Monthly Archives

June 2022

ନକଲି ସିମେଣ୍ଟ କାରଖାନା ଠାବ

କଳିଙ୍ଗନଗର : ନକଲି ସିମେଣ୍ଟ କାରଖାନା ଠାବ କରାଯାଇଥିବା ସୂଚନା ମିଳିଛି । ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ ଗୋଲଗାଁ ନିକଟରେ ଏକ ନକଲି ସିମେଣ୍ଟ କାରଖାନାକୁ ପୋଲିସ ଗୁରୁବାର ରାତିରେ ଠାବ କରିଛି । ଏଥିସହିତ ଘଟଣାସ୍ଥଳରୁ ପାଖାପାଖି ୨୦୦ ବସ୍ତାରୁ ଊର୍ଦ୍ଧ୍ୱ ସିମେଣ୍ଟ ବସ୍ତା
Read More...

ଚକ୍ଷୁଦାନ ମହତଦାନ : ମୃତ୍ୟୁପରେ ଧର୍ମପରାୟଣା ବୃଦ୍ଧା ମାନସୀ ପଟ୍ଟନାୟକଙ୍କ ଚକ୍ଷୁଦାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବାରାକ୍ ସାହିସ୍ଥ ଓକିଲ ସ୍ୱର୍ଗତ ଅଭିରାମ ପଟ୍ଟନାୟକଙ୍କ ସହଧର୍ମିଣୀ ଧର୍ମପରାୟଣା ମାନସୀ ପଟ୍ଟନାୟକ (୮୫)ଙ୍କର ଗତ ଗୁରୁବାର ପରଲୋକ ହୋଇଯାଇଛି । ମୃତ୍ୟଶଯ୍ୟା ନିକଟରେ ପୁତ୍ର, ବଧୂ, ଝିଅ, ଜ୍ୱାଇଁ, ନାତିନାତୁଣୀ ଉପସ୍ଥିତ ଥିଲେ ।
Read More...

ସଡକ ସୁରକ୍ଷା ନିମନ୍ତେ ସଚେତନତା କାର୍ଯ୍ୟକ୍ରମ

ବେଗୁନିଆ : ସଡକ ସୁରକ୍ଷା ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବେଗୁନିଆ ପୋଲିସ ପକ୍ଷରୁ ଟୀକାତାଳଠାରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଥାନା ଅଧିକାରୀ ଲଷ୍ମୀ ପ୍ରସାଦ ଶତପଥୀ, ଏସଆଇ ଗାୟତ୍ରୀ ଗୋଛାୟତ, ଉମାକାନ୍ତ ବେହେରା ଏବଂ ଏଏସଆଇ ସରୋଜ କୁମାର
Read More...

ଭାରତୀୟ ଷ୍ଟେଟ ବ୍ୟାଙ୍କ ପରିବାର ତରଫରୁ ରାଷ୍ଟ୍ରପତି ପ୍ରାର୍ଥିନୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସହିତ ସୌଜନ୍ୟମୂଳକ…

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ବର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ଚନ୍ଦ୍ର ଶେଖର ଶର୍ମା ଭାରତର ରାଷ୍ଟ୍ରପତି ପ୍ରାର୍ଥିନୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସହିତ ଭୁବନେଶ୍ବର ସ୍ଥିତ ଏମସିଏଲ ଗେସ୍ଟ ହାଉସରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଭାରତୀୟ ଷ୍ଟେଟ
Read More...

ଲକ୍ଷାଧିକ ଟଙ୍କାର ଶାଳଗଣ୍ଡି ଜବତ କଲା ବନ ବିଭାଗ

ପାଟଣା : ବନବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କାର ଶାଳଗଣ୍ଡି ଜବତ ହୋଇଥିବା ଜଣାପଡିଛି । କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ସାହାରପଡା କ୍ଷେତ୍ର ମାଛଗଡ଼ ଖଣ୍ଡ ଅନ୍ତର୍ଗତ ହରିଡାଗୋଠ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗତକାଲି ବନ ବିଭାଗ ଅତର୍କିତ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ଶାଳଗଣ୍ଡି ଜବତ କରିଛି
Read More...

ସାହିତ୍ୟ ଅକାଡେମୀ ଅନୁବାଦ ପୁରସ୍କାର ପାଇଁ ଓଡ଼ିଶାରୁ ଗୌରହରି, ଦମୟନ୍ତୀ ମନୋନୀତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସାହିତ୍ୟ ଅକାଡେମୀ ଅନୁବାଦ ପୁରସ୍କାର ପାଇଁ ଓଡ଼ିଶାରୁ ବିଶିଷ୍ଟ କଥାକାର ଡ. ଗୌରହରି ଦାସ ଓ ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରାଙ୍କୁ ୨୦୨୧ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ପ୍ରଦାନ କରାଯିବ । ଅନୁବାଦ ନିମନ୍ତେ ଓଡ଼ିଶାରୁ ଦୁଇ ସାରସ୍ବତ
Read More...

ବ୍ରହ୍ମାକୁମାରୀ ସଂସ୍ଥାନ ପକ୍ଷରୁ ଜଗଦମ୍ବା ସରସ୍ୱତୀଙ୍କ ୫୭ ତମ ସ୍ମୃତିଚାରଣ ଦିବସ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ଆନୁକୂଲ୍ୟରେ ଜଗଦମ୍ଵା ସରସ୍ୱତୀଙ୍କ ୫୭ ତମ ସ୍ମୃତିଚାରଣ ଦିବସ ପାଳିତ ହୋଇଯାଇଛି । ଏଠାରେ ସ୍ମରଣଯୋଗ୍ୟ ଯେ,୧୯୩୭ ମସିହାରେ ରାଜସ୍ଥାନର ମାଉଣ୍ଟଆବୁ ମୁଖ୍ୟ କାର୍ଯ୍ୟାଳୟରେ
Read More...

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମୀକ୍ଷା ବୈଠକ

ଜିଲ୍ଲାର ସମସ୍ତ ଗାଁରେ ବୃକ୍ଷ ରୋପଣ, ଅଙ୍ଗନାବାଡ଼ି କେନ୍ଦ୍ର, ଜୀବିକା ମିଶନ ଆଦି ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ହେଡ଼କ୍ୱାଟର ଛତ୍ରପୁର ଡ଼ିଆରଡିଏ କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ୍ ହଲ୍ ସମ୍ମିଳନୀ କକ୍ଷରେ ଜିଲ୍ଲା
Read More...

ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ୧୯୯୩ରୁ ୨୦୨୨ ଦୀର୍ଘ ୩୦ ବର୍ଷର ଶିକ୍ଷକତା କରି ସହସ୍ରାଧିକ ଛାତ୍ରଙ୍କ ଭବିଷ୍ୟତ ଗଢିଥିବା ଜଣେ ନୁହେଁ, ଏହି ବର୍ଗର ଶିକ୍ଷକମାନେ ବିନା ଭବିଷ୍ୟ ସୁରକ୍ଷାରେ ଅବସର ଗ୍ରହଣ କରିଛନ୍ତି । ଡେଲାଙ୍ଗ ପଂଚାୟତ ସମିତି ଅଧୀନସ୍ଥ ପଂଚାୟତ ଉଚ୍ଚ ବିଦ୍ୟାଳୟ,
Read More...

ଅଗ୍ନିପଥ ଯୋଜନା ବାତିଲରେ ପ୍ରତିବାଦ ବିକ୍ଷୋଭ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଅଗ୍ନିପଥ ଯୋଜନା ବାତିଲର ପ୍ରତିବାଦରେ ଆଜି ଜୟ କିଷାନ ଆନ୍ଦୋଳନ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ବରଗଡ଼ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ (ଗାନ୍ଧୀ ଛକରେ) ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଲିଙ୍ଗରାଜଙ୍କ ନେତୃତ୍ୱରେ ସଭ୍ୟମାନେ ବିଭିନ୍ନ ସ୍ଲୋଗାନ
Read More...