ଜ୍ଞାନବାପୀ ପ୍ରସଙ୍ଗରେ ବିବାଦୀୟ ପୋଷ୍ଟ କରି ଡିୟୁ ପ୍ରଫେସର ଗିରଫ
ନୂଆଦିଲ୍ଲୀ : ବାରାଣାସୀର ଜ୍ଞାନବାପୀ ମସଜିଦରୁ ମିଳିଥିବା ଶିବଲିଙ୍ଗକୁ ନେଇ ଫେସବୁକରେ ବିବାଦୀୟ ପୋଷ୍ଟ କରିଥିବାରୁ ପୋଲିସ ଶୁକ୍ରବାର ଦିନ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଇତିହାସ ପ୍ରଫେସର ରତନ ଲାଲଙ୍କୁ ଗିରଫ କରିଛି । ଏହି ପୋଷ୍ଟ ପାଇଁ ଇଣ୍ଟରନେଟ ମିଡିଆରେ ପ୍ରଫେସରଙ୍କୁ କଡ଼ା ସମାଲୋଚନା!-->…
Read More...
Read More...