Monthly Archives

June 2022

କନ୍ଧମାଳ ଜିଲ୍ଲା ବିଜେପି ତରଫରୁ କଳା ଦିବସ ପାଳନ

କନ୍ଧମାଳ, (କେପିଏନ୍‌ଏସ୍‌) : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ଠାକୁରାଣୀ ଯାତ୍ରା କାର୍ଯ୍ୟାଳୟ ଠାରେ ଜିଲ୍ଲା ବିଜେପି ଦଳ ପକ୍ଷରୁ କଳା ଦିବସ ପାଳନ ପୂର୍ବକ ଏକ ବୈଠକ ଆୟୋଜିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ସଂଯୋଜକ ଭାବେ ଦେବ ନାରାୟଣ ପ୍ରଧାନ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ
Read More...

ଶୃଙ୍ଖଳିତ ରଥଯାତ୍ରାକୁ ନେଇ ଗଜପତି ମହାରାଜାଙ୍କ ଗୁରୁତ୍ୱାରୋପ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଶୃଙ୍ଖଳିତ ରଥଯାତ୍ରାକୁ ନେଇ ଗଜପତି ମହାରାଜାଙ୍କ ଗୁରୁତ୍ୱାରୋପ କରିଛନ୍ତି । ସ୍କନ୍ଧ ପୁରାଣ, ପୁରୁଷୋତ୍ତମ ମାହାତ୍ମ୍ୟ ଓ ରେକର୍ଡ ଅଫ ରାଇଟ ଅନୁସାରେ ମହାପ୍ରଭୁଙ୍କ ପ୍ରଚାର, ପ୍ରସାର ହେଉ । ଦୀର୍ଘ ୨ ବର୍ଷ ପରେ ଭକ୍ତଙ୍କ ଗହଣରେ ହେବ ରଥଯାତ୍ରା ।
Read More...

ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଛାତ୍ର ମୃତ, ଛାତ୍ରୀ ଗୁରୁତର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର- ଚନ୍ଦକା ପଥରଗାଡ଼ିଆ ରାସ୍ତାରେ ବିଦ୍ୟୁତ ଖୁଣ୍ଟରେ ବାଇକ ପିଟି ହୋଇଯିବାରୁ ଛାତ୍ରର ମୃତ୍ୟୁ ହୋଇଥିବା ବେଳେ ଛାତ୍ରୀ ଗୁରୁତର ହୋଇଥିବା ଜଣାପଡିଛି । ଉଭୟ ଛାତ୍ର ଛାତ୍ରୀ ଏକ ଘରୋଇ ସ୍କୁଲରେ ପାଠ ପଢୁଥିବା ଜଣାପଡିଛି । ସୂଚନା ଅନୁସାରେ
Read More...

ଗୌରାଙ୍ଗପାଟଣା ପ୍ରାଥମିକ ବିଦ୍ୟାଳୟରେ ଶିଶୁ ଲେଖକ କର୍ମଶାଳା ଆୟୋଜିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ୍ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ତରଫରୁ ଭାଷା ଓ ସାହିତ୍ୟକୁ ନେଇ ପଠନ, ଆବୃତ୍ତି ଓ ଲିଖନ, ବିଦ୍ୟାଳୟ ସ୍ତରୀୟ ଶିଶୁ ଲେଖକ କର୍ମଶାଳା ଆୟୋଜିତ ହୋଇଯାଇଛି । ସାନରାମଚନ୍ଦ୍ରପୁର କ୍ଲଷ୍ଟର ଅନ୍ତର୍ଗତ ଗୌରାଙ୍ଗପାଟଣା ପ୍ରାଥମିକ ବିଦ୍ୟାଳୟରେ
Read More...

ରାସ୍ତାପାର୍ଶ୍ୱ ଗାର୍ଡରେ ପିଟିହୋଇ ଚାଲିଗଲା ଜୀବନ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଜାତୀୟ ରାଜପଥ ବାଲିଗୁଡ଼ା ଥାନାଠାରୁ ମାତ୍ର ୪ କି.ମି. ଦୂର ଏକ ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଗାର୍ଡରେ ପିଟି ହୋଇଯିବାରୁ ଜଣଙ୍କ ଜୀବନ ଯାଇଛି । ମୃତକ ଜଣକ ହେଲେ ରଜିଆ ପଣ୍ଡା । ଖବର ପାଇ ପୋଲିସ ଘଟଣାସ୍ଥଳରେ
Read More...

ଦନ୍ତା ବାର୍‌ହା ଆକ୍ରମଣରେ ୩ ଗୁରୁତର

ନର୍ଲା : ଦନ୍ତା ବାର୍‌ହା ଆକ୍ରମଣରେ ୩ ଜଣ ଗୁରୁତର ଥିବା ଜଣାପଡିଛି । ସୂଚନା ଅନୁସାରେ ନର୍ଲା ବ୍ଲକ୍ ଅନ୍ତର୍ଗତ ଉଲିକୁପା ଗ୍ରାମର ନିକଟସ୍ଥ ମେଦାଖୋଲା ଜଙ୍ଗଲରୁ ଏକ ଦନ୍ତା ବାର୍‌ହା ଆଜି ବିଲରେ ଚାଷ କରୁଥିବା ସମୟରେ ହଠାତ ସେଠାକୁ ଚାଲି ଆସିଥିଲା । ସେଠାରେ ଚାଷ କରୁଥିବା ସହଦେବ
Read More...

୫ଟି ସ୍କୁଲର ଶିକ୍ଷକମାନଙ୍କର ନେତୃତ୍ୱ ଓ ଡିଜିଟାଲ କୌଶଳ ବିକାଶ ପ୍ରଶିକ୍ଷଣ ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ୫ଟି ସ୍କୁଲର ପ୍ରଧାନ ଶିକ୍ଷକ ଓ ଶିକ୍ଷକମାନଙ୍କର ନେତୃତ୍ୱ ଓ ଡିଜିଟାଲ କୌଶଳର ବିକାଶ ନିମିତ୍ତ ଏକ ପ୍ରଶିକ୍ଷଣ ଶିବିର ଯାହାକି ୫ଟି ସ୍କୁଲ ଗୁଡ଼ିକର ପରିଚାଳନା ପାଇଁ ଅତ୍ୟନ୍ତ ଆବଶ୍ୟକ ଅଟେ । ବରଗଡ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତଥା ବରଗଡ
Read More...

ବୁଦେଲପାଲିରେ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ ଜିଲ୍ଲା କଳାପାଣି ପଞ୍ଚାୟତ ଅନ୍ତର୍ଗତ ବୁଦେଲପାଲି ଗାଁରେ ଆଜି ବୀର ସୁଭାଷ ଯୁବକ ସଂଘ ପକ୍ଷରୁ ଏକ ରକ୍ତଦାନ ଶିବିରର ଆୟୋଜନ ହୋଇଯାଇଛି । ଏହି ଶିବିରକୁ ବରଗଡ ଥାନା ଅଧିକାରୀ ସଦାନନ୍ଦ ପୂଜାରୀ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଡ଼.
Read More...

ନିଖୋଜ ଯୁବକଙ୍କ ଆତ୍ମହତ୍ୟା, ମୃତଦେହ ଉଦ୍ଧାର କଲା ପୁଲିସ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ କୁଣ୍ଡାପୁଟ ଗ୍ରାମର ଜୈନେକ ଯୁବକ ନିଖୋଜ ହୋଇଯାଇଥିବା ବେଳେ ତାଙ୍କ ମୃତଦେହ ଗୋଖରକୁଦା ଗ୍ରାମ ନିକଟସ୍ଥ ଏକ ଝାଉଁ ଜଙ୍ଗଲରୁ ପୁଲିସ ଉଦ୍ଧାର କରିଥିବା ଜଣାପଡିଛି । ମିଳିଥିବା ଖବର ଅନୁସାରେ କୁଣ୍ଡାପୁଟ ଗ୍ରାମର ସୋମନାଥ ରେଡି(୨୨)
Read More...

ପୋଲିସ ଓ ଦୁର୍ବୃତ୍ତଙ୍କ ମଧ୍ୟରେ ଗୁଳି ବିନିମୟ : ୧ ଆହତ, ୨ ଗିରଫ

ବଣାଇ : ବଣାଇ ଉପଖଣ୍ଡର ଚାନ୍ଦିପୋଷ ଥାନା ଅନ୍ତର୍ଗତ ମୁଣ୍ଡାସାହି ନିକଟରେ ପୁଲିସ ଓ ଦୁର୍ବୃତ୍ତଙ୍କ ମଧ୍ୟରେ ଗୁଳି ବିନିମୟରେ ଜଣେ ଦୁର୍ବୃତ୍ତ ଆହତ ହୋଇଥିବା ବେଳେ ଅନ୍ୟ ଦୁଇ ଗିରଫ ହୋଇଥିବା ଜଣାପଡିଛି ।ଆହତ ହୋଇଥିବା ଦୁର୍ବୁତ୍ତଙ୍କ ନାମ ବିଶ୍ବଜିତ ସାହୁ ଓ ତାହାର ବାମ ଗୋଡ଼ରେ ଗୁଳି
Read More...