Daily Archives

ବ୍ୟାଣ୍ଡବାଜାର ଦେୟକୁ ନେଇ ବର ଏବଂ କନ୍ୟା ପକ୍ଷ ମଧ୍ୟରେ ବିବାଦ, ବାହା ନହୋଇ ଫେରିଗଲା ବର

ଶାହାଜାହାନପୁର : ୟୁପିର ଶାହାଜାହାନପୁର ଜିଲ୍ଲାରେ ଏକ ବିଚିତ୍ର ଘଟଣା ସାମ୍ନାକୁ ଆସିଛି । ବ୍ୟାଣ୍ଡବାଜାର ଦେୟକୁ ନେଇ ବର ଏବଂ କନ୍ୟା ପକ୍ଷ ମଧ୍ୟରେ ବିବାଦ ଦେଖାଦେବା ପରେ, ବିବାଦ ଏତେ ବଢ଼ିଗଲା ଯେ, ଉଭୟ ପକ୍ଷ ମୁହାଁମୁହିଁ ହୋଇ ଯାଇଥିଲେ । ବର ଏ ବିଷୟରେ ଜାଣିବା ମାତ୍ରେ ବିବାହ କରିବାକୁ
Read More...

ବରିଷ୍ଠ ନାଗରିକ ସେବା ସମିତିର ନୂତନ ଘରର ଶିଳାନ୍ୟାସ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ବ୍ଲକ ଅନ୍ତର୍ଗତ କଟାପାଲି ଗ୍ରାମଠାରେ ବରିଷ୍ଠ ନାଗରିକ ସେବା ସମିତିର ନୂତନ କୋଠାର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୂତନ ଘରର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏହି
Read More...

ଆଇଏଏସ୍‌ ବିଜୟ ଅମୃତା କୁଲାଙ୍ଗେ ଜଣେ ପ୍ରଜାବତ୍ସଳ, ଭିନ୍ନଚର୍ଚ୍ଚିତ ବ୍ୟକ୍ତିତ୍ୱର ପରିଚୟ

କେ.ସତ୍ୟନାରାୟଣ ରେଡ୍ଡୀ ପ୍ରାକ୍ତନ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟଦକ୍ଷତା ଉପରେ ଭୂୟସୀ ପ୍ରସଂଶାର ସହ ପ୍ରତିପାଦନ କରାଯାଇଥିବା ସାଂଗକୁ ଉପସ୍ଥିତ ଜିଲ୍ଲାର ବରିଷ୍ଠ ଓ କନିଷ୍ଠ ଅଧିକାରୀଙ୍କ ମହଲରେ ବିଦାୟ ସମ୍ବର୍ଦ୍ଧନା ଘେନି କିଛି ସମୟ ଦୁଃଖରେ ଭାଙ୍ଗିପଡିଥିଲେ ।ପ୍ରକାଶ ଥାଉକି,
Read More...

ବାଲିଗୁଡାର ବିଭିନ୍ନ ଅନୁଷ୍ଠାନ ତରଫରୁ ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) ଯୋଗ ହିଁ ନୀରୋଗ ରହିବାର ଏକ ମାତ୍ର ଆଧାର ଏଣୁ ଆସନ୍ତୁ ସମସ୍ତେ ଯୋଗ ପ୍ରାଣାୟାମ କରି ସୁସ୍ଥ ସମାଜ ଗଠନ କରିବା, ଯୋଗ କର ନିରୋଗ ରୁହ । ରୋଗ ମୁକ୍ତ ଜୀବନ ପାଇଁ ଯୋଗଯୁକ୍ତ ଜୀବନ ଏକାନ୍ତ ଆବଶ୍ୟକ ବୋଲି ଆଜି ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ
Read More...

ହେଡ଼୍‌ଫୋନ୍‌ ବ୍ୟବହାର କରୁଥିଲେ ନିଶ୍ଚୟ ପଢ଼ନ୍ତୁ : ଫ୍ରାନ୍ସର ୨୫% ଲୋକ ବଧିର

ପ୍ୟାରିସ୍ : ଆଜିକାଲି ମାର୍କେଟ୍‌ରେ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳୁଛି । ମୋଟର ସାଇକେଲ, ଅଟୋ, ବସ୍ ହେଉ କିମ୍ବା ଟ୍ରେନ୍‌ ହେଉ, ସବୁଠାରେ ଅଧିକାଂଶ ବ୍ୟକ୍ତି ତାଙ୍କ କାନରେ ହେଡ଼୍‌ଫୋନ୍‌ କିମ୍ବା ଇୟରଫୋନ୍ ପିନ୍ଧିଥିବାର ଦେଖିବାକୁ ମିଳୁଛି, ଯାହା ସ୍ୱାସ୍ଥ୍ୟ ପାଇଁ ବିପଦଜନକ ହୋଇପାରେ
Read More...

ଭାଲୁପାଲି ଗ୍ରାମରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଭାଲୁପାଲି ଗ୍ରାମରେ ଯୋଗ ଶିକ୍ଷକ ଶେଷଦେବ ସାହୁଙ୍କ ଦ୍ଵାରା ଗ୍ରାମର ସମସ୍ତ ଶିଶୁଙ୍କ ସହିତ ଯୋଗ ଦିବସ ପାଳନ କରାଯାଇଛି । ଏହି ଯୋଗ ଶିବିରରେ ଅତିଥି ଭାବେ ଯୋଗ ଦେଇଥିଲେ ବାଦିବାହାଲ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ହୃଦାନନ୍ଦ ବେହେରା,
Read More...

ସଂଗୀତ ଶିଳ୍ପୀ ସମାଜ ତରଫରୁ ବିଶ୍ୱ ସଂଗୀତ ଦିବସ ୨୦୨୨ ପାଳିତ

ସବୁ କଳାର ଉତ୍ସ ସଂଗୀତ,ନୀରବତାରୁ ସଂଗୀତ ସୃଷ୍ଟି ରାଉରକେଲା, (ସସ୍ମିତା ପ୍ରଧାନ) : ସବୁବେଳେ କଳାର ଉତ୍ସ ସଂଗୀତା ନୀରବତାରୁ ସଂଗୀତ ସୃଷ୍ଟି ବୋଲି ଅତିଥିମାନେ ବିଶ୍ୱ ସଂଗୀତ ଦିବସ ପାଳନ ଅବସରରେ ମତ ପ୍ରକାଶ କରିଥିଲେ । ସଂଗୀତ ଶିଳ୍ପୀ ସମାଜ, ରାଉରକେଲା ଆୟୋଜିତ ବିଶ୍ୱ ସଂଗୀତ ୨୦୨୨
Read More...

ପାଟଦର୍ହା ଜଙ୍ଗଲରେ ଯବାନ-ମାଓବାଦୀ ଗୁଳି ବିନିମୟ, ୩ ଯବାନ ସହିଦ୍

ନୂଆପଡା, (ନିରାକାର ମେହେର) : ଛତିଶଗଡ-ଓଡିଶା ସୀମାରେ ସିଆର୍‌ପିଏଫ୍‌ ଦଳ ଉପରେ ବଡ ଧରଣର ମାଓବାଦୀ ଆକ୍ରମଣ ହୋଇଛି । ଆକ୍ରମଣରେ ତିନି ଯବାନ ସହିଦ ହୋଇଛନ୍ତି । ଏହି ହମଲା ସିଆର୍‌ପିଏଫ୍‌-୧୯ ବାଟାଲିୟନର ଆର୍‌ଓପି ପାର୍ଟି ଉପରେ ହୋଇଛି । ଏଥିରେ ଅନେକ ଯବାନ ଆହତ ହୋଇଥିବା ସୂଚନା ମିଳିଛି ।
Read More...

ରାଜନୀତି ଓ କେନ୍ଦ୍ର ପୋଲିସର ବର୍ବରତା ବିରୁଦ୍ଧରେ ବରଗଡ ବ୍ଲକ ଏବଂ ନଗର କଂଗ୍ରେସ କମିଟି ପକ୍ଷରୁ ବ୍ଲକ୍ ଅଫିସ…

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ଵାରା ବାରମ୍ବାର ଡକାଇ ହଇରାଣ କରିବା ଓ ଆନ୍ଦୋଳନରତ କଂଗ୍ରେସ ଦଳର ବରିଷ୍ଠ ନେତାମାନଙ୍କୁ ପୋଲିସ ଗୋଡ଼ାଇ ପିଟିିବା, ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ
Read More...

ବରଗଡ଼ ଜିଲ୍ଲାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ବରଗଡ଼ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳନ କରାଯାଇଥିଲା । ଯୋଗର ଆମ ଶରୀରର ପ୍ରତିରକ୍ଷା ଉପରେ ବହୁତ ପ୍ରଭାବ ରହିଛି । ପ୍ରତିଦିନ ଯୋଗ କରିବା ଦ୍ୱାରା ଶରୀର ଓ ମନ ସତେଜ ରହିବା ସାପ୍ସଗକୁ ଆତ୍ମାର ପବିତ୍ରତା ବୃଦ୍ଧି
Read More...