Monthly Archives

March 2022

୨୫ ଦିନରେ ପହଂଚିଲା ମହାବିନାଶକାରୀ ଯୁଦ୍ଧ : ଆକ୍ରମଣରେ ଥକୁନାହିଁ ରୁଷ୍‌, ଆତ୍ମସପର୍ମଣ ପାଇଁ ମାନୁନାହିଁ ୟୁକ୍ରେନ୍‌

କିଭ୍‌ : ଆଜି ୨୫ ଦିନରେ ପହଂଚିଛି ମହାବିନାକାରୀ ରୁଷ-ୟୁକେନ୍‌ ଯୁଦ୍ଧ । ତାବଡ୍‌ତୋଡ଼ ଆକ୍ରମଣରେ ରୁଷ୍‌ ଥକୁ ନଥିବା ବେଳେ ଆତ୍ମସମର୍ପଣ ପାଇଁ ପ୍ରସ୍ତୁତ ହେଉନାହିଁ ୟୁକ୍ରେନ୍‌ । ଲକ୍ଷ୍ୟ ହାସଲ୍‌ ପର୍ୟ୍ୟନ୍ତ ଆକ୍ରମଣ ଜାରି ରହିବ ବୋଲି ସ୍ପଷ୍ଟ କରି ଦେଇଛି ରୁଷ୍‌ । ଘମାଘୋଟ ବୋମା, ରକେଟ୍‌,
Read More...

ଜମିବାଡ଼ି ପାଇଁ ଗଣ୍ଡଗୋଳ : ଜଣେ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ବରଗାଁରେ ଜମି ବିବାଦକୁ ନେଇ ମରଣାନ୍ତକ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଜଣକ ବରଗାଁର ଧନୁ ବୁଡେକ ବୋଲି ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ବରଗାଁର ଧନୁ ବୁଡେକ ଏବଂ
Read More...

ହୋଲି ଖେଳି ସାରି ଗାଧେଇବାକୁ ଯାଇ ପୋଖରୀରେ ବୁଡି ଦୁଇ ଭଉଣୀଙ୍କ ମୃତ୍ୟୁ

ପାଟଣା : ବାରିଆ ଥାନା ଭୁଇଁପୁର ମଠ ସାହିରେ ହୋଲି ଖେଳି ସାରି ଗାଧେଇବାକୁ ଯାଇ ପୋଖରୀରେ ବୁଡି ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତ ଦୁଇ ଭଉଣୀ ସ୍ୱାତିରାଣୀ ନାଏକ ଓ ସଞ୍ଜୁଲତା ନାଏକ ବୋଲି ଜଣାପଡିଛି ।ସୂଚନା ଅନୁସାରେ ୨ ଭଉଣୀ ସ୍ବାତିରାଣୀ ଓ ସଞ୍ଜୁଲତା ଗତକାଲି ହୋଲି ଖେଳି
Read More...

ଜନସାଧାରଣଙ୍କ ସହ ହୋଲି ପର୍ବ ପାଳିଲେ ବିଧାୟକ ସରୋଜ ମେହେର

ପାଟଣାଗଡ଼, (ଗୋରେଖନାଥ ବରିହା) : ରଙ୍ଗ ଓ ଭାଇଚାରାର ପର୍ବ ହୋଲି । ଆନନ୍ଦ ଉଲ୍ଲାସର ସହ ପରସ୍ପରକୁ ଅବିର ଓ ରଙ୍ଗ ଲଗାଇଥାନ୍ତି ସମସ୍ତେ । କିଛି ସମୟ ପାଇଁ ହେଉ ପଛେ ସମସ୍ତେ ଭୁଲି ଯାଇଆନ୍ତି ଜୀବନର ସବୁ ଦୁଃଖ, କଷ୍ଟ । ରଙ୍ଗ ଖେଳିବା ସହ ସମସ୍ତେ ମଜ୍ଜି ଯାଇଥିଲେ ନାଚ ଗୀତରେ । ଏଥିସହ ଭାବର
Read More...

ହମିରପୁର ଉନ୍ନୟନ ପରିଷଦର ହୋଲି ମିଳନ ଓ ମତ ବିନିମୟ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ଉନ୍ନୟନ ପରିଷଦ ହୋଲି ମିଳନ ଓ ମତ ବିନିମୟ କାର୍ଯ୍ୟକ୍ରମ ସ୍ଥାନୀୟ ତାରିଣୀ ସାଇ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଡଃ ସୁମନ ଦତ୍ତଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ଡଃ ପ୍ରଭାତ କୁମାର ମଲ୍ଲିକ
Read More...

ହୋଲି ଖେଳି ସାରି ପୋଖରୀରେ ଗାଧୋଇବା ବେଳେ ବୁଡି ଯାଇ ୬ ଜଣ ନିଖୋଜ ଘଟଣା : ୫ ମୃତଦେହ ଉଦ୍ଧାର

ଯାଜପୁର ରୋଡ୍ : ଯାଜପୁର ଜିଲ୍ଲା ଖରସ୍ରୋତା ନଦୀକୁ ଶୁକ୍ରବାର ଗାଧୋଇବାକୁ ଯାଇଥିବା ବେଳେ ବୁଡିଯାଇ ୬ ଜଣ ନିଖୋଜ ହୋଇଥିଲେ । ଖବର ପାଇ ଅଗ୍ନିଶମ, ଓଡ୍ରାଫ ବାହିନୀ ମିଳିତ ଭାବେ ନଦୀରେ ଗତ ୨ ଦିନ ଧରି ଖୋଜାଖୋଜି ଜାରି ରଖିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କ ମୃତଦେହ ଉଦ୍ଧାର
Read More...

ହୋଲି ଖେଳି ସାରି ପୋଖରୀରେ ଗାଧୋଇବା ବେଳେ ବୁଡି ଯାଇ ଜଣଙ୍କର ମୃତ୍ୟୁ

କେନ୍ଦୁଝର : ହୋଲି ଖେଳି ସାରି ପୋଖରୀରେ ଗାଧୋଇବା ବେଳେ ବୁଡି ଯାଇ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଜଣକ ଟାଉନ ଥାନା ନରଣପୁର ପଞ୍ଚାୟତ ହରିଡାଗୋଠ ଗାଁର ସୁବ୍ରତ ବେହେରା ବୋଲି ଜଣାପଡିଛି । ସୂଚନା ଅନୁସାରେ ସୁବ୍ରତ ରଙ୍ଗ ଖେଳି ସାରି ଗାଁ ନିକଟ ପୋଖରିରେ ଗାଧୋଉଥିବା ସମୟରେ
Read More...

ତୁରୁଙ୍ଗାରେ ଚବିଶ ପ୍ରହରୀ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ବ୍ଳକ ଅନ୍ତର୍ଗତ ତୁରୁଙ୍ଗା ଗାଁରେ ଚବିଶ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଗାଁର ଶତାଧିକ ଭକ୍ତ ପ୍ରଥମେ ଗାଁ ପୋଖରୀ ତାଲ ମୃଦଙ୍ଗର ତାଲେ ତାଲେ ପୂର୍ଣ୍ଣ କଲସୀ ଆଣି ଯଜ୍ଞ ମଣ୍ଡପରେ ରଖିଥିଲେ । କୃଷ୍ଣ ଚନ୍ଦ୍ର ମହାରାଜ କର୍ତ୍ତା ଦାୟିତ୍ଵ ତୁଲାଇ
Read More...

ବଲାଙ୍ଗିର ପୌରାଂଚଳରେ ଜବର୍‌ଦସ୍ତ ବଢ଼ୁଛି ନିର୍ବାଚନ ତାତି : କଂଗ୍ରେସ ପାଇଁ ବଡ଼ ଚ୍ୟାଲେଂଜ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଂଚଳରେ ଜବର୍‌ଦସ୍ତ ବଢ଼ୁଛି ନିର୍ବାଚନ ତାତି । ଆସନ୍ତା ୨୪ ତାରିଖ ଦିନ ଭୋଟ ଗ୍ରହଣ, ୨୨ ତାରିଖ ଯାଏଁ ପ୍ରଚାର । ପ୍ରଚାର କରିବାକୁ ହାତରେ ଖୁବ୍‌ କମ୍‌ ସମୟ । ଏମିତି ବେଳେ ଅଧ୍ୟକ୍ଷା ଓ କାଉନ୍‌ସିଲର୍‌ ପ୍ରାର୍ଥୀଙ୍କ ତନାଘନା ପ୍ରଚାର ସହରରେ
Read More...

ରୁଷ ପ୍ରଥମ ଥର ପାଇଁ ୟୁକ୍ରେନ ଉପରେ ହାଇପର୍‌ ସୋନିକ୍ କ୍ଷେପଣାସ୍ତ୍ର ମାଡ଼ କଲା, ବାୟୁସେନାର ଭୂତଳ ଭିତ୍ତିଭୂମି…

କିଭ୍‌ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ୨୪ ଦିନ ପରେ ତୃତୀୟ ବିଶ୍ୱଯୁଦ୍ଧ ଆଡ଼କୁ ଆଗେଇ ଥିବା ଆଲୋଚନା ହେଉଛି । ଏହି ଦିଗକୁ ନେଇ ସଂଦେହ କରାଯାଉଛି, କାରଣ ଆଜି ଯୁଦ୍ଧକ୍ଷେତ୍ରରୁ ଏହିପରି ଦୁଇଟି ବଡ଼ ଖବର ଆସିଛି, ଯାହା ଆଗାମୀ ଦିନରେ ଯୁଦ୍ଧର ଗତିବିଧିକୁ ଅତ୍ୟନ୍ତ
Read More...