Monthly Archives

March 2022

ଇଷ୍ଟକୋଷ୍ଟ ରେଲୱେ ଜେନେରାଲ ମ୍ୟାନେଜରଙ୍କ ସାକ୍ଷାତକାର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ରେଳ ଉପଭୋକ୍ତା ସଂଘର ସଭାପତି ଧର୍ମବ୍ରତ ରଥ ଓ ବରିଷ୍ଠ ସଦସ୍ୟ ଦିବାକର ହୋତା, ମହେଶ୍ୱର ସାହୁ ପ୍ରମୁଖ ପୂର୍ବତଟ ରେଳପଥ ଭୁବନେଶ୍ୱରରୁ ପରିଦର୍ଶନରେ ଆସିଥିବା ଜିଏମ୍‌ ଅର୍ଚ୍ଚନା ଯୋଷୀ, ଡିଆରଏମ୍‌ ପ୍ରଦିପ କୁମାର ଓ ତାଙ୍କ ପ୍ରତିନିଧିଙ୍କ ସହ
Read More...

ଯୁବ କଳାକାର ମେଧାବୃତ୍ତି ପାଇଲେ ରୀମା, ସୋମା ଓ ସୁମିତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତ ସରାକରଙ୍କ ସଂସ୍କୃତି ବିଭାଗ ସିସିଆର୍‌ଟି ତରଫରୁ ପ୍ରତିବର୍ଷ ଯୁବ କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମେଧାବୃତ୍ତି ପ୍ରଦାନ କରାଯାଇଥାଏ । ତେବେ ୨୦୧୯-୨୦ ବର୍ଷ ପାଇଁ ଇତି ମଧ୍ୟରେ ଏହି ମେଧାବୃତ୍ତି ଘୋଷଣା କରାଯାଇଛି । ଗର୍ବ ଓ ଗୌରବର କଥା
Read More...

ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା ଶିବିର ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ବଲାଙ୍ଗିରରେ ଗତ ତା.୦୯.୦୩.୨୦୨୨ ଠାରୁ ତା.୧୭.୦୩.୨୦୨୨ ପର୍ଯ୍ୟନ୍ତ ଚାଲିଥିବା ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା ଶିବିର ଉଦ୍‌ଯାପିତ ହୋଇଯାଇଛି । କ୍ରୀଡା ଶିକ୍ଷୟତ୍ରୀ ଜ୍ୟୋସ୍ନାରାଣୀ ନନ୍ଦ ଏବଂ କସ୍ତୁରୀ ରଥଙ୍କ
Read More...

ମ୍ୟୁଜିକ୍ ସର୍କଲରେ ବସନ୍ତ ସମରୋହର ୩ୟ ସଂଧ୍ୟା

ରାଉରକେଲାର ସାଂସ୍କୃତିକ ଇତିହାସକୁ ମ୍ୟୁଜିକ୍ ସର୍କଲର ଅବଦାନ ଅତୁଳନୀୟ ରାଉରକେଲା, (ସସ୍ମିତା ପ୍ରଧାନ) : ଚାରିଦିନ ବ୍ୟାପୀ ଚାଲିଥିବା ବସନ୍ତ ସମାରୋହର ତୃତୀୟ ସଂଧ୍ୟା ରାଉରକେଲା ଇସ୍ପାତ କାରଖାନାର ଅବସରପ୍ରାପ୍ତ ଉପମହାପ୍ରବନ୍ଧକ ଇଂ.ପ୍ରତାପ କୁମାର ରାୟଙ୍କ ସଭାପତିତ୍ବରେ ଆରମ୍ଭ
Read More...

ଶ୍ରୀ ଶାଲେଶ୍ୱର ଦେବଙ୍କ ପଞ୍ଚୁ ଦୋଳ ମେଳଣ ଉତ୍ସବ ଅନୁଷ୍ଠିତ

ଖୋର୍ଦ୍ଧା, (କେପିଏନ୍‌ଏସ୍‌) : ଅଣ୍ଡାଗ୍ରାମର ଶାନ୍ତି କମିଟି, ଶ୍ରୀ ଶାଳେଶ୍ୱର ଟ୍ରଷ୍ଟି କମିଟି ଓ ସମସ୍ତ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଶ୍ରୀ ଶାଲେଶ୍ୱର ଦେବଙ୍କ ପଞ୍ଚୁ ଦୋଳ ମେଳଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ମେଳଣ ୧୫୦ବର୍ଷ ପୂର୍ବେ ଆରମ୍ଭ କରାଯାଇଥିଲା । ବାଲୁଙ୍କେଶ୍ୱର ଦେବ
Read More...

ଜିଲ୍ଲାସ୍ତରୀୟ ଯୁବ ପଡୋଶୀ ସାଂସଦ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ନେହେରୁ ଯୁବ କେନ୍ଦ୍ର ସୋନପୁର ଆନୁକୂଲ୍ୟରେ ଜିଲ୍ଳାସ୍ତରୀୟ ଯୁବ ପଡୋଶୀ ସାଂସଦ କାର୍ଯ୍ୟକ୍ରମ ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯୁବକ ଯୁବତୀମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ଓ ଆଇନ
Read More...

୩ୟ ଦେଶଫାଲ୍ ଲୋକକଳା ମହୋତ୍ସବ ଉଦ୍‌ଘାଟିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଉପଖଣ୍ଡର ଧର୍ମଶାଳାଠାରେ ଗତକାଲି ରାତି ତୃତୀୟ ଦେଶଫାଲ୍ ଲୋକକଳା ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ପର୍ବରେ ଶିକ୍ଷାବିଦ୍ ଡଃ ପ୍ରଫୁଲ୍ଲ ରଥ, ଡଃ କେଦାରନାଥ ମିଶ୍ର, ଡଃ ରାମେଶ୍ବର ନାଏକ ଓ ଐତିହାସିକ
Read More...

ଆସନ୍ତା ଏପ୍ରିଲ ୪ ତାରିଖରୁ ସକାଳୁଆ କୋର୍ଟ

କଟକ : ଆସନ୍ତା ଏପ୍ରିଲ ୪ ତାରିଖରୁ ରାଜ୍ୟର ସମସ୍ତ ଅଧସ୍ତନ କୋର୍ଟ ସକାଳୁଆ ଚାଲିବ । ପୁରୀ, ଭୁବନେଶ୍ୱର, ବ୍ରହ୍ମପୁର, ଛତ୍ରପୁର, କୋରାପୁଟ କୋର୍ଟ ଛଡ଼ା ସବୁ ସକାଳୁଆ ହେବ । ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଚାଲିବ କୋର୍ଟ । ମଝିରେ କେବଳ ଦିନ ୧୦ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ବିରତି
Read More...

ଶ୍ରୀ ସାଲେଶ୍ୱର ମହାଦେବଙ୍କ ପୀଠରେ ଯଂଜ୍ଞ ଓ ମହାଜଜ୍ଞର ଆୟୋଜନ

ଖୋର୍ଦ୍ଧା, (କେପିଏନ୍‌ଏସ୍‌) : ବିଶ୍ୱର କଲ୍ୟାଣ ତଥା ସର୍ବସାଧାରଣମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ମଙ୍ଗଳମୟ ଶିବଙ୍କ ନିକଟରେ ଘୃତାର୍ପଣ ପୂର୍ବକ ଯଂଜ୍ଞ ଓ ମହାଜଜ୍ଞର ଆୟୋଜନ ଆମ ହିନ୍ଦୁ ପରମ୍ପରାର ଏକ ବିଶେଷ ଅଙ୍ଗ ଭାବେ ରହିଆସିଅଛି । ଏହିପରି ଏକ ଆଧ୍ୟାତ୍ମିକ ଓ ମାଙ୍ଗଳିକ ଉଦ୍ୟମ ବିଗତ
Read More...

ରାଜସ୍ଥାନର ଜଣେ ମହିଳା, ଯିଏ କୁଆଁରୀ ପରିଚୟ ଦେଇ ବିବାହ କରନ୍ତି, ତା’ପରେ ସ୍ୱାମୀଙ୍କୁ ଲୁଟନ୍ତି

ବାଡ଼ମେର୍ : ରାଜସ୍ଥାନର ବାଡ଼ମେର୍ ଜିଲ୍ଲାର ଚୌହଟନ ପୋଲିସ ଷ୍ଟେସନ ଅଞ୍ଚଳରେ ଜଣେ ଲୁଟେରା ଦୁଲ୍‌ହନ୍‌ ଧରାପଡିଛି । ସେ ଅବିବାହିତ ବୋଲି ଦର୍ଶାଇ ବିବାହ କରନ୍ତି ଏବଂ ପରେ ସ୍ୱାମୀଙ୍କ ଠାରୁ ଟଙ୍କା ଏବଂ ଅଳଙ୍କାର ଲୁଟି ପଳାୟନ କରନ୍ତି । ବ୍ଲାକମେଲିଂ କରିବାକୁ ମଧ୍ୟ ପଛଘୁଞ୍ଚା ଦିଅନ୍ତି
Read More...