Daily Archives

ପ୍ରିୟ ବନ୍ଧୁ ସିଞ୍ଜୋ ଆବେଙ୍କ ଉପରେ ହୋଇଥିବା ଆକ୍ରମଣରେ ଦୁଃଖିତ, ଆମର ପ୍ରାର୍ଥନା ତାଙ୍କ ସହ ଅଛି : ପିଏମ ମୋଦୀ

ନୂଆଦିଲ୍ଲୀ : ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଉପରେ ଗୁଳି ଆକ୍ରମଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଦୁଃଖ ପ୍ରକାଶ କରିଛନ୍ତି । ସେ ଆବେଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି । ସେ ଏକ ଟୁଇଟ୍‌ରେ କହିଛନ୍ତି ଯେ, ମୋର ପ୍ରିୟ ବନ୍ଧୁ ସିଞ୍ଜୋ ଆବେଙ୍କ
Read More...

ୟୁରୋପୀୟ ଦେଶମାନଙ୍କୁ ରୁଷ୍‌ର ଚେତାବନୀ : ଯଦି ୟୁକ୍ରେନକୁ ସମର୍ଥନ କରିବାକୁ ଚାହୁଁଛ, ତେବେ ସିଧାସଳଖ ଯୁଦ୍ଧ କର

ମସ୍କୋ : ଗତ ୪ ମାସ ଧରି ଲଗାତାର ଭାବେ ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ ହେବାର ନାଁ ନେଉନାହିଁ । ଦୁଇ ଦେଶର ସୈନ୍ୟବାହିନୀ ମଧ୍ୟରେ ଘନଘୋର ଯୁଦ୍ଧ ଚାଲିଛି, କିନ୍ତୁ ସେଠାକାର ଲୋକେ ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି । ବିଶେଷକରି ୟୁକ୍ରେନର ଲୋକମାନେ ନାହିଁ ନଥିବା ଯାତନାର ଶିକାର
Read More...

ସାପ କାମୁଡ଼ାରେ ଶିଶୁପୁତ୍ର ମୃତ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ବାରଟୁଣିଆ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଶିଶୁଟି ମାଆ ସହ ଶୋଇଥିବା ବେଳେ ଏକ ବିଷାକ୍ତ ସାପ କାମୁଡିବାରୁ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଶିଶୁ ନରେଶ ଚନ୍ଦ୍ର ମୁଣ୍ଡାଙ୍କ ପୁଅ ଦିବ୍ୟ ରଞ୍ଜନ ମୁଣ୍ଡା ବୋଲି ଜଣାପଡିଛି ।
Read More...

ସ୍ୱାମୀ ବିବେକାନନ୍ଦ ଜାତୀୟ ଥଇଥାନ ଓ ଗବେଷଣା କେନ୍ଦ୍ରରେ ଅକ୍ୟୁପେସନାଲ୍‌ ଥେରାପିଷ୍ଟଙ୍କ କାର୍ଯ୍ୟକାଳ ସରିବା ପରେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାମୀ ବିବେକାନନ୍ଦ ଜାତୀୟ ଥଇଥାନ ଓ ଗବେଷଣା କେନ୍ଦ୍ରରେ ଅକ୍ୟୁପେସନାଲ୍‌ ଥେରାପିଷ୍ଟଙ୍କ କାର୍ଯ୍ୟକାଳ ସରିବା ପରେ ଶିଶୁ ଦିବ୍ୟାଙ୍ଗମାନେ ଚିକିତ୍ସାରୁ ବଞ୍ଚିତ ହେଉଥିବା ଜଣାପଡିଛି । ସୂଚନା ଅନୁସାରେ ନିକଟରେ କାର୍ଯ୍ୟରତ କଣ୍ଟାକ୍ଟଚୁଆଲ୍‌ ଅକ୍ୟୁପେସନାଲ
Read More...

କଳା ସଂସ୍କୃତି ସଂଘର କମିଟି ଗଠନ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ପ୍ରତ୍ୟେକ ଅଞ୍ଚଳରୁ ସମସ୍ତ କଳାକାରମାନଙ୍କୁ ନେଇ ଗତକାଲି ବ୍ଲକ୍ ସଭାଗୃହରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ସାମଲ୍‌ଙ୍କ ସଭାପତିତ୍ୱରେ ସଭା ପରିଚାଳନା
Read More...

ଇଣ୍ଟରନ୍ୟାସନାଲ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ୩ ବର୍ଷୀୟା ରିଷିତା

ଖୋର୍ଦ୍ଧା : ଜଗତ୍‌ସିଂହପୁର ଜିଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଓଳାସ ଗ୍ରାମର ରିଷିତା ରାଜୀବ ବରାଳ(୩ ବର୍ଷ ୩ ମାସ) ଇଣ୍ଟରନ୍ୟାସନାଲ ବୁକ୍‌ ଅଫ୍‌ ରେକର୍ଡସ (ଆଇବିଓଆର)ରେ ଯୋଗ୍ୟତା ହାସଲ କରିଛନ୍ତି । ଆଇବିଓଆର ପକ୍ଷରୁ ରିଷିତାଙ୍କୁ ସୁପର ଟ୍ୟାଲେଣ୍ଟେଡ୍‌ କିଡ୍‌ ଭାବେ ସାର୍ଟିଫିକେଟ ଓ ପଦକ
Read More...

ଆନନ୍ଦବାବାଙ୍କ ଯୌନ-କେଳେଙ୍କାରୀ ଅଭିଯୋଗ କ୍ରମେ ମହିଳା କମିଶନ ଅଧ୍ୟକ୍ଷାଙ୍କ ଅନୁସନ୍ଧାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଭିନ୍ନକ୍ଷମ ସଂଗଠନ 'ସମର୍ଥ'ର ପ୍ରତିଷ୍ଠାତା ଡ଼. କେ.ଆନନ୍ଦ ରାଓଙ୍କ ନାମରେ ଯୌନ-କେଳେଙ୍କାରୀ ଭଳି ଏକ ସଂଘୀନ ଅଭିଯୋଗ ଗତ ୪ ତାରିଖରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କକ୍ଷରେ ଉଠିଥିଲା । ପୀଡିତାଙ୍କୁ ନ୍ୟାୟ ଦେବା ପରିପ୍ରେକ୍ଷୀରେ
Read More...

ଆଜି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ, ଅପରାହ୍ନ ୪ଟାରୁ ଦର୍ଶନ ବନ୍ଦ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ଓ ଶନିବାର ବାହୁଡ଼ା ଯାତ୍ରା । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଉଛି । ହେଲେ ଦର୍ଶନ ସନ୍ଧ୍ୟାରେ ନ ହୋଇ ଅପରାହ୍ନ ୪ଟା ସୁଦ୍ଧା ଶେଷ ହେବ ବୋଲି ପ୍ରଶାସନ ଘୋଷଣା ପକ୍ଷରୁ କରାଯାଇଛି ।
Read More...

ଆଜି ଶପଥ ନେବେ ୩ ରାଜ୍ୟସଭା ଏମ୍‌ପି

ନୂଆଦିଲ୍ଲୀ : ବିଜେଡିର ୩ ଜଣ ନବନିର୍ବାଚିତ ରାଜ୍ୟ ସଭା ଏମ୍‌ପି ଗୃହର ସଦସ୍ୟ ଭାବେ ଶୁକ୍ରବାର ଶପଥ ଗ୍ରହଣ କରିବେ । ସସ୍ମିତ ପାତ୍ର, ମାନସ ରଞ୍ଜନ ମଙ୍ଗରାଜ ଏବଂ ସୁଲତା ଦେଓଙ୍କୁ ରାଜ୍ୟ ସଭା ଅଧ୍ୟକ୍ଷ ଏମ. ଭେଙ୍କିୟା ନାଇଡୁ ଶପଥ ଗ୍ରହଣ କରାଇବେ । ପୂର୍ବାହ୍ନ ୧୧ଟାରେ ରାଜ୍ୟ ସଭା
Read More...

ଏସ୍‌ସିବିରେ ପୁନଃ କାର୍ଯ୍ୟକ୍ଷମ ହେଲା ଫିଭର୍‌ କ୍ଲିନିକ୍

କଟକ : ଏସ୍‌ସିବିରେ ଫିଭର୍‌ କ୍ଲିନିକ୍ ପୁନଃ କାର୍ଯ୍ୟକ୍ଷମ ହୋଇଥିବା ଜଣାପଡିଛି । ପୂର୍ବରୁ ଫିଭର୍‌ କ୍ଲିନିକ ଥିଲା, ହେଲେ ସଂକ୍ରମଣ ହ୍ରାସ ପାଇବା ପରେ ମେଡ଼ିକାଲ କର୍ତ୍ତୃପକ୍ଷ କ୍ଲିନିକ୍‌କୁ ବନ୍ଦ କରି ଦେଇଥିଲେ । ସମ୍ପ୍ରତି ସଂକ୍ରମଣର ସ୍ଥିତିକୁ ଦୃଷ୍ଟିରେ ରଖି ଉକ୍ତ କ୍ଲିନିକକୁ
Read More...