Daily Archives

ରାଉରକେଲା ବିକାଶ ମଞ୍ଚର ଦ୍ୱିତୀୟ ସଚେତନତା ସମାବେଶ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ତଥା ସୁନ୍ଦରଗଡ ଜିଲ୍ଲାର ସାମୂହିକ ବିକାଶ ପାଇଁ ରାଉରକେଲା ବିକାଶ ମଞ୍ଚ ପକ୍ଷରୁ ଦ୍ୱିତୀୟ ସଚେତନତା ସମାବେଶ ଛେଣ୍ଡ ସ୍ଥିତ ବିଏସ୍‌ଏନ୍‌ଏଲ୍‌ ଛକଠାରେ ଅନୁଷ୍ଠିତ ହୋଇଯାଇଛି । ଏନେଇ ମଞ୍ଚର ଆବାହକ ଡଃ ସୁମନ ଦତ୍ତଙ୍କ ଆବାହକତ୍ୱ ଓ ଇଂ ଅଭୟକୁମାର
Read More...

ଚାକିରି ଆଶାୟୀ ଯୁବକ ଯୁବତୀଙ୍କ ସହ ସାଂଘାତିକ ଖେଳ : ବିନା ଅଧିକାରୀରେ ଉପନିୟୋଜନ କାର୍ଯ୍ୟାଳୟ

ପାଟଣାଗଡ଼, (ଗୋରେଖନାଥ ବରିହା) : ଗତ ଦୁଇ ବର୍ଷ ଧରି କରୋନା ମହାମାରୀ ସମାଜର ପ୍ରତିଟି କ୍ଷେତ୍ରକୁ ପ୍ରଭାବିତ କରିଥିବା ବେଳେ ବିଶେଷ କରି ବହୁ ଯୁବକ ଯୁବତୀ ଚାକିରି ହରାଇଛନ୍ତି । ବର୍ତ୍ତମାନ ରାଜ୍ୟ ସରକାର ପୁଲିସ୍ ବିଭାଗଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ର ପାଇଁ ନିଯୁକ୍ତି ସୁଯୋଗ
Read More...

ବଲାଙ୍ଗିର ବ୍ଲକରେ ଡବ୍ଲ୍ୟଏସ୍‌ଏଚ୍‌ଜି ପାଇଁ ତାଲିମ କାର୍ଯ୍ୟକ୍ରମ ନେଇ ଜିଲ୍ଲାପାଳଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଲକରେ ଡବ୍ଲ୍ୟଏସ୍‌ଏଚ୍‌ଜି ପାଇଁ ତାଲିମ କାର୍ଯ୍ୟକ୍ରମ କରାଯାଇଥିବା ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ତେବେ ଏହି କାର୍ଯ୍ୟକ୍ରମ ଟି ଓଏସ୍‌ଡିଏ ଦ୍ୱାରା ପ୍ରାୟୋଜିତ ହୋଇଥିବା ବେଳେ ଡବ୍ଲ୍ୟଏସ୍‌ଏଚ୍‌ଜି ପାଇଁ ନ୍ୟାସନାଲ୍
Read More...

କୃଷି ବିଜ୍ଞାନ କେନ୍ଦ୍ର ଠାରେ କୃଷକମାନଙ୍କୁ ତାଲିମ ନେଇ ଜିଲ୍ଲାପାଳଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର କୃଷି ବିଜ୍ଞାନ କେନ୍ଦ୍ର ଠାରେ କୃଷକମାନଙ୍କୁ ତାଲିମ ଦିଆଯାଇଥିବା ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ଉଦ୍ୟାନ କୃଷିର ସମନ୍ୱିତ ବିକାଶ ଅଧୀନରେ ଉଦ୍ୟାନ କୃଷି ବିଭାଗ ଏବଂ କେ.ବି.କେ ବଲାଙ୍ଗିର ଦ୍ୱାରା ଏହା ଆୟୋଜିତ ହୋଇ କୃଷି ବିକାଶ
Read More...

ଆଗଲପୁର ବ୍ଲକ୍‌ରେ ପ୍ଲମ୍ବିଂ ଉପରେ ଏସ୍‌ଇଏମ୍‌ ମାନଙ୍କୁ ତାଲିମ ନେଇ ଜିଲ୍ଲାପାଳଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍‌ରେ ଜଳ ଜୀବନ ମିଶନ୍ ଅନ୍ତର୍ଗତ ଏସ୍‌ଇଏମ୍‌ ମାନଙ୍କୁ ଜଳଯୋଗାଣ ଉପରେ ତାଲିମ ଦିଆଯାଇଥିବା ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ଏଥିରେ ବିଭାଗୀୟ ଅଧିକାରୀମାନେ ଯୋଗ ଦାନ କରି ଉପସ୍ଥିତ ଥିବା ଏସ୍‌ଇଏମ୍‌ ମାନଙ୍କୁ
Read More...

ହରିଶଙ୍କର ପାନ୍ଥ ନିବାସ ଏବଂ ସାରସ୍ ଫାର୍ମକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତାଙ୍କ ପରିଦର୍ଶନ ନେଇ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ଆଜି ବଲାଙ୍ଗିର ଗସ୍ତରେ ଆସି ହରିଶଙ୍କର ପାନ୍ଥ ନିବାସ ଏବଂ ସାରସ୍ ଫାର୍ମକୁ ପରିଦର୍ଶନ କରିଥିବା ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ଶ୍ରୀ
Read More...

ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ବଲାଙ୍ଗିର ଗସ୍ତ କରି ବିଭିନ୍ନ ସ୍ଥାନକୁ ପରିଦର୍ଶନ କରିବା ସହ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରୀପାଠୀ ବଲାଙ୍ଗିର ଗସ୍ତ କରି ବିଭିନ୍ନ ସ୍ଥାନକୁ ପରିଦର୍ଶନ କରିବା ସହ ପ୍ରକଳ୍ପଗୁଡିକର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ନେଇ ଜିଲ୍ଲାପାଳ ଚଂଚଳ ରାଣା
Read More...

ଦେଶରେ ୨,୯୨୭ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୩୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଗୋଟିଏ ଦିନରେ ଭାରତରେ କୋଭିଡ -୧୯ ର ୨,୯୨୭ ଟି ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଦେଶରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ୪,୩୦,୬୫,୪୯୬କୁ ବୃଦ୍ଧି ପାଇଛି । ଏହି ସମୟରେ, ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ୧୬,୨୭୯କୁ ବୃଦ୍ଧି ପାଇଥିବା ସୂଚନାରେ କୁହାଯାଇଛି
Read More...

ରଥ ମହୋତ୍ସବ ବେଳେ ବଡ଼ ଦୁର୍ଘଟଣା : ହାଇ ଭୋଲଟେଜ୍ ତାର ଯୋଗୁଁ ୧୧ ଜଣଙ୍କ ମୃତ୍ୟୁ

ତାଂଜାଭୁର : ତାମିଲନାଡୁର ତାଂଜାଭୁରରେ ବାର୍ଷିକ ରଥ ମହୋତ୍ସବରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ହାଇ ଭୋଲଟେଜ୍ ତାର ଯୋଗୁଁ ଅତିକମରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନାରେ କୁହାଯାଇଛି । ଏହି ଦୁର୍ଘଟଣାରେ ଆହୁରି ୬ରୁ ଅଧିକ ଲୋକ ଆହତ ହୋଇଛନ୍ତି । ମୃତମାନଙ୍କ ମଧ୍ୟରେ ପିଲାମାନେ ମଧ୍ୟ
Read More...

ପାନୀୟ ଜଳର ସୁବିଧା ନଥିବା ଯୋଗୁଁ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ଅଙ୍ଗନବାଡ଼ି କେନ୍ଦ୍ରର କୋମଳମତି ଶିଶୁମାନେ

ଦୁଇ କିମି ଦୂରରୁ ପାଣି ଆଣି ଚାଳିଛି ପିଲାଙ୍କ ରୋଷେଇ କାର୍ଯ୍ୟ : ନଳକୂପ ଖନନ ଦାବୀ ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଗେର୍ଡା ପଞ୍ଚାୟତ ଅନ୍ତର୍ଗତ ଗଇଲପିଟା ଅଙ୍ଗନବାଡ଼ି କେନ୍ଦ୍ରରେ ନଳକୂପଟିଏ ଖନନ କରିବାକୁ ଗ୍ରାମବାସୀ ଦାବୀ କରୁଛନ୍ତି । ସୂଚନା ଅନୁସାରେ ଉକ୍ତ
Read More...