Monthly Archives

April 2022

ନୂଆପଡା ଜିଲ୍ଲା ନେସନାଲ ହାଇସ୍କୁଲରେ ଜିଲ୍ଲାସ୍ତରୀୟ ବିଜ୍ଞାନ, ଗଣିତ ଏବଂ ପରିବେଶ ମେଳା ଅନୁଷ୍ଠିତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ନେସନାଲ ହାଇସ୍କୁଲ ପରିସର ମଧ୍ୟରେ ଜିଲ୍ଲାସ୍ତରୀୟ ବିଜ୍ଞାନ, ଗଣିତ ଏବଂ ପରିବେଶ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାକୁ ନୂଆପଡା ଜିଲ୍ଲାପାଳ ସ୍ୱାଧାଦେବ ସିଂ ଉଦ୍‌ଘାଟନ କରିଥିବା ବେଳେ ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ ଫୁଲମଣି
Read More...

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବିଭିନ୍ନ ୧୧୭ ଅଭିଯୋଗ ଦରଖାସ୍ତ ଗ୍ରହଣତୁରନ୍ତ ସମାଧାନ ହେଲା ୬୯ ଅଭିଯୋଗ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଡୁଙ୍ଗୁରିପାଲି ବ୍ଲକ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲପାଳ(ରାଜସ୍ୱ) ସୂର୍ଯ୍ୟନାରାୟଣ ଦାଶ ଓ
Read More...

ହତ୍ୟାକାଣ୍ଡ ଘଟଣା ପରେ ଆଉ ଏକ ଅଭାବନୀୟ ଘଟଣା : ହଂସପୁର ଗ୍ରାମରେ ଉତ୍ତେଜନା ପରିସ୍ଥିତି

• ଘଟଣା ସ୍ଥଳରେ ଗଞ୍ଜାମ ଏସ୍‌ପି ପହଞ୍ଚି ପରିସ୍ଥିତିକୁ ସୁଧାର ଆଣିବା ନିମନ୍ତେ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି• ଆନ୍ଦୋଳନ ପ୍ରତ୍ୟାହୃତ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ଥାନା ଅନ୍ତର୍ଗତ ହଂସପୁର ଗ୍ରାମର ଯୁବ ସିମେଣ୍ଟ ବ୍ୟବସାୟୀ
Read More...

ଛତିଶଗଡ଼ ଯୁବକଙ୍କ କଂସାରିଗଣ୍ଡ ଜଳରେ ବୁଡ଼ି ମୃତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ବ୍ଲକ୍ ଗଙ୍ଗାପୁର ଗ୍ରାମକୁ ଏକ ଭୋଜି ଖାଇବାକୁ ଆସି ଋଷିକୂଲ୍ୟା କଂସାରୀଗଣ୍ଡରେ ବୁଡି ଯାଇଛନ୍ତି ଜଣେ ଛତିଶଗଡ଼ ଯୁବକ । ଯୁବକଙ୍କ ପରିବାରଙ୍କୁ ଖବର ଦିଆଯାଇଛି । ପରିବାରରେ ଏବଂ ଉକ୍ତ ଗ୍ରାମରେ ଶୋକ ସାଗରରେ ବୋହିଯାଇଥିବା ଏକ ହୃଦୟବିଦାରକ
Read More...

ସେଣ୍ଟ ଜାଭିୟର ଇଣ୍ଟରନ୍ୟାସନାଲ ସ୍କୁଲରେ ବିଜ୍ଞାନ ମେଳା

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ସ୍ଥାନୀୟ ସତ୍ୟନଗର ସେଣ୍ଟ ଜାଭିୟର ଇଣ୍ଟରନ୍ୟାସନାଲ ସ୍କୁଲରେ ବାର୍ଷିକ ବିଜ୍ଞାନ ମେଳା ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ତିନି ଶହ ଛାତ୍ରଛାତ୍ରୀ ମେଳାରେ ୨୦୦ଟି ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ । ଏହି ବିଜ୍ଞାନ ମେଳାରେ ମୁଖ୍ୟ ଅତିଥି ଭାବରେ
Read More...

ଅସଭ୍ୟ ପରମ୍ପରା ଓ ରେଗିଂ

ଆନଂଦ ଚଂଦ୍ର ସାହୁ ଗୁଡ଼ାଏ ଅସଭ୍ୟ ପରମ୍ପରାରେ ଉବୁଟୁବୁ ଆଜି ଯୁବ ସମାଜ, ଯାହା ଫଳରେ କଳଙ୍କିତ ଘଟଣା ଦୁର୍ଘଟଣା ଯୁବ ସମାଜର ପିଛା ଛାଡ଼ୁନି । ବହୁ ଅମୂଲ୍ୟ ଜୀବନ ଅକାରଣରେ ଚାଲି ଯାଉଛି ଅବେଳରେ ଖାସ୍‌ ଏଭଳି ଅସଭ୍ୟ ପରମ୍ପରା ଯୋଗୁଁ । ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରେ ରେଗିଂ ଭଳି
Read More...

ପ୍ରଗତିକଳା କେନ୍ଦ୍ରର ଷଷ୍ଠ ବାର୍ଷିକୀ ଉତ୍ସବ

• ଗଞ୍ଜାମ ଜିଲ୍ଲାର ଲୋକକଳା ଓ ପଲ୍ଲୀ ସଂସ୍କୃତିକୁ ଲୋକାଭିମୁଖୀ କରିବା ପ୍ରୟାସ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ପ୍ରତିଷ୍ଠିତ ଓଡିଶୀ, ଶାସ୍ତ୍ରୀୟ ନୃତ୍ୟ କଳାକାର ସୁଧାଂଶୁ ଶେଖର ଶତପଥୀଙ୍କ ଉଦ୍ୟମରେ ଗଢ଼ି ଉଠିଥିବା ପ୍ରଗତି କଳା କେନ୍ଦ୍ରର ଷଷ୍ଠତମ ବାର୍ଷିକୀ
Read More...

ବାଲିଗୁଡ଼ାରେ ଖୋଲିଲା ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଦୀର୍ଘ ୨ ବର୍ଷ ପରେ କନ୍ଧମାଳ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିଛି । ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅଭିଯୋଗ ଶୁଣାଣି ଆରମ୍ଭ ହୋଇଛି । ଏଥିରେ ଜିଲ୍ଲାପାଳ ଡା. ବୃନ୍ଦା, ଡିଏସ୍‌ପି ଭିନୀତ ଅଗ୍ରୱାଲ୍‌, ଏସ୍‌ଡିପିଓ
Read More...

ହରିଶଙ୍କରରେ ତୈଳିକ ବୈଶ୍ୟ ତେଲି ସମାଜ ଓ କଳଙ୍ଗା ସମାଜର ନବ ନିର୍ମିତ ଧର୍ମଶାଳାର ଉଦ୍‌ଘାଟନ କଲେ ବିଧାୟକ ସରୋଜ ମେହେର

ସାମଜର ସାମୁହିକ ଉନ୍ନତି ପାଇଁ ସବୁବେଳେ ସହଯୋଗର ହାତ ବଢାଇବି : ବିଧାୟକ ଶ୍ରୀ ମେହେର ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ତଥା ପଶ୍ଚିମ ଓଡ଼ିଶାର ପ୍ରମୁଖ ତୀର୍ଥସ୍ଥଳୀ ହରିଶଙ୍କରଠାରେ ତୈଳିକ ବୈଶ୍ୟ ତେଲି ସମାଜ ଓ ଗନ୍ଦମାର୍ଦନ ବଞ୍ଚାଅ କଳଙ୍ଗା ସମାଜର
Read More...

ପାଟଣାଗଡ଼ ସହରର ମୁଖ୍ୟ ରାସ୍ତା କଡ଼ର ଜବରଦଖଲ ଦୋକାନୀଙ୍କଠାରୁ ୯ ହଜାର ଟଙ୍କା ଫାଇନ ଆଦାୟ କଲା ପାଟଣାଗଡ଼ ଏନ୍‌ଏସି

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ସହରରେ ଟ୍ରାଫିକ ସମସ୍ୟା ଦୀର୍ଘ ଦିନ ଧରି ଦେଖାଯାଉଥିବା ବେଳେ ଗତକାଲି ପାଟଣାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହ ଅଧିକାରୀ ଗୈାରହରୀ ମହନ୍ତଙ୍କ ନେତୃତ୍ୱରେ ଏକ ଟିମ୍ ଓ ପୋଲିସର ସହଯୋଗରେ ସହରର ମୁଖ୍ୟ ରାସ୍ତା କଡ଼ର ଜବରଦଖଲ
Read More...