Monthly Archives

June 2022

୨୫୧କୁଣ୍ଡିୟ ଗାୟତ୍ରୀ ଯଜ୍ଞ ପାଇଁ ସିନାପାଲି ନଗରସ୍ତରୀୟ ପ୍ରସ୍ତୁତି ସଭା

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ଠାରେ ହେବାକୁ ଥିବା ଗୌରବମୟ ୨୫୧କୁଣ୍ତିୟ ଗାୟତ୍ରୀ ମହାଯଜ୍ଞ ନିମନ୍ତେ ସିନାପାଲି ନଗରସ୍ତରୀୟ ପ୍ରସ୍ତୁତି ସଭା ସ୍ଥାନୀୟ ଶକ୍ତିପୀଠ ପରିସରରେ ସଭାପତି ଶଶିଶେଖର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ଅତିଥି
Read More...

ରନ୍ଧାମଦ ସହ ବାଇକ୍ ଜବତ : ଅଭିଯୁକ୍ତକୁ କୋର୍ଟ ଚାଲାଣ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ଅବକାରୀ ବିଭାଗ ପକ୍ଷରୁ ଚଢାଉ ବେଳେ ଆଜି ରନ୍ଧାମଦ ସହ ବାଇକ୍ ଜବତ ହୋଇଛି । ଏହା ସହିତ ଜଣେ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି । ମ. ରାମପୁର ଥାନା ଅନ୍ତର୍ଗତ ସିରାବାହାଲ ଗ୍ରାମର ମଗସିର ବାଗ ୨୦ ଲିଟର ବେଆଇନ୍ ରନ୍ଧାମଦ ନେଇ
Read More...

ଶ୍ରମଜୀବୀ ବିକାଶ ମଞ୍ଚ ପକ୍ଷରୁ ପ୍ରଶିକ୍ଷଣ ଶିବିର

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଚଟିଆଗୁଡା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନୂଆପଡା ଜିଲ୍ଲାରେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଶ୍ରମଜୀବୀ ବିକାଶ ମଞ୍ଚ, ଲୋକ ସଂଗଠନ ତରଫରୁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଗତ ୨୬ ତାରିଖରେ
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ମରାମତି ହେଲା ବିନଦଜନକ ସ୍ଥିତିରେ ଥିବା ରାସ୍ତାକଡର ସିଙ୍ଗିନାଲ ଖୁଣ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏକ ସିଙ୍ଗିନାଲ ଖୁଣ୍ଟ ବିପଦଜନକ ଅବସ୍ଥାରେ ରହିଥିବା ବେଳେ ଏ ସମ୍ପର୍କରେ ‘କୋଶଳ ପ୍ରବାହ’ରେ କିଛିଦିନ ତଳେ ଖବର ପ୍ରକାଶିତ ହୋଇଥିଲା । ତେବେ ଏ କ୍ଷେତ୍ରରେ ‘କୋଶଳ ପ୍ରବାହ’ର ପ୍ରଭାବ ଦେଖିବାକୁ ମିଳିଛି । ଆଜି
Read More...

ବାପ ଛେଉଣ୍ଡ ପିଲାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କମେଇମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କମେଇମୁଣ୍ଡା ଗାଁରେ ପୃଥକ ୩ ଟି ପରିବାରର ୧୧ ଜଣ ବାପ ଛେଉଣ୍ଡ ପିଲାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି । ସୂଚନା ଅନୁସାରେ ଆଦିବାସୀ ସମ୍ପ୍ରଦାୟର ଧନମତି
Read More...

ବିଜେଡି ଯୁବନେତା ରାଜୁ ପଣ୍ଡା ଦେଉଳପଦର ପେକ୍ସର ସଭାପତି ଭାବେ ନିର୍ବାଚିତ

ସୋନପୁର, (କେପିଏନ୍‌ଏସ୍‌) : ବଲାଙ୍ଗିର ସମବାୟ ଉପନିବନ୍ଧକଙ୍କ ଅଧିନରେ ରହିଥିବା ସୋନପୁର ଜିଲ୍ଲାର ଦେଉଳପଦର ପେକ୍ସର ନିର୍ବାଚନରେ ଯୁବନେତା ରାଜେନ୍ଦ୍ର ପଣ୍ଡା(ରାଜୁ) ବାଜିମାତ କରିଛନ୍ତି । ସେ ମୋଟ୍‌ ୧୫ଜଣ ନିର୍ଦ୍ଦେଶକଙ୍କ ମଧ୍ୟରୁ ୧୩ଜଣଙ୍କ ସମର୍ଥନ ହାସଲ କରି ନିଦ୍ୱର୍ନ୍ଦରେ ସଭାପତି
Read More...

ସଡକ ଦୁର୍ଘଟଣା, ୨ ଗୁରୁତର

ଭଦ୍ରକ : ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ରାହାଞ୍ଜ ଛକ ନିକଟରେ ମାଲ୍ ବୋଝେଇ ପିକଅପ୍‌କୁ ପଛପଟୁ ପିଟିଲା ଆମ୍ବୁଲାନ୍ସ । ଏହି ଦୁର୍ଘଟଣାରେ ଆମ୍ଵୁଲାନ୍ସର ୨ ଜଣ କର୍ମଚାରୀ ଗୁରୁତର ହୋଇଥିବା ଜଣାପଡିଛି । ସୂଚନାନୁଯାୟୀ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ରାହାଞ୍ଜ ଛକ
Read More...

ଦନ୍ତା ହାତୀର ଆକ୍ରମଣରେ ବୃଦ୍ଧ ମୃତ

ଢେଙ୍କାନାଳ : ଢେଙ୍କାନାଳ ବନଖଣ୍ଡରେ ଦନ୍ତା ହାତୀର ଆକ୍ରମଣରେ ବୃଦ୍ଧ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାନୁଯାୟୀ, ବମ୍ପା ଗ୍ରାମର ଶରତ ପଲେଇ ଆଜି ଭୋର ସମୟରେ ସ୍କୁଲ ପଛପଟକୁ ଶୌଚ ହେବାକୁ ଯାଇଥିଲେ । ଏହି ସମୟରେ ଶରତ ଗାଁ ସ୍କୁଲ ପାଖକୁ ପଶିଆସିଥିବା ଏକ ଦନ୍ତା ହାତୀ ହାବୁଡ଼ରେ
Read More...

ମୋଷ୍ଟ ଟ୍ରଷ୍ଟେଡ୍‌ ୟୁନିଭର୍ସିଟି ଫର କ୍ୱାଲିଟି ଏଜୁକେସନ୍‌ ଇନ୍‌ ଇଣ୍ଡିଆ ସମ୍ମାନରେ ସମ୍ମାନିତ ହେଲା ସୋଆ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗୁଣବତ୍ତା ଶିକ୍ଷା କ୍ଷେତ୍ରରେ ଦେଶର ସବୁଠାରୁ ଭରସାଯୋଗ୍ୟ ବିଶ୍ୱବିଦ୍ୟାଳୟ ଭାବେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ସମ୍ମାନିତ କରାଯାଇଛି । ନୂଆଦିଲ୍ଲୀ ଠାରେ "ଦ ଗୋଲ୍ଡେନ୍‌ ଷ୍ଟାର ଆଇକନ୍‌ ଆୱାଡ୍‌ର୍ସ' କାର୍ଯ୍ୟକ୍ରମରେ 'ସୋଆ'କୁ "ମୋଷ୍ଟ ଟ୍ରଷ୍ଟେଡ୍‌
Read More...

କାର-ବାଇକ୍ ମୁହାଁମୁହିଁ ଧକ୍କା, ୨ ମୃତ

ମୋହନା : ମୋହନା ଥାନା ପଲ୍ଲୀଗଜପତି ଛକ ନିକଟରେ କାର ସହ ବାଇକ ମୁହାଁ ମୁହିଁ ଧକ୍କା ହୋଇଛି । ଏଥିରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ୨ ଜଣ ହେଲେ ବିକ୍ରମପୁର ଗାଁର ଜକୋବ ବର୍ଦ୍ଧନ ଓ ସୁବିତ୍ ବର୍ଦ୍ଧନ । ସୂଚନା ଅନୁସାରେ ବିକ୍ରମପୁର ଗାଁର ଜକୋବ ବର୍ଦ୍ଧନ ଓ ସୁବିତ୍ ବର୍ଦ୍ଧନ
Read More...