Monthly Archives

March 2022

ମ.ରାମପୁର ବ୍ଲକରେ ମନ୍ଦାକିନୀ ସିଂହଦେଓ ହେଲେ ଅଧ୍ୟକ୍ଷା

ମ.ରାମପୁର, (ହେମନ୍ତ ସାହୁ) : ସମସ୍ତ କଳ୍ପନା ଜଳ୍ପନାର ଅନ୍ତଘଟାଇ ମ.ରାମପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ସହିତ ମନ୍ଦାକିନୀ ସିଂହଦେଓ ହେଲେ ବ୍ଲକ ଅଧ୍ୟକ୍ଷା । ଆଜି ନାମାଙ୍କନ ଦାଖଲ ପରେ ନିର୍ବାଚନ ହୋଇଥିଲା ଏବଂ ଦୁଇଜଣ ପ୍ରାର୍ଥିନୀ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ତେବେ ନିର୍ବାଚନ
Read More...

ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ହେଲେ ଶର୍ମିଷ୍ଠା ପ୍ରଧାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ହେଲେ ଶର୍ମିଷ୍ଠା ପ୍ରଧାନ । ଆଜି ପଞ୍ଚାୟତ ସମିତି ପାଇଁ ଅଧ୍ୟକ୍ଷା ପଦବୀ ନିମନ୍ତେ ନିର୍ବାଚନରେ ବିଜେଡି ପାର୍ଥିନୀ ଶ୍ରୀମତୀ ପ୍ରଧାନ ୧୫ ଜଣ ସମିତି ସଭ୍ୟଙ୍କ ମଧ୍ୟରୁ ୧୦ ଜଣ ସମିତି ସଭ୍ୟଙ୍କ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ
Read More...

ବ୍ଲକ ଚେୟାର୍‌ମେନ ହେଲେ କଣ୍ଟାମାଲରେ ସସ୍ମିତା, ବୌଦ୍ଧରେ ବବି ଓ ହରଭଙ୍ଗାରେ ସ୍ନେହଲତା

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲାର ୩ଟି ବ୍ଲକରେ ନୂତନ ଭାବେ ବ୍ଲକ ଚେୟାର୍‌ମେନ ନିର୍ବାଚିତ ହୋଇ ଯାଇଛନ୍ତି । କଣ୍ଟାମାଲରୁ ସସ୍ମିତା ସେନାପତି ଦ୍ୱିତୀୟ ଥର ପାଇଁ ଅଧ୍ୟକ୍ଷ ହୋଇଥିବା ବେଳେ ବୌଦ୍ଧ ବ୍ଲକରୁ ଯୁବ ନେତା ପ୍ରତ୍ୟୁଷ ପ୍ରିୟଦର୍ଶୀ (ବବି) ଅଧ୍ୟକ୍ଷ ପଦ ହାତେଇଛନ୍ତି ।
Read More...

ମ.ରାମପୁର ଅଦାଲତ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁରଠାରେ ତାଲୁକ ଆଇନ ସେବା ସମିତି ତରଫରୁ ସ୍ଥାନୀୟ ଅଦାଲତ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଅଧକ୍ଷ୍ୟା ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଶ୍ରୀମତୀ ପ୍ରତ୍ୟସା ରାୟଙ୍କ ଅଧକ୍ଷ୍ୟତାରେ
Read More...

ଉଡାର ଏକ ଦିବସୀୟ ସର୍କିଲ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ : ନୂଆଁପାଲିକୁ ହରାଇ ବଲାଙ୍ଗିର ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉଡାର ସ୍କୁଲ ଖେଳ ପଡ଼ିଆରେ ଏକ ଦିବସୀୟ ସର୍କଲ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ସାଗରପାଲି, ତେଲପାଲି, ଖୁଜେନପାଲି, ସିନ୍ଦିରାବାହାଲି, କୁକୁରଖାଇ, ନୂଆଁପାଲି, ବଲାଙ୍ଗିର ଓ ଉଡାର ଦଳ ଭାଗ ନେଇଥିଲେ ।
Read More...

ଲାନ୍ଥବୁଢ଼ା କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ : ଗୁଛେପରାକୁ ହରାଇ ଦେଷଣ୍ଢ ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ସଇଁତଳା ବ୍ଲକ କେଓମାଲରେ ଲାନ୍ଥବୁଢ଼ା କ୍ରିକେଟ ପ୍ରତିଯୋଗିତା ଗତକାଲି ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାର ପ୍ରଥମ ସେମିଫାଇନାଲରେ ସିଂହାମୁଣ୍ଡାକୁ ହରାଇ ଦେଷଣ୍ଢ ଓ ଦ୍ଵିତୀୟ ସେମି ଫାଇନାଲରେ ରାନୀଦୋରକୁ ହରାଇ ଗୁଛେପରା ଦଳ ଫାଇନାଲକୁ ପ୍ରବେଶ
Read More...

ପୁଇଁନ୍ତଲାରେ ଓଡିଶା କୃଷକ ଉତ୍ପାଦକ ସଂଗଠନ ଆରମ୍ଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁତଲା ବ୍ଲକ ମହିମୁଣ୍ଡା ଠାରେ ଓଡିଶା କୃଷକ ଉତ୍ପାଦକ ସଂଗଠନ ଗଠନ କରାଯାଇ ଆରମ୍ଭ କରାଯାଇଛି । ପୁଇଁନ୍ତଲା ବ୍ଲକ କୃଷି ଅଧିକାରୀ ଶାନ୍ତନୁ କୁମାର ପଟେଲ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ କୃଷି ଅଧିକାରୀ ଏସ୍‌ସିଡିଏମ୍‌ ୧ ଆଶିଷ ହୋତା, ଡିଏମ୍‌ ୨
Read More...

ଶିକାବହେଙ୍ଗାରେ ଜୈବିକ କୃଷି ଓ ନିରାପଦ କୀଟନାଶକ ଉପରେ ସଚେତନତା କର୍ମଶାଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଶିକାବହେଙ୍ଗା ଗ୍ରାମଠାରେ ଆଜି ଜୈବିକ କୃଷି ଓ ନିରାପଦ କୀଟନାଶକର ବ୍ୟବହାର ଉପରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଏମ୍‌ଏସ୍‌ ସ୍ୱାମୀନାଥନ ସ୍କୁଲ ଅଫ୍‌
Read More...

ରାଉରକେଲା କଲେଜର ବିଦାୟ ସମ୍ବର୍ଦ୍ଧନା : ଏକ ପତ୍ରଝରା ଋତୁ ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ ସ୍ଥିତ ରାଉରକେଲା କଲେଜରେ ଶେଷ ବର୍ଷ ଓଡିଆ ଛାତ୍ରଛାତ୍ରୀ ୨୦୧୯-୨୦୨୨ ବ୍ୟାଚଙ୍କ ଉଦ୍ଦେଶ୍ୟରେ ଏକ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ 'ଏକ ପତ୍ରଝରା ଋତୁ' କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଓଡିଆ ବିଭାଗ ଦ୍ୱାରା ଆୟୋଜିତ
Read More...

ଆସନ୍ତାକାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ବ୍ୟବସ୍ଥିତ ୧୭ଟି କେନ୍ଦ୍ରରେ ୧୮ରୁ ଅଧିକ ନାଗରିକଙ୍କୁ ଟୀକାକରଣ

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର, ଉଲୁଣ୍ଡା, ବିନିକା, ତରଭା, ସୋନପୁର, (ଡୁଙ୍ଗୁରିପାଲି ବ୍ଲକ
Read More...