Monthly Archives

June 2022

ଖେଳକୁ ନେଇ ହଣାକଟା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ସୂର୍ଯ୍ୟନଗର ଦୁର୍ଗାମଣ୍ଡପ ବସ୍ତିରେ ଖେଳକୁ ନେଇ ହଣାକଟା ହୋଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ୨ ଜଣଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖେଳକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହାକୁ ନେଇ ଜଣେ
Read More...

ମର୍ମନ୍ତୁଦ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ୨ ଯୁବକ ମୃତ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା କୁମ୍ଭିକୋଟା ଫାଣ୍ଡି ଅନ୍ତର୍ଗତ ପିଚୁଡି ଗାଁରେ ଅଜଣା ଗାଡ଼ି ଧକ୍କାରେ ୨ ଯୁବକ ମୃତ୍ୟୁ ଝଟିଥିବା ଜଣାପଡିଛି । ୨ ମୃତ ଯୁବକ ପିଚୁଡି ଓ ଉକାପାଡୁ ଗ୍ରାମର ବୋଲି ଜଣାପଡିଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ସୂଚନାନୁଯାୟୀ, କୁମ୍ଭିକୋଟା
Read More...

ଡୁମାଲ ପରିଷଦ ଓଡିଶା ସହରାଞ୍ଚଳ ବଲାଙ୍ଗିରର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶାନ୍ତିପଡା ଦୁର୍ଗାମଣ୍ଡପ ସଭାଗୃହରେ ଡୁମାଲ ପରିଷଦ ଓଡିଶା ସହରାଞ୍ଚଳ ବଲାଙ୍ଗିରର ଏକ କାର୍ଯ୍ୟକାରିଣୀ ବୈଠକ ସଞ୍ଜୟ ମହାକୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମାଲିଆ ଗଡୁଆ ସାଧାରଣ ସଂପାଦକ ପୂର୍ବ ବୈଠକର ବିବରଣୀ ପଠନ କରିଥିଲେ ଯାହାକି
Read More...

ଶାଗୁଆନ କାଠ ଜବତ : ଅଭିଯୁକ୍ତ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଏମ୍‌.ଭି.୧୯ ଗ୍ରାମର ବଳରାମ ହିଆଲଙ୍କ ଘରୁ ଏହି ଶାଗୁଆନ କାଠ ଜବତ ହୋଇଥିବା ଜଣାପଡିଛି । ଅଭିଯୁକ୍ତଙ୍କୁ ବନ ବିଭାଗ ଗିରଫ କରିଛି । ସୂଚନାନୁଯାୟୀ, ଏମ୍‌.ଭି.୧୯ ଗ୍ରାମର ବଳରାମ ହିଆଲଙ୍କ ଘରେ ଚୋରା କାଠ ରହିଥିବା ନେଇ ବନ ବିଭାଗକୁ ସୂଚନା ମିଳିଥିଲା ।
Read More...

ଜମି ବିବାଦକୁ ନେଇ ଗୁଳିକାଣ୍ଡ, ୧ ଗୁରୁତର

ଖଲ୍ଲିକୋଟ : ଜମି ବିବାଦକୁ ନେଇ ଗୁଳିକାଣ୍ଡ ଝଟି ଜଣେ ଗୁରୁତର ଥିବା ଜଣାପଡିଛି । ଖଲ୍ଲିକୋଟ ଥାନା ଭିକାପଡରେ ଜମିଜମାକୁ ନେଇ ଗୁଳିମାଡ଼ରେ ଜଣେ ଗୁରୁତର ହୋଇଛନ୍ତି । ଗୁଳିମାଡ଼ର ଶିକାର ହୋଇଥିବା ବ୍ୟକ୍ତି ଜଣକ ଭିକାପଡାର ବିରେନ ଦଲେଇ ବୋଲି ଜଣାପଡିଛି । ଜମିଜମାକୁ ନେଇ ବିରେନଙ୍କ
Read More...

ଯୁବତୀଙ୍କୁ ଭୟଭୀତ କରିବା ଅଭିଯୋଗରେ ଯୁବକ ଗିରଫ

ଉଦଳା : ଯୁବତୀଙ୍କୁ ଭୟଭୀତ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି । ଯୁବକ ଜଣକ ହେଲେ ନଛିପୁର ଗ୍ରାମର କାଳିଆ ସେନାପତି । ସୂଚନା ଅନୁସାରେ ନଛିପୁର ଗ୍ରାମର ପୂଜା ସିଂଙ୍କ ଝିଅ ଏବଂ ଭଉଣୀ ଗ୍ରାମ ନିକଟରେ ଏକ ଗଛ ମୂଳରେ ଛିଡା ହୋଇ କୋଳି ଖାଉଥିଲେ । ଏହି ସମୟରେ
Read More...

ଆସାମରେ ବର୍ଷା ଓ ଭୂସ୍ଖଳନ ଯୋଗୁଁ ସ୍ଥିତି ଅସଂଭାଳ, ୧୮ ଟି ଜିଲ୍ଲାରେ ପ୍ରାୟ ୭୪ ହଜାର ଲୋକ ପ୍ରଭାବିତ ହୋଇଛନ୍ତି,…

ଦିଶପୁର : ଦେଶର ଆସାମ ରାଜ୍ୟ ପୁଣି ଥରେ ବନ୍ୟା ପରିସ୍ଥିତିକୁ ସାମ୍‌ନା କରିଛି । ଏଥର ପ୍ରବଳ ବର୍ଷା ସହିତ ଭୂସ୍ଖଳନ ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି । ଗତ ତିନି ଦିନ ଧରି ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହେତୁ ରାଜ୍ୟରେ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ଆସାମରେ ପ୍ରବଳ
Read More...

କୃଷି ବୀମା ପ୍ରଦାନ ଦାବୀରେ ଟିକ୍ରାପଡା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଘେରାଉ ଓ ଧାରଣା 

ସଇଁତଲା, (ପ୍ରମୋଦ ସେଲମା) : ଗତ ୨୦୧୮ ମସିହାରେ ଖରିଫ ଫସଲ କୃଷିବୀମା ପ୍ରଦାନ ଦାବୀ ନେଇ ଭାରତୀୟ କିଷାନ ସଂଘ ସଇଁତଲା ବ୍ଲକ ଶାଖା ଆନୁକୂଲ୍ୟରେ ଗୁରୁବାର ଟିକ୍ରାପଡା ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଘେରାଉ କରିବା ସହ ଧାରଣା ଦିଆଯାଇଥିଲା । ସଂଘର ଜିଲ୍ଲା କମିଟି ସଦସ୍ୟ ମୋହନ ନାଏକ
Read More...

ପୋଖରୀରେ ବୁଡିଯାଇ ନାବାଳିକା ମୃତ

ଚଣ୍ଡିଖୋଲ : ପୋଖରୀରେ ବୁଡିଯାଇ ନାବାଳିକା ମୃତ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଆରୁହା ଗ୍ରାମରେ ପୋଖରୀରେ ବୁଡିଯାଇ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଆରୁହା ଗ୍ରାମର ସୁଦାମ ସେଠିଙ୍କ ଝିଅ ସାଙ୍ଗମାନଙ୍କ ସହ ଗ୍ରାମରେ ଥିବା ଏକ ପୋଖରୀକୁ ଗାଧୋଉଥିଲେ । ଗାଧୋଉଥିବା ସମୟରେ ଗୋଡ
Read More...

ରଥଯାତ୍ରା ପ୍ରସ୍ତୁତି ନେଇ ପୋଲିସ ପକ୍ଷରୁ ସମୀକ୍ଷା ବୈଠକ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ରଥଯାତ୍ରା ପ୍ରସ୍ତୁତି ନେଇ ପୋଲିସ ପକ୍ଷରୁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଇନଶୃଙ୍ଖଳା ଅତିରିକ୍ତ ଡିଜି ରାଧାକୃଷ୍ଣ ଶର୍ମାଙ୍କ ଅଧ୍ୟକ୍ଷତାରେ ଏସପିଙ୍କ କାର୍ୟ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ରଥଯାତ୍ରା ପ୍ରସ୍ତୁତି ନେଇ ସମୀକ୍ଷା
Read More...