Daily Archives

ବଲାଙ୍ଗିର ଜିଲ୍ଲାରେ ୧୫ କରୋନା ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ବ୍ଲକର ମନହୀରା ଗ୍ରା.ପ.ରୁ ଜଣେ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୨ ଓ ୧୮ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ
Read More...

ବିଜୁ ଜନତା ଦଳର ୨୫ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ବୃକ୍ଷ ରୋପଣ

କଳାହାଣ୍ଡି, (ନରୋତ୍ତମ ସେଲମା) : ବିଜେଡିର ପଚିଶ ବର୍ଷ ପୂର୍ତ୍ତି ଅବସରରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ସିର୍ଜାପାଲି, ହାତୀଖୋଜ ଏବଂ କର୍ଲାମୁଣ୍ଡା ବ୍ଲକର ସର୍ଗୁଲ ମାଲପଡାଠାରେ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ଆଜି ବୃକ୍ଷ ରୋପଣ କରାଯାଇଛି । ଏହି ଅବସରରେ କଳାହାଣ୍ଡି ଜିଲ୍ଲାର
Read More...

ଫଳାଫଳ ଘୋଷଣା ପୂର୍ବରୁ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଉତ୍ସବ

ମୁମ୍ବାଇ : ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ, କିନ୍ତୁ ମହାରାଷ୍ଟ୍ର ବିଜେପି ବିଜୟ ଉତ୍ସବ ପାଳନ କରିବା ଆରମ୍ଭ କରିଦେଇଛି । ଏହି ଉତ୍ସବରେ ବିଜେପି ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲ ଏବଂ ବହୁ ବିଜେପି
Read More...

ବିଲ ଗେଟ୍ସଙ୍କୁ ପଛରେ ପକାଇଲେ ଗୌତମ ଆଦାନୀ

ନୂଆଦିଲ୍ଲୀ : ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ ଗେଟ୍ସଙ୍କୁ ପଛରେ ପକାଇଛନ୍ତି ଗୌତମ ଆଦାନୀ । ଭାରତର ସବୁଠାରୁ ଧନୀ ଶିଳ୍ପପତି ଗୌତମ ଆଦାନୀ ବିଶ୍ୱର ଚତୁର୍ଥ ଧନୀ ବ୍ୟକ୍ତି ହୋଇଛନ୍ତି । ଏବେ କେବଳ ଏଲୋନ ମସ୍କ, ବର୍ନାଡ ଆନାଲ୍ଟ ଏବଂ ଜେଫ ବେଜୋସ ଆଦାନୀଙ୍କଠାରୁ ଆଗରେ ଅଛନ୍ତି ।
Read More...

କବିତା : ଆଡିବଂଧ

ପିନାକୀ ମିଶ୍ର ଢେର ସମ୍ଭାଳିଛିସାତଗାଁକୁ ନିଦ ସ୍ୱପ୍ନ ସୁଖ ଦେଇଛି । ଶାଳୁଆ ଦାନ୍ତକାଠିକୁ ଦିଫାଳ ଚିରିବନ୍ଧ ତଳକୁ ଓହ୍ଲେଇଲେ ଜେଜେ ,ଘାଟଗାଧୁଆ ଦେହକ ଗଲାଣିଏବେ ଆଣ୍ଠୁ ଖଂଜାରେ ପୀଡା । ପଛକୁ ପଛ ଲଘୁଚାପଉପରମୁଣ୍ଡରେ ଆଣ୍ଠେଇ ପଡିଛି ମେଘଡ୍ୟାମ୍ ଫାଟକ ଖୋଲିବା ଥୟଏ ନଈସୁଅ ନା
Read More...

ସ୍କୁଲ ବସ୍‌ରେ ଲାଗିଲା ନିଆଁ : ଅଳ୍ପକେ ବର୍ତ୍ତିଲେ ୨୧ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ : ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଆଜି ଦିନ ଦ୍ୱିପ୍ରହରରେ ଏକ ବଡ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ରୋହିଣୀ ଅଞ୍ଚଳର ସେକ୍ଟର-୭ରେ ଏକ ବେସରକାରୀ ସ୍କୁଲ ବାଲଭାରତୀର ବସ୍‌ରେ ଅଚାନକ ନିଆଁ ଲାଗିଯାଇଥିଲା । ବସ୍‌ରେ ୨୧ ଜଣ ସ୍କୁଲ ପିଲା ବସିଥିବା ବେଳେ ସମସ୍ତଙ୍କୁ
Read More...

ନିଜ ହାତମୁଠାରେ ରହିଛି ଆନନ୍ଦ

ସୁଶ୍ରୀ ସ୍ନେହଲତା ଆଜିର ମଣିଷ ନାନା ପ୍ରକାର ଜଟିଳତା ଓ ସମସ୍ୟା ଦେଇ ଗତି କରୁଛି । ବହୁ ପରିଶ୍ରମ ତଥା ଚେଷ୍ଟା ପରେ ମଧ୍ୟ ମଣିଷକୁ ଆନନ୍ଦ ମିଳୁ ନଥିବା ବେଳେ ଆନନ୍ଦର ସନ୍ଧାନରେ ଆଜି ମଣିଷ । କିନ୍ତୁ ବାସ୍ତବରେ ମଣିଷର ହାତମୁଠାରେ ରହିଛି ଆନନ୍ଦ । କସ୍ତୁରୀ ମୃଗ ନିଜ ନାଭିମଣ୍ଡଳରେ
Read More...

ନଅଗାଁରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ତୁଷୁରା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ନଅଗାଁସ୍ଥିତ ଅବକାରୀ କାର୍ୟ୍ୟାଳୟ ସାମନା ପୋଖରୀ କହର ଏକ ଗଛରୁ ଜଣେ ଯୁବକଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଯୁବକ ଜଣକ ନଅଗାଁ ଗ୍ରାମର ବଳ ଦୀପ ବୋଲି ଜଣାପଡିଛି । ଖବର ପାଇ ତୁଷୁରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି
Read More...

ତୁଷୁରା ପେକ୍ସର ବୈଠକ

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ପେକ୍ସରେ ନିର୍ବାଚିତ ସମସ୍ତ ୧୫ ଜଣ ନିର୍ଦ୍ଦେଶକଙ୍କୁ ନେଇ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ଶ୍ରୀକାନ୍ତ ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଏହି ଅବସରରେ ନବନିର୍ବାଚିତ
Read More...

ଧାନଘରାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ତୁଷୁରା : ତୁଷୁରା ଏନ୍‌ଏସିସ୍ଥିତ ଧାନଘରାଠାରେ ଜନ କଲ୍ୟାଣ ପାଠାଗାର ତରଫରୁ ବୃକ୍ଷ ରୋପଣ କରାଯାଇଛି । ଏଥିରେ ଲନ୍ଲସି ଅଧ୍ୟକ୍ଷ ଅଜୟ ଜୟଶ୍ୱାଲ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ । ପାଠାଗାରର ସଭାପତି ସୁଶାନ୍ତ ହରପାଳ, ସଂପାଦକ ପ୍ରଭାସ ହରପାଳଙ୍କ ସହ ସମସ୍ତ କର୍ମକର୍ତ୍ତା
Read More...