Monthly Archives

May 2022

ଅଫିସ ଖୋଲି ବିଭିନ୍ନ ଯୁବକ ଯୁବତୀଙ୍କ ଠାରୁ ଚାକିରି କରାଇଦେବା ନାଁରେ ଠକୁ ଥିଲେ ଯୁବକ : ଗିରଫ କଲା ଝାରସୁଗୁଡ଼ା ପୋଲିସ

ଝାରସୁଗୁଡ଼ା : ଏକ ମାସ ହେବ ଝାରସୁଗୁଡାରେ ଏକ ଅଫିସ ଖୋଲି ବିଭିନ୍ନ ଯୁବକ ଯୁବତୀଙ୍କ ଠାରୁ ଚାକିରି କରାଇଦେବା ନାଁରେ ଠକୁ ଥିଲେ ୨ ଜଣ ଯୁବକ । ପରେ ଏହାକୁ ନେଇ ଝାରସୁଗୁଡା ଟାଉନ ଥାନାରେ ଏକ ମାମଲା ରୁଜୁ ହେବା ପରେ ପୁଲିସ ଘଟଣାର ତଦନ୍ତ କରି ଜଣଙ୍କୁ ଟାଟାରୁ ଗିରଫ କରିଥିବା ବେଳେ ଅନ୍ୟ
Read More...

ଭୁତିଆରବାହାଲ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତି ମୃତ

ବଲାଙ୍ଗିର, (କେପିଏନ୍‌ଏ୍‌ସ) : ବଲାଙ୍ଗିର ଜିଲ୍ଲା ଭୁତିଆରବାହାଲ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତ ବ୍ୟକ୍ତି ଜଣକ ହେଲେ ମେଘ ଚିନ୍ଦା । ସୂଚନା ଅନୁସାରେ ଗତକାଲି ମେଘ ଏକ ଅଟୋରେ ଯାଉଥିବା ବେଳେ ଭୁତିଆରବାହାଲ ନିକଟରେ ଏକ ଅଜଣାଗାଡି
Read More...

ବିପିସିଏଲ୍‌ ପୁଞ୍ଜି ପ୍ରତ୍ୟାହାର ଯୋଜନା ରଦ୍ଦ

ନୂଆଦିଲ୍ଲୀ : ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ଆଇପିଓ ନିରାଶ କରିବା ପରେ କେନ୍ଦ୍ର ସରକାର ଭାରତ ପେଟ୍ରୋଲିୟମ୍‌ କର୍ପୋରେସନ ଲିମିଟେଡ୍‌ (ବିପିସିଏଲ୍‌)ର ପୁଞ୍ଜିପ୍ରତ୍ୟାହାର ଯୋଜନାକୁ ରଦ୍ଦ କରିଛନ୍ତି । ବର୍ତ୍ତମାନ ସ୍ଥିତିରେ ଆଉ କଂପାନୀରୁ ପୁଞ୍ଜି ପ୍ରତ୍ୟାହାର ହେବନି । ଏହାକୁ
Read More...

ସମାଜସେବୀଙ୍କ ଟ୍ୱିଟ ପରେ ବେସାହାରା ଭାଇଭଉଣୀଙ୍କ ବ୍ୟବସ୍ଥା କଲା ଜିଲ୍ଲା ପ୍ରଶାସନ

ଗଜପତି : ଗଜପତି ଜିଲ୍ଲା ମୋହନା ବ୍ଲକ ଶିକୁଳିପଦର ଗାଁରେ ତିନିଜଣ ବେସାହାରା ଭାଇଭଉଣୀ ରହୁଥିଲେ । ପରିସ୍ଥିତି ଅତି ଖରାପ ହେତୁ ସେମାନେ ଓଳିଏ ଖାଇଲେ ଓଳିଏ ଉପାସରେ ରହୁଥିଲେ । ସରକାରୀ ସହାୟତା କହିଲେ ମା'ଙ୍କ ରାସନ କାର୍ଡରେ ୨୦ କିଲୋ ମିଳୁଛି । ଦୁଇଭାଇ ଅନନ୍ତ ମଳିକ ଓ ବିଶ୍ରାମ ମଳିକ ପାଠ
Read More...

ୱାଇ ରାଜେନ୍ଦ୍ର ନୂଆ ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୧୯୮୭ ବ୍ୟାଚ୍‌ର ଭାରତୀୟ ରାଜସ୍ୱ ସେବା ଅଧିକାରୀ ୱାଇ ରାଜେନ୍ଦ୍ର ଓଡିଶା ଆୟକର ବିଭାଗର ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ଭାବେ ଦାୟୀତ୍ୱ ଗ୍ରହଣ କରିଛନ୍ତି । ଆନ୍ଧ୍ରପ୍ରଦେଶର ବିଜୟୱାଡା ନିକଟର ଏକ ଗ୍ରାମରେ ଜନ୍ମଗ୍ରହଣ କରିଥିବା ଶ୍ରୀ ରାଜେନ୍ଦ୍ର ଜେଏନ୍‌ୟୁରୁ
Read More...

ସହରରେ ଆଉ ୫ଗୋଟି ସୁଲଭ ଶୌଚାଳୟ ପାଇଁ ବଲାଙ୍ଗିର ପୌରପରିଷଦ କାର୍ଯ୍ୟାଳୟରେ ଚୁକ୍ତିନାମା ସ୍ୱାକ୍ଷରିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପୌରପରିଷଦ କାର୍ଯ୍ୟାଳୟରେ ପୌରପରିଷଦର କାର୍ଯ୍ୟନିବାହୀ ଅଧିକାରୀ ବିପିନ ଦୀପ ଏବଂ ପୌରପରିଷଦର ପୌର ଉପାଧ୍ୟକ୍ଷା ଲିକା ସାହୁଙ୍କ ଉପସ୍ଥିତିରେ ସହରରେ ଆଉ ୫ ଗୋଟି ସୁଲଭ ଶୌଚାଳୟ ପାଇଁ ସୁଲଭ ଇଣ୍ଟରନ୍ୟାସନାଲ ସହିତ ପୌରପରିଷଦର ଏକ ଚୁକ୍ତିନାମା
Read More...

ମିଶନ୍ ଶକ୍ତିକୁ ଅଧିକ ସଶକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମହିଳା ସଶକ୍ତିକରଣ ଦିଗରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ମିଶନ୍ ଶକ୍ତିକୁ ଅଧିକ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଆଗାମୀ ୫ବର୍ଷ ମଧ୍ୟରେ ସରକାରୀ ବିଭାଗମାନଙ୍କ ସହିତ ଦ୍ରବ୍ୟ ଓ ସେବା ଯୋଗାଣ ମାଧ୍ୟମରେ
Read More...

ରାଜ୍ୟ କ୍ୟାବିନେଟ୍ ବୈଠକରେ ମୋଟ ୩୨ ଗୋଟି ପ୍ରସ୍ତାବ ଅନୁମୋଦିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ମୋଟ ୩୨ ଗୋଟି ପ୍ରସ୍ତାବ ଅନୁମୋଦିତ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥି ସମ୍ବନ୍ଧୀତ ପ୍ରେସ୍ ବିବୃତି ଦେଖିବା
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ ରୁ ୧୮ ବର୍ଷ ମଧ୍ୟରେ ୨ ଜଣ ଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୨୦ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ସାମ୍ବାଦିକ ରୋହିତ ବିଶ୍ୱାଳ ମୃତ୍ୟୁର ତିନିମାସ ପରେ କ୍ଷମା ମାଗିଲା ମାଓ ସଂଗଠନ

ଫେବୃଆରୀ ପାଂଚ ତାରିଖରେ ହେଇଥିଲା ଲ୍ୟାଣ୍ଡ ମାଇନ ବିସ୍ଫୋରଣ ମ.ରାମପୁର, (ହେମନ୍ତ ସାହୁ) : ଫେବୃୟାରୀ ପାଞ୍ଚ ତାରିଖର ଛାତି ଥରା ଦୃଶ୍ୟ ମନେ ପଡ଼ିଲେ ଆଜି ବି ଛାତି ଶିହରୀ ଉଠେ । ଖବର ସଂଗ୍ରହ କରିବାକୁ ଯାଇ ନିଜେ ଖବର ପାଲଟି ଯାଇଥିଲେ ସାମ୍ବାଦିକ ରୋହିତ ବିଶ୍ୱାଳ । ମାଓ ସଂଗଠନ ତରଫରୁ
Read More...