେ ମୃତକ ବାଂଶପାଳ ରଜାବନ୍ଧ ମୁଣ୍ଡା ସାହିର ଶୁକ୍ରା
Read More...