Monthly Archives

March 2022

ମହିଳାଙ୍କ ହାତରେ ବିକାଶର ଡ଼ୋରି : ୧୯ରୁ ୧୪ ପଞ୍ଚାୟତରେ ମହିଳା ସରପଞ୍ଚ

ମ.ରାମପୁର, (ହେମନ୍ତ ସାହୁ) : ଆଗକୁ ଆସୁଛି ମାର୍ଚ୍ଚ ୮ ତାରିଖ, ଆନ୍ତର୍ଜାତୀୟ ମହିଳା ଦିବସ । ମହିଳାମାନଙ୍କୁ ଚୁଲି ମୁଣ୍ଡରୁ ଆଗକୁ ଆଣି ବିକାଶର ନେତୃତ୍ୱ ଦେବାକୁ ଯୋଜନା ଆରମ୍ଭ ହୋଇଥିଲା ଗତ କିଛି ବର୍ଷ ତଳେ । ମହିଳାମାନେ ବିି ଏବେ ପଦାକୁ ଆସିଲେଣି । ବିଭିନ୍ନ କ୍ଷେତ୍ରରେ ନିଜକୁ ସାମିଲ
Read More...

ରଂଜିତ ସାହୁ ‘ମୋ ସ୍କୁଲ ଅଭିଯାନ’ରେ ୫୦ ହଜାର ଦାନ କଲେ : ଛୁଟୁଛି ପ୍ରଶଂସା

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକର ଆଦିବାସୀ ଉଚ୍ଚ ବିଦ୍ୟାଳୟ, ନୂଆଁପାଲିର ୨୦୦୪ ଦଶମ ବ୍ୟାଚର ପୁରାତନ ଛାତ୍ର ରଂଜିତ କୁମାର ସାହୁ ମୋ ସ୍କୁଲ ଅଭିଯାନରେ ୫୦ ହଜାର ଟଙ୍କା ଦାନ କରିଛନ୍ତି । ଶ୍ରୀ ସାହୁ ଆମ୍ବଗାଁ ନିବାସୀ ହୋଇଥିବା ବେଳେ ବର୍ତ୍ତମାନ ଓଡିଶା ଆଦର୍ଶ
Read More...

ବ୍ରହ୍ମାକୁମାରୀଙ୍କ ପକ୍ଷରୁ ତ୍ରିମୂର୍ତ୍ତି ଶିବ ଜୟନ୍ତୀ ପାଳିତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାନ ପକ୍ଷରୁ ବିଭିନ୍ନ ସ୍ଥାନରେ ପବିତ୍ର ମହାଶିବରାତ୍ରି ଉପଲକ୍ଷେ ୮୬ତମ ତ୍ରି-ମୂର୍ତ୍ତି ଶିବ ଜୟନ୍ତୀ ପାଳିତ ହୋଇଯାଇଛି । ଜନସାଧାରଣଙ୍କୁ ଈଶ୍ୱରୀୟ ସନ୍ଦେଶ, ଈଶ୍ୱରୀୟ ଜ୍ଞାନ ତଥା ସହଜ ରାଜଯୋଗ
Read More...

ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ

ପ୍ରଥମ ଦିବସରେ ରମ୍ଭା ଓ ଗଂଜାମ ଏନ୍‌ଏସିରେ ନାମାଙ୍କନ ପତ୍ର ଦାଖଲ ହେଲା ନାହିିଁ ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରାଜ୍ୟରେ ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିବସରେ ଗଞ୍ଜାମ ଓ ରମ୍ଭା ଏନ୍‌ଏସିରେ କେହି ବି ଜଣେ ପ୍ରାର୍ଥୀ ପତ୍ର
Read More...

ଉଦ୍‌ଯାପିତ ହେଲା ଜାଗର ଯାତ୍ରା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପବିତ୍ର ମହାଶିବରାତ୍ରି ଜାଗର ଯାତ୍ରା ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ଗଞ୍ଜାମ ସହରାଞ୍ଚଳ ଓ ଗ୍ରାମାଞ୍ଚରେ ରହିଥିବା ବିଭିନ୍ନ ଶୈବପୀଠମାନଙ୍କରେ ଶ୍ରଦ୍ଧାଳୁମାନେ ରାତ୍ର ଉଜାଗର ରହି ମହାଦୀପ ଅବଲୋକ କରବା ସହ ମହାଦେବଙ୍କୁ ଆରାଧାନା କରିଛନ୍ତି ।
Read More...

କବି ଚତୁର୍ଭୁଜ ସାଆନ୍ତ ସୁରତା ସଭା ଆଭାସୀ ମାଧ୍ୟମରେ ଆୟୋଜିତ

ପାଟଣାଗଡ, (ଗୋରେଖନାଥ ବରିହା) : କୋସଲି ଡେରା ପାଟଣାଗଡ ତରଫରୁ ମହାନ କୋସଲି କବି, ଆଲୋଚକ ତଥା ସଂଗଠକ ଚତୁର୍ଭୁଜ ସାଆନ୍ତଙ୍କ ଜନ୍ମ ଦିନରେ ଏକ ସ୍ମୃତି ସଭା ଗୁଗୁଲ ମିଟରେ ଅନୁଷ୍ଠିତ ହୋଇ ଯାଇଛି । କାର୍ଯ୍ୟକ୍ରମକୁ ବିଶିଷ୍ଟ ସାହିତ୍ୟିକ ତଥା ଗବେଷକ ସଂଜୟ କୁମାର ମିଶ୍ର ସଂଯୋଜନା କରିଥିଲେ ।
Read More...

ପ୍ରଶାନ୍ତ ପାଇବେ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକ୍ ରେଗଡା ଗ୍ରାମର ଚିତ୍ରସେନ ଦାଶଙ୍କ ପୁଅ ତଥା ଖ୍ୟାତନାମା ଯୁବ କବି ପ୍ରଶାନ୍ତ କୁମାର ଦାଶଙ୍କ ନାମ ୨୦୨୧ ମସିହା ପାଇଁ ସମ୍ମାନଜନକ ପେନ୍ ଇନ୍ ବୁକ୍ସ ଯୁବ ଲେଖକ ପୁରସ୍କାର ତାଲିକାରେ ସ୍ଥାନ ପାଇଛି । ଅଗ୍ରଣୀ
Read More...

‘ବିଜ୍ଞାନ ଯୁଗର ଅଜ୍ଞାନ ମୁନୁଷ୍‌’ ନାଟକ ମଞ୍ଚସ୍ଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜ୍ଞାନ ସହାୟତାରେ ଆମେ ଅନେକ ବାଟ ଆଗେଇଛୁ । ବିଜ୍ଞାନ ଆମକୁ ଦିଗଦର୍ଶନ ଦେଇଛି, କିନ୍ତୁ ଏହାକୁ ମଣିଷ ସମାଜ ଠିକଣା ଭାବେ ବ୍ୟବହାର କରି ପାରୁନି ଯାହା ଫଳରେ ଯେତିକି ସୁବିଧା ହେଉଛି ସେତିିକି ଅସୁବିଧା ମଧ୍ୟ ହେଉଛି । ଉଦାହରଣ ସ୍ୱରୂପ କୋଭିଡ ସମୟକୁ
Read More...

ୟୁକ୍ରେନରୁ ଫେରିଲେ ବରଗଡ଼ର ଛାତ୍ର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ୟୁକ୍ରେନରେ ଯୁଦ୍ଧର ଭୟାଭୟତା ମଧ୍ୟରେ ରୋମାନିଆ ସୀମାରେ ଫସି ରହିଥିବା ବରଗଡ଼ ସଦର ମହକୁମା ତଲିପଡାର ଡାକ୍ତରୀ ଛାତ୍ର ଅନୁପମ କର ଆଜି ସକାଳୁ ରାୟପୁର ଦେଇ ଘରକୁ ଫେରିଛନ୍ତି । ୟୁକ୍ରେନର ଏକ ମେଡ଼ିକାଲ କଲେଜରେ ଦ୍ବିତୀୟ ବର୍ଷ ମେଡିକାଲ ଛାତ୍ର ଅନୁପମ
Read More...

ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ବିକ୍ରି ଆରମ୍ଭ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଗତ ୨୮ ତାରିଖରେ ରାଜ୍ୟ ନିର୍ବାଚନ କମିଶନ ପୌର ପରିଷଦ ନିର୍ବାଚନ ଘୋଷଣା ପରେ ଆଜିଠୁ କାଉନସିଲର ଓ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପତ୍ର ବିକ୍ରି ଓ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ୧୮ ନମ୍ବର ୱାର୍ଡ ସଭ୍ୟ ପାଇଁ ଏପିପି ଦଳର ଆଭୟ ସାମଲ, ୧୦ ନମ୍ବର
Read More...