Daily Archives

ଚିକିତ୍ସାଧୀନ ଅବସ୍ଥାରେ ସାମ୍ବାଦିକଙ୍କ ଗୋଡରେ କଡ଼ି ପକାଇବା ଘଟଣା : ଅପରାଧୀକୁ ତୁରନ୍ତ ଗିରଫ କରିବାକୁ ଆଦିବାସୀ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚିକିତ୍ସାଧୀନ ଅବସ୍ଥାରେ ସାମ୍ବାଦିକଙ୍କ ଗୋଡରେ କଡ଼ି ପକାଇବା ଘଟଣା ଏକ ଧର୍ତ୍ତବ୍ୟ ଅପରାଧ । ଅପରାଧୀକୁ ତୁରନ୍ତ ଗିରଫ କରିବାକୁ ଆଦିବାସୀ ମହାସଂଘ ଦାବୀ କରିଛି । ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକର କନକ ନିୟୁଜ ଏବଂ ସମ୍ବାଦ ଖବର କାଗଜର ସାମ୍ବାଦିକ ଲୋକନାଥ
Read More...

ଶାରଳା ସାଂସ୍କୃତିକ ପରିଷଦର ସାରଳା ସାହିତ୍ୟ ଆଲୋଚନା ଓ ସମ୍ବର୍ଦ୍ଧନା ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୬ ସ୍ଥିତ ଶାରଳା ସାଂସ୍କୃତିକ ପରିଷଦ ତରଫରୁ ବାସନ୍ତୀ ପୂଜା ଅବସରରେ ସାରଳା ସାହିତ୍ୟ ଆଲୋଚନା ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଆର୍ତ୍ତଭଂଜନ ମଲ୍ଲିକଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ଅରକ୍ଷିତ କୁମାର ପାତ୍ରଙ୍କ
Read More...

ଦିବଂଗତ ଏସ୍‌ପିଙ୍କୁ ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ଅବସରପ୍ରାପ୍ତ ପୋଲିସ ଅଫିସର୍ସ କଲ୍ୟାଣ ଆସୋସିଏସନ୍‌ ତରଫରୁ ଗତବର୍ଷ କରୋନା କାଳରେ ପ୍ରାଣ ହରାଇଥିବା ଏସ୍‌ପି ପ୍ରସନ୍ନ କୁମାର ମହାନ୍ତି, ଆଇପିଏସ୍‌ଙ୍କୁ ତାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ତାଙ୍କର
Read More...

ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୁଗାନ୍ତକାରୀ ସ୍ୱଚ୍ଛ ଭାରତ ଅଭିଯାନର ଅଂଶସ୍ୱରୂପ ଗାଁ ପରିମଳ ବ୍ୟବସ୍ଥାରେ ସୁଧାର କାର୍ଯ୍ୟକ୍ରମ ସୁବର୍ଣ୍ଣପୁର ଜିଲ୍ଲାର ମୁଣ୍ଡୋଘାଟ ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି । ମୁଣ୍ଡୋଘାଟ ପଂଚାୟତର ସ୍ୱାସ୍ଥ୍ୟ
Read More...

୧୪ ନମ୍ବର ୱାର୍ଡ ବୁଲି ସମସ୍ୟା ବୁଝିଲେ ପୌର ଅଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୪ ନମ୍ବର ୱାର୍ଡର ତଳି ଅଞ୍ଚଳ ଡ୍ରେନ ସମସ୍ୟା ସହିତ ବର୍ଷା ଦିନେ ପାଣି ଯାଇପାରୁ ନଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି ଏବଂ ତାର ସମାଧାନ କିପରି କରାଯିବ ବୋଲି ଆଜି ପୌର ପରିଷଦ ଅଧ୍ୟକ୍ଷା ଲିକା ସାହୁଙ୍କ ସହିତ ୧୪ ନମ୍ବର କାଉନସିଲର ସଂଯୁକ୍ତା ଦନ୍ତା
Read More...

ରାଉରକେଲା ସାମ୍ବାଦିକ ମାନଙ୍କ ପକ୍ଷରୁ ଏଡିଏମ୍‌ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ରାଉରକେଲା, (ସସ୍ମିତା ପ୍ରଧାନ) : ନୀଳଗିରି ସାମ୍ବାଦିକ ଲୋକନାଥ ଦଳେଇଙ୍କ ଗୋଡରେ ବେଡି ପକାଇଥିବା ଓ ଅମାନବୀୟ ବ୍ୟବହାର ପାଇଁ ରାଉରକେଲା ସାମ୍ବାଦିକ ସମୁହ ନିରପେକ୍ଷ ତଦନ୍ତ ଓ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରାଯାଇଛି । ଆଜି
Read More...

କନ୍ୟା ଭୃଣ-ହତ୍ୟା ରୋକିବା ଦିଗରେ କଡା ପଦକ୍ଷେପ ଗ୍ରହଣ କରାଯିବ : ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗର୍ଭଧାରଣ ପୂର୍ବ ଓ ପ୍ରଥମ ପୂର୍ବ ଲିଙ୍ଗ ନିରୂପଣ ପଦ୍ଧତି (ପି.ସି. ଆଣ୍ଡ ପି.ଏନ୍.ଡି.ଟି) ନିୟମର ଗଞ୍ଜାମ ଜିଲ୍ଲା ପରାମର୍ଶଦାତା କମିଟିର ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । କମିଟିର ଅଧ୍ୟକ୍ଷ ତଥା ଗଞ୍ଜାମ
Read More...

ମର୍ମନ୍ତୁଦ ଦୁର୍ଘଟଣା : ୧ ମୃତ

କାମାକ୍ଷାନଗର : କାମାକ୍ଷାନଗର ଅଞ୍ଚଳରେ ଭାରସାମ୍ୟ ହରାଇ ଏକ କାର ମର୍ମନ୍ତୁଦ ଦୁର୍ଘଟଣା ଘଟାଇଥିବା ଖବର ମିଳିଛି । ଘଟଣାରେ କାର୍ ଚାଳକଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି । ମୃତକ ଜଣକ କାମାକ୍ଷାନଗର ଥାନା ମହୁଲପାଳ ଗ୍ରାମର ସନ୍ତୋଷ ସାସମଲ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ,
Read More...

ନୀଳଗିରି ସାମ୍ବାଦିକଙ୍କୁ ମେଡିକାଲରେ ବେଡି ପକାଇବା ଘଟଣାକୁ ନିନ୍ଦା କଲା ଏଏସଏମ୍‌ଏନ୍‌ଆଇ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସମ୍ବାଦ ଓ କନକ ନ୍ୟୁଜ୍‌ର ନୀଳଗିରି ପ୍ରତିନିଧି ଲୋକନାଥ ଦଳେଇଙ୍କ ବିରୋଧରେ ମିଥ୍ୟା ମକଦ୍ଦମା ରୁଜୁ କରି ପୋଲିସ୍‌ ମାରପିଟ୍‌ କରିବା ସହ ହସ୍ପିଟାଲରେ ଚିକିତ୍ସା ବେଳେ ତାଙ୍କ ଗୋଡ଼ରେ ବେଡି ପକାଇବା ଘଟଣାକୁ ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର
Read More...

‘ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା’ ଯୋଜନା ଦ୍ୱାରା ଉନ୍ନତମାନର ସ୍ୱାସ୍ଥ୍ୟସେବା ପ୍ରଦାନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଉପାନ୍ତ ଅଞ୍ଚଳରେ 'ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା' ଯୋଜନା ଦ୍ବାରା ଉନ୍ନତମାନର ସ୍ବାସ୍ଥ୍ୟସେବା ପ୍ରଦାନ ଅଧିକ ସୁନିଶ୍ଚିତ ହୋଇପାରୁଛି। ନୂଆପଡ଼ାରେ ଏକ ଦୁଇଦିନିଆ (ଏପ୍ରିଲ ୮ ଓ ୯ ତାରିଖ) ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଉଛି। ଏଥିରେ
Read More...