Monthly Archives

June 2022

ରାଷ୍ଟ୍ରପତି ନିର୍ବାଚନ, ୨୦୨୨ ପାଇଁ ବିଜ୍ଞପ୍ତି ପ୍ରକାଶ

ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ନିର୍ବାଚନ, ୨୦୨୨ ପାଇଁ ଭାରତର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ୧୫ ଜୁନ, ୨୦୨୨ରେ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇଛି । ନିମ୍ନ କାର୍ଯ୍ୟସୂଚୀ ଅନୁଯାୟୀ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ :୧). ଜୁନ, ୨୯, ୨୦୨୨, ପ୍ରାର୍ଥୀପତ୍ର ଦାଖଲର ଶେଷ
Read More...

ଗ୍ରାମକୁ ବିଦ୍ୟୁତ୍ ସଂଯୋଗ ଦାବୀରେ ରାଜରାସ୍ତା ଅବରୋଧ କଲେ ଗ୍ରାମବାସୀ

ଉଦଳା : ଗ୍ରାମକୁ ବିଦ୍ୟୁତ୍ ସଂଯୋଗ ଦାବୀରେ କପ୍ତିପଦା ବ୍ଲକ ଶାଳଚୁଆ ପଞ୍ଚାୟତର ସାଗରସାହି ଗ୍ରାମବାସୀମାନେ ଉଦଳା-ଭୁବନେଶ୍ଵର ରାଜ୍ୟ ରାଜପଥର ରଣାପୋଷି ପୋଲ ନିକଟରେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସୂଚନାନୁଯାୟୀ, କପ୍ତିପଦା ବ୍ଲକ ଶାଳଚୁଆ
Read More...

ଓଲଟପୁର ସ୍ଥିତ ନିରତାର୍‌ ଅସ୍ଥି ଚିକିତ୍ସା ପ୍ରତିଷ୍ଠାନରେ ଉନ୍ନୟନ କମିଶନର ଏବଂ ୫ଟି ସେକ୍ରେଟାରୀଙ୍କ ସ୍ଥିତି…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଲଟପୁର ସ୍ଥିତ ନିରତାର୍‌ ଅସ୍ଥି ଚିକିତ୍ସା ପ୍ରତିଷ୍ଠାନରେ ରୋଗୀମାନେ ଯେପରି ସୁବିଧାରେ ସ୍ୱାସ୍ଥ୍ୟ ସେବାର ସୁଯୋଗ ପାଇପାରିବେ, ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଉନ୍ନୟନ କମିଶନର ପ୍ରଦୀପ ଜେନା ଏବଂ ୫ଟି ସେକ୍ରେଟାରୀ ଭି କେ ପାଣ୍ଡିଆନ
Read More...

ଭାରତୀୟ ଉପକୂଳରେ ରୋ-ରୋ ଏବଂ ରୋ-ପ୍ୟାକ୍ସ ଫେରୀ ସେବା ପରିଚାଳନା ପାଇଁ ଜାରି ହେଲା ଚିଠା ମାର୍ଗଦର୍ଶିକା

• ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ରୋ-ରୋ ଫେରୀ ଏବଂ ଜଳମାର୍ଗ ପରିବହନକୁ ମିଳିବ ପ୍ରୋତ୍ସାହନ• ଓଡ଼ିଶାର ଦୁଇଟି ସ୍ଥାନ ସମେତ ଦେଶର ୪୫ଟି ରୋ-ରୋ ଫେରୀ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ସହାୟତା ଯୋଗାଇ ଦେଉଛନ୍ତି କେନ୍ଦ୍ର ସରକାର ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାରଙ୍କ ବନ୍ଦର,
Read More...

ଆଶିଷ ଈଶ୍ୱର ପାଟିଲ କନ୍ଧମାଳର ନୂତନ ଜିଲାପାଳ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଆଶିଷ ଈଶ୍ୱର ପାଟିଲ କନ୍ଧମାଳର ନୂତନ ଜିଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିବେ । ସେ ବର୍ତ୍ତମାନ ବାଲେଶ୍ୱର ଉପଜିଲାପାଳ ଓ ବାଲେଶ୍ୱର ମୁନିସିପାଲିଟି ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ । ଗୁରୁବାର ଶ୍ରୀ ପାଟିଲଙ୍କୁ ସରକାର କନ୍ଧମାଳ
Read More...

ବର୍ତ୍ତମାନର ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ : ନୂଆ ଯୋଗଦେବେ ଓଡ଼ିଆ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା

ଦୀର୍ଘବର୍ଷର ବ୍ୟବଧାନ ପରେ ଗଞ୍ଜାମକୁ ପୁଣି ଓଡ଼ିଆ ଜିଲ୍ଲାପାଳ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦୀର୍ଘବର୍ଷର ବ୍ୟବଧାନ ପରେ ଗଞ୍ଜାମକୁ ପୁଣି ଜଣେ ଓଡ଼ିଆ ଜିଲ୍ଲାପାଳଙ୍କ ନିଯୁକ୍ତି ପ୍ରସଙ୍ଗ ଶୁଣି ଗଞ୍ଜାମ ଜିଲ୍ଲାରେ ତଥା ଛତ୍ରପୁର ସହରରେ ଖୁସିର ଲହରୀ ଖେଳିଯାଇଛି । ଗଞ୍ଜାମ
Read More...

ବଟେଶ୍ୱର ବେଳାଭୂମି, ରଜ ପାଇଁ ପ୍ରବଳ ଭିଡ଼, ଭୋଜିଭାତ ଆସର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲା କଣ୍ଟିଆଗଡ଼ ଗ୍ରାମ ଠାରୁ କିଛି ଦୂରରେ ପ୍ରସିଦ୍ଧ ବାବା ବଟେଶ୍ୱର ଶୈବପୀଠ ଅବସ୍ଥିତ । ଝାଉଁ ବଣ ଜଙ୍ଗଲ ମଧ୍ୟରେ ଥିବା ଏହି ମନ୍ଦିରଠୁ ଅଳ୍ପ ଦୂରରେ ବଟେଶ୍ୱର ସମୁଦ୍ର ବେଳାଭୂମି । ଭକ୍ତମାନେ ଲମ୍ବା ଧାଡିରେ ଠାକୁର ଦର୍ଶନ କରିଥିଲେ ।
Read More...

୨୦ ଜୁନରୁ ଗାଇସିଲେଟ ବ୍ଲକର ସରକାରୀ କଳକୁ ଅଚଳ କରିବେ ଚାଷୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର କୃଷକ ସଂଗଠନ ଗାଇସିଲେଟ ବ୍ଲକର ଗାଇସିଲେଟ ସାପ୍ତାହିକ ବଜାର ପ୍ରାଙ୍ଗଣ ଠାରେ ସଭାପତି ଅରବିନ୍ଦ ପଣ୍ଡାଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଗତ ୨୦୨୧ ଖରିଫ ଋତୁରେ ଯେଭଳି ଭାବରେ ମରୁଡି ହୋଇଥିଲା, ତାହା ଚାଷୀ
Read More...

ଶ୍ରୀଧର ସ୍ମୃତି ଜ୍ଞାନ ବିକାଶ କେନ୍ଦ୍ର ମାସିକ ସାହିତ୍ୟ ସମାରୋହ ଓ କବିତା ପାଠୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଶ୍ରୀଧର ସ୍ମୃତି ଜ୍ଞାନ ବିକାଶ କେନ୍ଦ୍ରର ମାସିକ ସାହିତ୍ୟ ସମାରୋହ ଓ କବିତା ପାଠୋତ୍ସବ ଜେଲ ରୋଡ ସ୍ଥିତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ପ୍ରଫେସର ଭବେଶ ଚନ୍ଦ୍ର ସାହୁଙ୍କ ସଭପତିତ୍ୱ ଓ
Read More...

ପାଟଣେଶ୍ୱରୀ ମନ୍ଦିର ମରାମତି ପ୍ରସଙ୍ଗ

ସମ୍ପୂର୍ଣ୍ଣ ତଥ୍ୟ ସହ ଜିଲ୍ଲାପ୍ରଶାସକୁ ନିବେଦନ କଲେ ପୂଜକ ବଲାଙ୍ଗିର, (ଦେବାଶିଷ ମିଶ୍ର) : ପାଟଣେଶ୍ୱରୀ ମନ୍ଦିର ମରାମତି ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନ ତଥା ଦେବୋତ୍ତୋର ବିଭାଗ ମନ୍ଦିର ପୂଜକଙ୍କୁ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ ପାଇଁ କହିଥିଲେ । ଏ ସମ୍ବନ୍ଧରେ ପୂଜକ ମଳୟ ଦିଶରୀ ଆଜି
Read More...