ଶ୍ରୀ ରାମେଶ୍ୱର, କପିଳେଶ୍ୱର, ମା’ ଦଣ୍ଡକାଳୀ ଓ ଗ୍ରାମଦେବୀଙ୍କ ନୂତନ ବିଗ୍ରହ ଓ ପ୍ରସାଦ ପ୍ରତିଷ୍ଠା ମହୋତ୍ସବ
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଂଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ପଞ୍ଚାୟତର ବରଦା ଗ୍ରାମରେ ଶ୍ରୀ ରାମେଶ୍ୱର, କପିଳେଶ୍ୱର, ମା' ଦଣ୍ଡକାଳୀ, ଗ୍ରାମଦେବୀଙ୍କ ନୂତନ ବିଗ୍ରହ ଓ ନବନିର୍ମିତ ପ୍ରସାଦ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଆୟୋଜିତ ହେଉଛି । ଏହି ଅବସରରେ ପୁଣ୍ୟତୋୟା ଋଷିକୂଲ୍ୟା!-->…
Read More...
Read More...