Monthly Archives

March 2022

ଓଡ଼ିଶା ପ୍ରସିଦ୍ଧ ମା’ ତାରାତାରିଣୀଙ୍କ ଚୈତ୍ରପର୍ବ ପ୍ରସ୍ତୁତି ବୈଠକ

ଚଳିତ ବର୍ଷ ମାନସିକଧାରୀ ଭକ୍ତଗଣ ମୁଣ୍ଡନ କରିପାରିବେବିନା ମାସ୍କରେ ପ୍ରବେଶ କରିବାକୁ ଦିଆଯିବ ନାହିଁ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ନିକଟରେ ଅବସ୍ଥାପିତ ତଥା ବ୍ରହ୍ମପୁର ସହରରୁ ୩୫କିମି ଦୂର ଏବଂ ଗଞ୍ଜାମଜିଲ୍ଲା ମହକୁମା ଛତ୍ରପୁର ଠାରୁ
Read More...

ଗଞ୍ଜାମ ମହାବିଦ୍ୟାଳୟର ରସାୟନ ବିଭାଗର ପାଠଚକ୍ର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ମହାବିଦ୍ୟାଳୟର ରସାୟନ ବିଭାଗର ଏକ ପାଠଚକ୍ର ଅଡିଟୋରିୟମ ହଲ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଡ଼ଃ.ପ୍ରବୀଣ କୁମାର ନନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ଡ଼ଃ.ସନ୍ତୋଷ କୁମାର ଚୌଧୁରୀ ମୁଖ୍ୟବକ୍ତା ଭାବେ
Read More...

ସଇଁତଲା ଓ ବଡମାଲ ଷ୍ଟେସନରେ ଏକ୍ସପ୍ରେସ ଟ୍ରେନ ରହଣୀ ପାଇଁ ଦାବୀ : ଇଷ୍ଟକୋଷ୍ଟ ରେଲୱେ ଜିଏମ୍‌ ଅର୍ଚ୍ଚନା ଯୋଶୀଙ୍କୁ…

ସଇଁତଲା, (ପ୍ରମୋଦ କୁମାର ସେଲମା) : ଆଜି ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ସଇଁତଲା ଓ ବଡ଼ମାଳ ରେଲୱେ ଷ୍ଟେସନକୁ ଇଷ୍ଟକୋଷ୍ଟ ରେଲୱେର ଜିଏମ୍‌ ଅର୍ଚ୍ଚନା ଯୋଶୀ ଓ ସମ୍ବଲପୁର ଡିଭିଜନ ଡିଆର୍‌ଏମ୍‌ ପ୍ରଦୀପ କୁମାର ସଇଁତଲା ଓ ବଡ଼ମାଳ ରେଳ ଷ୍ଟେସନ ପରିଦର୍ଶନରେ ଆସିଥିଲେ । ପ୍ରଥମେ ସଇଁତଲା
Read More...

ବିପ୍ଲବ ବହ୍ନିପ୍ରତିମା ମାଳତୀ ଦେବୀଙ୍କ ମହାପ୍ରୟାଣ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବିପ୍ଲବର ବହ୍ନିପ୍ରତିମା ମାଳତୀ ଦେବୀଙ୍କ ମହାପ୍ରୟାଣ ଦିବସ ଜଗଦା ସ୍ଥିତ ଉତ୍କଳ ନବଜୀବନ ମଣ୍ଡଳ ପକ୍ଷରୁ ପାଳିତ ହୋଇଯାଇଛି । ମଣ୍ଡଳର ସଭାପତି ସଂଜୀବ କୁମାର ମହାନ୍ତିଙ୍କ ସଭାପତିତ୍ୱ ଓ ସଂଯୋଜନା ତଥା ସାଧାରଣ ସଂପାଦକ ବୈଦ୍ୟନାଥ ଦାସଙ୍କ ଆବାହକତ୍ୱରେ
Read More...

ସେଞ୍ଚୁରିୟନ ବିଦ୍ୟାଳୟ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗିତାରେ ବିଦ୍ୟାଳୟର ପରିସରରେ ଅନ୍‌ଲାଇନ କର୍ମଶାଳା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉଦ୍ୟମ ଓ ଉଦ୍‌ଯୋଗ ହିଁ ସଫଳତାର ଚାବିକାଠି । ସମ୍ପ୍ରତି ଜଗତୀକରଣର ଯୁଗରେ ଜଣେ ସଫଳ ଉଦ୍ୟୋକ୍ତା ହିଁ ସଫଳ ସମାଜର ମୂଳ ନିର୍ମାତା । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦକ୍ଷତା ଉଦ୍ୟୋକ୍ତାର ସମସ୍ତ ଗୁଣଗୁଡିକ ବିକଶିତ କରିବା ଉଦ୍ଦେଶ୍ୟରେ ସେଞ୍ଚୁରିୟନ ବିଦ୍ୟାଳୟ ଓ
Read More...

ବେଆଇନ ଗୋ ଚାଲାଣ ବେଳେ ଗୋରୁ ଭର୍ତ୍ତି ପିକ୍‌ଅପ୍‌ ଭ୍ୟାନ ଜବତ ସହ ୪ ଅଟକ

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି ପ୍ରାୟ ଦିନ ୩ଟା ସମୟରେ ଖୋଲା ଖୋଲି ଭାବରେ କଣ୍ଟାବାଞ୍ଜିରୁ ପାଟଣାଗଡ଼ ଦେଇ ବେଆଇନ ଗୋ ଚାଲାଣ କରୁଥିବା ୨ ଗୋଟି ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ (ଓଆର୍‌୧୭ଏଚ୍୭୩୭୮ ଏବଂ ଓଡି୦୩ଡବ୍ଳୁ୧୭୬୯)କୁ ଜବତ କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ
Read More...

ଲୋକଙ୍କୁ ଖାତିର ନ କରି ଗାଡିଆରେ ଗାଧୋଉଛି ହାତୀ

ଢେଙ୍କାନାଳ ସଦର, (ତାପସ ଦାସ) : ଦିନକୁ ଦିନ ଜଙ୍ଗଲ ବିନାଶ ହେତୁ ଜଙ୍ଗଲରେ ନ ରହିପାରି ହାତୀମାନେ ଗାଁ ମୁହାଁ ହେଉଛନ୍ତି । ଆଜି ଏକ ହାତୀ ଗରମ ସହ୍ୟ ନ କରିପାରି ଢେଙ୍କାନାଳ ଠାରୁ ଖୁରୁଣ୍ଟି ରାସ୍ତାର ଜଙ୍ଗଲରୁ ବାହାରି ଯିବା ବାଟରେ ଲୋକମାନଙ୍କୁ ଖାତିର ନ କରି ରାସ୍ତା ପାଖରେ ଥିବା ଏକ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଦେଓଗାଁ ବ୍ଲକ ମୁକୁନ୍ଦପୁର ଗ୍ରା.ପ.ରୁ ଜଣେ, ପାଟଣାଗଡ ବ୍ଲକ ଖୁର୍‌ସେଲ୍‌ ଗ୍ରା.ପ.ରୁ ଜଣେ, ପାଟଣାଗଡ ଏନ୍‌ଏସି ୱାର୍ଡ ନମ୍ବର ୮ରୁ
Read More...

ସଚେତନ ନାଗରିକ ମଞ୍ଚର ନବମ ପ୍ରତିଷ୍ଠା ଦିବସ ଓ ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସଚେତନ ନାଗରିକ ମଞ୍ଚର ନବମ ପ୍ରତିଷ୍ଠା ଦିବସ ଓ ବାର୍ଷିକୋତ୍ସବ ସେକ୍ଟର ୫ସ୍ଥିତ ଶ୍ରୀ ଗୁଣ୍ଡିଚା ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ମଂଚର ସଭାପତି ଡାକ୍ତର ଫକୀର ଚରଣ ହୋତାଙ୍କ ସଭପତିତ୍ୱ, ସାଧାରଣ ସଂପାଦକ ପି.ପି.ରାୟଙ୍କ
Read More...

ଲାଠିକଟା ଆଦର୍ଶନଗରରେ ଶିବଗୁରୁ ଚର୍ଚ୍ଚା

ରାଉରକେଲା, (ସସ୍ମିତା ପ୍ରଧାନ) : ଲାଠିକଟା ଆଦର୍ଶନଗରରେ ଆଜି ଅପରାହ୍ନରେ ସାପ୍ତାହିକ ଶିବଗୁରୁ ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ଆରାଧ୍ୟ ଦେବତା ଶିବଙ୍କ ଫୋଟୋ ଚିତ୍ରରେ ଧୂପ, ଦୀପ, ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପୂଜାର୍ଚନା ହେଲା ପରେ ଶିବଙ୍କ ନାମ କୀର୍ତ୍ତନ
Read More...