Daily Archives

ପ୍ରାର୍ଥନା ସମୟରେ ଛାତ୍ରୀଙ୍କୁ କାନ ଧରି ଉଠବସ କରାଇଲେ ଭୂଗୋଳ ଶିକ୍ଷକ : ୭ ଡାକ୍ତରଖାନାରେ ଭର୍ତ୍ତି, ଜଣେ ଗୁରୁତର

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ବ୍ଲକ ଅନ୍ତର୍ଗତ ସୁନାମୁଦି ସ୍ଥିତ ବାପୁଜୀ ହାଇସ୍କୁଲରେ ଆଜି ପ୍ରାର୍ଥନା ସମୟରେ ଏକ ଅଘଟଣ ଘଟିଥିବା ଦେଖିବାକୁ ମିଳିଛି । ଛାତ୍ରୀମାନଙ୍କ କହିବା ଅନୁସାରେ, ଆଜି ସକାଳ ୭ଟା ସମୟରେ ସୁନାମୁଦି ସ୍ଥିତି ବାପୁଜି ହାଇସ୍କୁଲରେ ପ୍ରତିଦିନ ଭଳି
Read More...

ଅସହାୟ ବିଧବା ମହିଳାଙ୍କୁ ଭତ୍ତା ମିଳିବ କେବେ

ତୁରେକେଲା, (କୈଳାଶ ସଗ୍ରିଆ) : ମହଖଣ୍ଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହଖଣ୍ଡ କଦଳୀପାଲି ଗାଁର ଦେବକୀ ଧରୁଆ ଜଣେ ଅସହାୟ ବିଧବା ମହିଳା ଅଟନ୍ତି । ପ୍ରାୟ ଏକ ବର୍ଷ ହେବ ନିଜ ସ୍ବାମୀ ଲଲିତ ଧରୁଆ ମଧୁମେହ ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିଥିଲେ । ସ୍ୱାମୀର ମୃତ୍ୟୁ ପରେ ବର୍ତ୍ତମାନ ଦେବକୀ
Read More...

ସିଆର୍‌ପିଏଫ୍‌ ୧୮୯ ବାଟାଲିୟନ ପକ୍ଷରୁ ଶୌର୍ଯ୍ୟ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସିଆର୍‌ପିଏଫ୍‌ ୧୮୯ ବାଟାଲିୟନ ପକ୍ଷରୁ ଶୌର୍ଯ୍ୟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ୧୮୯ ବାଟାଲିୟନ କମାଣ୍ଡାଣ୍ଟ ପୱନ କୁମାର ତିୱାରୀ କ୍ୱାର୍ଟର ଗାର୍ଡରେ ଥିବା ସମାରୋହୀ ଗାର୍ଡଙ୍କୁ ସଲାମି ଦେଇଥିଲେ । ସୈନିକ ସମ୍ମିଳନୀରେ ସିଆର୍‌ପିଏଫ୍‌ର ଜବାନ
Read More...

ଓଡିଶା ସାହିତ୍ୟ ଏକାଡେମୀର ହେମନ୍ତ ସ୍ମୃତି ସାରସ୍ୱତ ସମାରୋହ ସଂପନ୍ନ

ସମ୍ବେଦନଶୀଳତା ଓ କଳ୍ପନାକୁ ନେଇ ସାହିତ୍ୟ ସୃଷ୍ଟି : ଦାଶ ବେନହୁର ରାଉରକେଲା, (ସସ୍ମିତା ପ୍ରଧାନ) : ସମ୍ବେଦନଶୀଳତା ଓ କଳ୍ପନାକୁ ନେଇ ସାହିତ୍ୟ ସୃଷ୍ଟି । ସାହିତ୍ୟ ସମାଜକୁ ଅନ୍ଧାରରୁ ଆଲୋକକୁ ଆଣେ । ସାହିତ୍ୟିକ ମାନେ ନିଜ ଭାବକୁ କଲମମୁନରେ ପ୍ରକାଶ କରି ସାହିତ୍ୟକୁ ବିଭବମୟ
Read More...

ବରଗଡ ଡିଷ୍ଟ୍ରିକ୍ଟ ପ୍ରୀମିୟର ଲିଗ୍ କ୍ରିକେଟ ପ୍ରତିଯୋଗିତା ଆସନ୍ତା ମଇ ୭ ତାରିଖରୁ

ଏପ୍ରିଲ ୧୨ ତାରିଖରେ ଖେଳାଳୀ ଚୟନପାଞ୍ଚୋଟି ଦଳର ଆଇକନ ଖେଳାଳୀ ଘୋଷିତ ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବରଗଡର ଚର୍ଚ୍ଚିତ ଦିବା ରାତ୍ର କ୍ରିକେଟ ପ୍ରତିଯୋଗିତା ବରଗଡ ଡିଷ୍ଟ୍ରିକ୍ଟ ପ୍ରୀମିୟର ଲିଗ୍ (ବି. ଡି. ପି.ଏଲ) କ୍ରିକେଟ ପ୍ରତିଯୋଗିତା ଆସନ୍ତା ମଇ ୭ ତାରିଖରୁ ଆରମ୍ଭ ହୋଇ ମଇ ୧୪
Read More...

୧୬ତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଉଦ୍‌ଯାପିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୧୬ତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଉଦ୍‌ଯାପିତ ହୋଇଯାଇଛି । ଏଥିରେ ଓଡିଶା ସମେତ ୨୪ଟି ରାଜ୍ୟ ଅଂଶଗ୍ରହଣ କରିଥିଲେ । ୪୨୦ଟି ଷ୍ଟଲରେ ବିଭିନ୍ନ ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀ ବିକ୍ରି ତଥା ପ୍ରଦର୍ଶିତ ହୋଇଥିଲା । ୧୦ଦିନ ଧରି ଚାଲିଥିବା ଏହି
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୪୪ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ
Read More...

ସାପଲହରଠାରେ ସରସ୍ୱତୀ ଶିଶୁ ମନ୍ଦିରରେ ଛାତ୍ର ଛାତ୍ରୀଙ୍କ ଶ୍ରୀରାମ ନବମୀ ଉତ୍ସବ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସାପଲହର ଗ୍ରାମଠାରେ ଲଖମରା ଶିଶୁ ବିଦ୍ୟା ମନ୍ଦିରଙ୍କ ଆନୁକୂଲ୍ୟରେ ସାପଲହରଠାରେ ଶ୍ରୀରାମ ନବମୀ ଉତ୍ସବ ମହାସମାରୋହରେ ପାଳନ କରାଯାଇଥିଲା । ଏଥିରେ ଶିଶୁ ବିଦ୍ୟା ମନ୍ଦିରର ଭାଇଭଉଣୀମାନେ ଉପସ୍ଥିତ ରହି ରାମ, ଲକ୍ଷ୍ମଣ, ସୀତା, ହନୁମାନ ଆଦି
Read More...

୩୩ତମ ବାର୍ଷିକ ଅଷ୍ଟଦଣ୍ଡ ମିଳନ ସମାରୋହ ଉଦ୍‌ଯାପିତ : ହଜାର ହଜାର ଭକ୍ତଙ୍କ ସମାଗମ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଏପ୍ରିଲ ୦୧ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ମା' କାଳୀଙ୍କ ଦଣ୍ଡଯାତ୍ରା ଅନୁଷ୍ଠିତ ହୋଇଯାଇଛି । କରୋନା କଟକଣା ଯୋଗୁଁ ଗତ ଦୁଇ ବର୍ଷ ବନ୍ଦ ହୋଇ ରହିଥିଲା । ଏହି ପରିପ୍ରେକ୍ଷୀରେ ପୂର୍ବବର୍ଷ ଭଳି ଚଳିତ
Read More...