Daily Archives

ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ହସ୍ପିଟାଲକୁ ଇଣ୍ଡୋର ବୃକ୍ଷ ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ୨୦ଟି ଇଣ୍ଡୋର ଗଛ ପ୍ରଦାନ କରାଯାଇଛି । କରୋନା ମହାମାରୀ ସମୟରେ ଘର ପରିସରରେ ଅମ୍ଳଜାନ ପ୍ରଦାନକାରୀ ବୃକ୍ଷ ଗୁଡିକର ଉପାଦେୟତା ଉପରେ ପ୍ରତିପାଦିତ କରାଯାଇଥିଲା । ଏଥିପାଇଁ
Read More...

ଡିବିଟି ଜରିଆରେ ଆପ୍ରେଣ୍ଟିସମାନଙ୍କୁ ମିଳିବ ସିଧାସଳଖ ଆର୍ଥିକ ସହାୟତା

• ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ (ଏମଏସଡିଇ) ପକ୍ଷରୁ ଏନଏପିଏସ ଯୋଜନାର ଶୁଭାରମ୍ଭ• ସ୍କିଲ ଇଣ୍ଡିଆ ଅଧୀନରେ ଆପ୍ରେଣ୍ଟିସସିପ୍କୁ ବ୍ୟାପକ ପ୍ରୋତ୍ସାହନ ମିଳୁଛି : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ, (ପିଆଇବି) : ଦକ୍ଷତା ବିକାଶ ଏବଂ ଉଦ୍ୟମିତା
Read More...

ପ୍ରଧାନ ଶିକ୍ଷକ ବରୁଣ ସୁନାଙ୍କ ଅବସର ଗ୍ରହଣ

ଗ୍ରାମବାସୀଙ୍କ ଉଚ୍ଚସ୍ୱିତ ସମ୍ବର୍ଦ୍ଧନା କଳାହାଣ୍ଡି, (ନରୋତ୍ତମ ସେଲମା) : ପୌରକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବରୁଣ କୁମାର ସୁନା ଶିକ୍ଷକତାରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ବର୍ଣ୍ଣାତ୍ୟ ପରିବେଶ ମଧ୍ୟରେ ବାଦ୍ୟନୃତ୍ୟ ସହ ଗ୍ରାମବାସୀ ତାଙ୍କୁ ଗ୍ରାମ
Read More...

ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫକୁ “ମେକ୍ ଇନ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର” ପକ୍ଷରୁ ନିନ୍ଦା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବଡ଼ ଖବରର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଆକ୍ରୋଶମୂଳକ ଭାବେ ରାତି ଅଧିଆ ଗିରଫ କରିବା ନେଇ "ମେକ୍ ଇନ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର" ଡେଲାଙ୍ଗ ପକ୍ଷରୁ ନିନ୍ଦା କରାଯାଇଛି । ସତ୍ୟ ଖବର ପ୍ରକାଶ କରିବାରୁ ସରକାରଙ୍କ ଇଓଡ଼ବ୍ଲୁ ଜରିଆରେ
Read More...

ପାଟଣାଗଡ ଉପଜିଲ୍ଲାପାଳ ସାଜିଲେ ଶିକ୍ଷକ

ଗୁଣାତ୍ମକ ଶିକ୍ଷା ଆରୋହଣ ସାଙ୍ଗକୁ ଗୁଣାତ୍ମକ ଆଚରଣ ଆବଶ୍ୟକ : ଉପଜିଲ୍ଲାପାଳ ଶ୍ରୀ ସେଠୀ ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ସ୍ଥାନୀୟ ନୋଡାଲ ବିଦ୍ୟାଳୟର ଏକ ସଭାକୁ ଶନିବାର ଦିନ ଉପଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ
Read More...

ଦ୍ୱିତୀୟ ଦିନରେ ମ. ରାମପୁର ରେଞ୍ଜର ୭୩ତମ ବନ ମହୋତ୍ସବ ସପ୍ତାହ ପାଳନ

ଓଡିଶା ଆଦର୍ଶ ବିଦ୍ୟାଳୟ ମଦନପୁର ଓ ଗଏନଦାମୁଣ୍ଡା ବନ ସୁରକ୍ଷା ସମିତିର ବନ ମହୋତ୍ସବ ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅଧିନସ୍ଥ ମ. ରାମପୁର ବନାଞ୍ଚଳର ଗଏନଦାମୁଣ୍ଡା ବନ ସୁରକ୍ଷା ସମିତି ଓ ଓଡିଶା ଆଦର୍ଶ ବିଦ୍ୟାଳୟ
Read More...

ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କ ଉପରେ ଷଡଯନ୍ତ୍ରକୁ ବିରୋଧ କରି ଛତ୍ରପୁର ପ୍ରେସକ୍ଲବ ପକ୍ଷରୁ ରାଜ୍ୟପାଳଙ୍କୁ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶାର ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଷଡଯନ୍ତ୍ର କରି ଦଫା ଲଗାଯାଇ ଗିରଫ କରିବା ଘଟଣାକୁ ଗଞ୍ଜାମ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ବ୍ରହ୍ମପୁରର ବରିଷ୍ଠ ସାମ୍ବାଦିକ ପ୍ରକାଶ ପାଣିଗ୍ରାହୀ ଏହା ଏକ
Read More...

ପୋଷ୍ୟ ସ୍କୁଲରେ ବନମହୋତ୍ସବ ପାଳନ କଲେ ଟ୍ୱିଟର ଗାର୍ଲ ଦୀପା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମରି ଗ୍ରାମର ସ୍ଵେଚ୍ଛାସେବୀ ଦୀପା ବାରିକ ନିଜେ ପଢ଼ିଥିବା ସ୍କୁଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଟେମରିକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରିବେଶ ସମ୍ବନ୍ଧୀୟ ସଚେତନତା
Read More...

ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ ପ୍ରତିବାଦରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବଡ଼ ଖବର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଆକ୍ରୋଶ ମୂଳକ ଭାବେ ରାତି ଅଧିଆ ଗିରଫ କରିବା ଘଟଣାର ପ୍ରତିବାଦରେ ଶନିବାର ଭଞ୍ଜନଗରଠାରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ
Read More...