Monthly Archives

March 2022

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୦୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୦୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୨୨ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୪୩ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୪ ଜଣ
Read More...

ପୌର ପରିଷଦ ନିର୍ବାଚନୀ ମଇଦାନରେ ଆହୁରି ବଢ଼ୁଛି ଉଷ୍ଣତା : ନିଜ ସପକ୍ଷରେ ଭୋଟର୍‌ଙ୍କୁ ଟାଣିବା ପାଇଁ ପ୍ରମୁଖ ଦଳଙ୍କ ବଳ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୌର ପରିଷଦ ନିର୍ବାଚନୀ ମଇଦାନରେ ଆହୁରିି ଉଷ୍ଣତା ବଢ଼ିବାରେ ଲାଗିଛି । ନିଜ ସପକ୍ଷରେ ଭୋଟର୍‌ଙ୍କୁ ଟାଣିବା ପାଇଁ ପ୍ରମୁଖ ଦଳଙ୍କ ବଳ କଷାକଷି ଏବେ ଜୋର୍‌ ଧରିଛି ନିର୍ବାଚନ ରଣାଙ୍ଗନରେ । ଲୋକଙ୍କ ମଧ୍ୟରେ ଚର୍ଚ୍ଚା ବି ଜବର୍‌ ହେବାରେ ଲାଗିଛି । ବଲାଙ୍ଗିର
Read More...

ବିଜେଡି ଗଡରେ ବିଜେପିର ବାଜିମାତ

ବରଗଡ, (ନିରୋଜ କୁମାର ପାଣୀ) : ୨୦୨୨ ପଞ୍ଚାୟତ ନିର୍ବାଚନରେ ସରଗରମ ରହିଥିଲା ବରଗଡ ବ୍ଲକ ଜୋନ-୧ ଜିଲ୍ଲା ପରିଷଦ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୁଡେଶିରା ପଞ୍ଚାୟତ । ରାଜନୀତିରେ ଗୁଡେଶିରା ପଞ୍ଚାୟତକୁ ବିଜେଡ଼ିର ଗଡ ବୋଲି କୁହାଯାଇ ଥାଏ । କିନ୍ତୁ ଏଥର ପଞ୍ଚାୟତ ନିର୍ବାଚନରେ ଗୁଡେଶିରା
Read More...

ଭୁବନେଶ୍ୱର ମହାନଗର ନିଗମ ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳର ସଦସ୍ୟମାନଙ୍କ ସହିତ ଖୋର୍ଦ୍ଧା…

ନିର୍ବାଚନ ଆଦର୍ଶ ଆଚରଣ ବିଧି ଅନୁପାଳନ ପୂର୍ବକ, ଅବାଧ, ମୁକ୍ତ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାରେ ମତଦାନ ପ୍ରକ୍ରିୟାରେ ସହଯୋଗ କରିବାକୁ ଗୁରୁତ୍ୱ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ମହାନଗର ନିଗମ ସାଧାରଣ ନିର୍ବାଚନ- ୨୦୨୨କୁ ଅବାଧ, ମୁକ୍ତ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର
Read More...

ୟୁକ୍ରେନରେ ସାମରିକ ଆକ୍ରମଣ ବନ୍ଦ କରିବାକୁ ଜାତିସଂଘ କୋର୍ଟଙ୍କ ରୁଷକୁ ନିର୍ଦ୍ଦେଶ

ହେଗ : ମିଳିତ ଜାତିସଂଘର ସର୍ବୋଚ୍ଚ ଅଦାଲତ ବୁଧବାର ରୁଷକୁ ୟୁକ୍ରେନରେ ନିଜର ସାମରିକ କାର୍ୟ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଅନେକ ବିଶ୍ଳେଷକ ବିଶ୍ୱାସ କରନ୍ତି ଯେ, ରୁଷ ଏହି ନିଷ୍ପତ୍ତି ଗ୍ରହଣ କରିବ ନାହିଁ । ଦୁଇ ସପ୍ତାହ ପୂର୍ବେ ୟୁକ୍ରେନ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍
Read More...

ରାଜପୁର ହାଇସ୍କୁଲରେ ସରୋଜିନୀ ପଟ୍ଟନାୟକ ସ୍ମାରକୀ ମେଧାବୀ ସମ୍ମାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସଦରମହକୁମା ଛତ୍ରପୁରଠାରୁ ମାତ୍ର ୭ କି.ମି. ଦୂରରେ ପଡେ ରାଜପୁର ଗ୍ରାମ । ବୁଧବାର ରାଜପୁର ହାଇସ୍କୁଲରେ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀରେ ଟପର ହୋଇଥିବା ଛାତ୍ର ଛାତ୍ରୀଙ୍କୁ ସରୋଜିନୀ ସ୍ମାରକୀ ମେଧାବୀ ସମ୍ମାନ ପ୍ରଦାନ ସହ ଉତ୍ସାହିତ କରାଯାଇଛି ।
Read More...

ଧଣ୍ଡାମୁଣ୍ଡା ଫଗୁଣ ପୂର୍ଣ୍ଣିମା ମେଳାରେ କ୍ଷୁଦ୍ର ଶସ୍ୟ ଖାଦ୍ୟ ପର୍ବ ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଧଣ୍ଡାମୁଣ୍ଡାଠାରେ ହେଉଥିବା ଫଗୁଣ ପୂର୍ଣ୍ଣିମା ମେଳାଠାରେ ମିଲେଟ ଫୁଡ଼ ଫେଷ୍ଟିଭାଲ ଉଦ୍‌ଘାଟିତ ହୋଇଯାଇଛି । ଓଡିଶା ମିଲେଟ ମିଶନ, ବଲାଙ୍ଗିର ଆତ୍ମା, ଏନ୍.ସି.ଡ଼ି.ଏସ୍‌ ଏବଂ ୱାସନ, ୱାଇସିଡ଼ିଏର ମିଳିତ ସହଯୋଗରେ
Read More...

ବରଗଡ଼ ପୌର ପରିଷଦ ନିର୍ବାଚନ : ବଢୁଛି ଉଷ୍ମତା ବୃଦ୍ଧି

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ପୌର ପରିଷଦ ନିର୍ବାଚନ ପାଇଁ ଭୋଟ ଗ୍ରହଣ ତାରିଖ ଯେତିକି ପାଖେଇ ଆସୁଛି, ଗ୍ରୀଷ୍ମ ପ୍ରବାହର ତାତି ସାଙ୍ଗକୁ ପ୍ରଚାରର ଉଷ୍ମତା ମଧ୍ୟ ବୃଦ୍ଧି ପାଇଛି । ବରଗଡ଼ ସମେତ ବରପାଲି, ବିଜେପୁର ଏବଂ ପଦ୍ମପୁର ସହରରେ ଡିକବାଜି ଯନ୍ତ୍ର ଦ୍ବାରା
Read More...

ସଡ଼କ ଦୁର୍ଘଟଣାରେ ଗୋପାଳପୁର ବନ୍ଦର ଶ୍ରମିକ ମୃତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଠାରୁ ଗୋପାଳପୁରକୁ ଯାଇଥିବା ୫୧୬ ନମ୍ବର ଜାତୀୟ ରାଜପଥ କଣମଣା ଛକ ଠାରେ ଏକ ସଡ଼କ ଦୁର୍ଘଟଣାରେ ଗୋପାଳପୁର ବନ୍ଦର ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତ ବ୍ୟକ୍ତି ଗୋପାଳପୁରବନ୍ଦରରେ ଜଣେ ସିକ୍ୟୁରିଟି ଗାର୍ଡ ଭାବେ ନିୟୋଜିତ
Read More...

ଇଟ୍ ସ୍ମାର୍ଟ ସିଟିଜ୍ ଚାଲେଞ୍ଜ ଜିତିଲା ରାଉରକେଲା

• ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଇଟ୍ ସ୍ମାର୍ଟ ସିଟିଜ୍ ଚାଲେଞ୍ଜ ବିଜେତା ସହରମାନଙ୍କ ନାମ ଘୋଷଣା ; ଦେଶର ୧୧ଟି ସ୍ମାର୍ଟ ସହର ଜିତିଲେ ପୁରସ୍କାର• ସୁରକ୍ଷିତ ଖାଦ୍ୟ ପ୍ରଣାଳୀ ପାଇଁ ଅଭିନବ ପଦକ୍ଷେପ ଗ୍ରହଣ କରିଥିବାରୁ ପୁରସ୍କାର ଜିତିଲା ରାଉରକେଲା ଭୁବନେଶ୍ୱର,
Read More...