Daily Archives

ଲଳିତ ନାୟକଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପବିତ୍ର ରାମ ନବମୀ ତିଥିରେ ସ୍ୱର୍ଗତ ଲଳିତ ନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାନୀୟ କେବିକେ ଆଇଟିଆଇ ପରିସରରେ ଉନ୍ମୋଚିତ ହୋଇଯାଇଛି । ଏହାକୁ ଟୁକୁନି ସାହୁ କ୍ୟାବିନେଟ ମନ୍ତ୍ରୀ ଶିଶୁ ବିକାଶ ଓ ମହିଳା ସଶକ୍ତିକରଣ ବିଭାଗ ମୁଖ୍ୟ ଅତିଥି, ସୁବାସ ଚନ୍ଦ୍ର ସିଂ
Read More...

ଜହ୍ଲାଦ ହେଲା ସାନଭାଇ : ବଡ଼ଭାଇକୁ ଶାବଳରେ ପିଟି ପିଟି ହତ୍ୟା

ପାଟଣା : ଜହ୍ଲାଦ ପାଲଟିଲା ସାନଭାଇ ବଡ଼ଭାଇକୁ ଶାବଳରେ ପିଟି ପିଟି ହତ୍ୟା କରିବା ଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ରାଇକୁଦର ଗାଁରେ । ମୃତକ ଜଣକ ଚତୁର୍ଭୁଜ ନାଏକ ବୋଲି ଜଣାପଡିଛି । ସୂଚନା ଅନୁସାରେ ଘରୋଇ କଳିକୁ ନେଇ ଚତୁର୍ଭୁଜ ଓ କମଳଙ୍କ ମଧ୍ୟରେ
Read More...

ତିଖାଳିଠାରେ ନୂଆପଡା ଡିଷ୍ଟ୍ରିକ୍ଟ ୟୁନିଅନ୍‌ ଅଫ୍‌ ଜର୍ଣ୍ଣାଲିଷ୍ଟର ଏକ ସାଧାରଣ ବୈଠକ

ନୂଆପଡା, (ନିରାକାର ମେହେର) : ପବିତ୍ର ଶ୍ରୀରାମ ନବମୀ ତିଥିରେ  ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଡାକ ବଙ୍ଗଳାଠାରେ ନବ ଗଠିତ ନୂଆପଡା ଡିଷ୍ଟ୍ରିକ୍ଟ ୟୁନିଅନ୍‌ ଅଫ୍‌ ଜର୍ଣ୍ଣାଲିଷ୍ଟ ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ସିମାଞ୍ଚଳ ମହାପାତ୍ର ଅଧ୍ୟକ୍ଷତା କରିଥିବା ବୋଳ
Read More...

ମରିୟମ ଇମ୍ରାନ ଖାନଙ୍କୁ କହିଲେ – ‘ଯଦି ତୁମେ ଭାରତକୁ ଏତେ ପସନ୍ଦ କରୁଛ, ତେବେ ସେଠାକୁ ଯାଅ’

ଇସ୍‌ଲାମାବାଦ : ପାକିସ୍ତାନର ବିରୋଧୀ ଦଳର ନେତା ମରିୟମ ନୱାଜ ଶନିବାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭାରତର ପ୍ରଶଂସା କରିଥିବା ପ୍ରସଂଗରେ କହିଛନ୍ତି ଯେ, ଯଦି ସେ ପଡୋଶୀ ଦେଶକୁ ଏତେ ପସନ୍ଦ କରନ୍ତି ତେବେ ସେଠାକୁ ଯିବା ଉଚିତ । ଇମ୍ରାନ ଖାନ ଭାରତକୁ ଏକ ସମ୍ମାନଜନକ ଦେଶ ବୋଲି ବର୍ଣ୍ଣନା
Read More...

ପ୍ରଧାନମନ୍ତ୍ରୀ ମୋଦୀ କରୋନାକୁ ନେଇ ଚେତାବନୀ ଦେଲେ : କହିଲେ – କୋଭିଡ ଏପର୍ଯ୍ୟନ୍ତ ଯାଇ ନାହିିଁ, ଏହା ରୂପ…

ଅହମ୍ମଦାବାଦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର କହିଛନ୍ତି ଯେ, କରୋନା ଭାଇରସ୍ ଯାଇନାହିଁ ଏବଂ ଏହା ବାରମ୍ବାର ସାମ୍ନାକୁ ଆସୁଛି । ଏହା ସହିତ ସେ କରୋନା ଭାଇରସ୍ ଗ୍ଲୋବାଲ୍ ପାଣ୍ଡେମିକ୍ ବିରୋଧରେ ସଜାଗ ରହିବାକୁ ଲୋକମାନଙ୍କୁ ନିବେଦନ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ
Read More...

ସୋହେଲା ପୋଲିସ ପକ୍ଷରୁ ଜଳଛତ୍ର ଅଭିଯାନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଅନେକ ସ୍ଥାନରେ ଜଳକ୍ଳିଷ୍ଟ ହେଲାଣି । ପାନୀୟ ଜଳ ପାଇଁ ଲୋକେ ଡହଳ ବିକଳ ହେଲେଣି । ଏଇ ସମୟରେ ପଥଚାରୀଙ୍କୁ ଥଣ୍ଡା ପାଣି ପ୍ରଦାନ ପାଇଁ ସୋହେଲା ପୋଲିସ ପକ୍ଷରୁ ଆଜି ଥାନା ସମ୍ମୁଖରେ ଜଳଛତ୍ର ଅଭିଯାନ
Read More...

ଓଲଟିଲା ପିକ୍‌ଅପ୍‌, ୧୫ ଶ୍ରମିକ ଆହତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼-ବଲାଙ୍ଗିର ରାସ୍ତାର ବରପାଲି ବ୍ଲକ ଧାଙ୍ଗେରପାଲି ବୁଲାଣିରେ ଆଜି ସକାଳୁ ଏକ ଦୁର୍ଘଟଣା ଘଟି ଶ୍ରମିକ ମାନେ ଆହତ ହୋଇଛନ୍ତି । ଉକ୍ତ ବୁଲାଣିରେ ଏକ୍‌ ପିକଅପ୍‌ ଭ୍ୟାନ (ନଂ-ଓଆର୍‌୧୦୩୭) ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ସେଥିରେ ବସିଥିବା ୧୫
Read More...

ସରକାରୀ ଯୋଜନାରୁ ବଞ୍ଚିତ ପେଟୁ ପୁଞ୍ଜି

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ସରକାର ମାଳ ମାଳ ଯୋଜନା ଉପରେ ଯୋଜନା କରୁଥିବା ବେଳେ ପ୍ରକୃତ ହିତାଧିକାରୀ ସେହି ଯୋଜନାରେ ଉପକୃତ ନହୋଇ ହିତାଧିକାରୀଙ୍କ ପାଖକୁ ପହଞ୍ଚିବା ପୂର୍ବରୁ ଯୋଜନା ବାଟବଣା ହୋଇଯାଉଛି ବୋଲି ଜନ ସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ଏହିପରି ଏକ ଦୃଶ୍ୟ ଆଜି
Read More...

ରୁଷରୁ ତେଲ କିଣିବା ଉପରେ ଆମେରିକାର ୟୁ-ଟର୍ଣ୍ଣ, ଭାରତକୁ ଚେତାବନୀ ଦେବାକୁ ମନା କରିଦେଲା

ୱାଶିଂଟନ୍ : ହ୍ୱାଇଟ ହାଉସ ଖବରକୁ ଖାରଜ କରିଦେଇଛି । ରୁଷ୍‌ ଉପରେ ଆମେରିକାର ପ୍ରତିବନ୍ଧକକୁ ଅନ୍ୟ ଦେଶ ନିଜ ହିସାବରେ ବିଚାର କରିପାରିବେ । ହ୍ୱାଇଟ ହାଉସ କହିଛି ଯେ, ରୁଷ ଠାରୁ ତେଲ ଆମଦାନୀ କରିବା ପ୍ରତ୍ୟେକ ଦେଶର ନିଜ ନିଜ ନିଷ୍ପତ୍ତି । ଆମେରିକାର ଡେପୁଟି ନ୍ୟାସନାଲ ସିକ୍ୟୁରିଟି
Read More...

ଇମ୍ରାନ ସରକାରଙ୍କ ପତନ ପରେ ପାକିସ୍ତାନରେ ହଡ଼କମ୍ପ

ଇସଲାମାବାଦ : ଏହି ସମୟରେ ପାକିସ୍ତାନ ରାଜନୀତିରେ ଉତ୍ତେଜନା ଦେଖାଦେଇଛି । ଗତକାଲି ରାତିର ରାଜନୈତିକ ଉତ୍ତେଜନା ପରେ ଇମ୍ରାନ ଖାନଙ୍କ ସରକାର ଖସିପଡିଥିଲା ​​ଏବଂ ଇମ୍ରାନ ଖାନଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଉପରେ ୧୭୪ ଭୋଟ୍ ପଡ଼ିଥିଲା । ଇମ୍ରାନଙ୍କ ପତନ ପରେ ତାଙ୍କ ଘନିଷ୍ଠ ଲୋକଙ୍କ
Read More...