Monthly Archives

February 2022

ଶୃଙ୍ଖଳାର ସହ ଶେଷ ହେଲା ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ : ଡେଲାଙ୍ଗରେ ୭୩.୫୬% ମତଦାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାର ଚତୁର୍ଥ ପର୍ଯ୍ୟାୟରେ ଡେଲାଙ୍ଗ ବ୍ଲକରେ ଶାନ୍ତିଶୃଙ୍ଖଳାର ସହ ଭୋଟ ଗ୍ରହଣ କାର୍ଯ୍ୟ ଶେଷ ହୋଇଛି । ତେବେ ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ ହୋଇ ନ ଥିବାରୁ କାଁ ଭାଁ ମତଦାନ ପ୍ରକ୍ରିୟା ସାମୟିକ ଭାବେ
Read More...

ଦେଓଗାଁ ବ୍ଲକରେ ପଞ୍ଚାୟତ ନିର୍ବାଚନ ଶେଷ : ୩୧୩ଟି କେନ୍ଦ୍ରରେ ୬୧ହଜାର ୨୧୧ଜଣ କଲେ ମତଦାନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଗତକାଲି ଶେଷ ହୋଇଯାଇଛି । ୨୬ଟି ପଞ୍ଚାୟତରେ ଥିବା ୭୫ ହଜାର ୫୪୪ ଜଣ ମତଦାତାଙ୍କ ମଧ୍ୟରୁ ୩୧ ହଜାର ୩୭୫ ପୁରୁଷ ଓ ୨୯ହଜାର ୮୩୬ଜଣ ମହିଲା ମୋଟ ଭାବେ ୬୧ ହଜାର ୨୧୧ଜଣ ମତଦାନ କରିଛନ୍ତି । ଯାହାକି ମୋଟ
Read More...

ବସୁଧା ଯୋଜନା ଫେଲ : କୂଅ ପାଣି ହିଁ ଭରସା, ସମସ୍ୟା ଘେରରେ ଅଞ୍ଚଳବାସୀ : ସରକାରଙ୍କ ଦୃଷ୍ଟି ପଡ଼ୁ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିମ୍ବିରିଗୁଡା ପଞ୍ଚାୟତ ଉଜୁମୁଷ୍ପା ଗାଁରେ ରହି ଆସୁଛନ୍ତି ୫୦ରୁ ଅଧିକ ପରିବାର । କିନ୍ତୁ ଫେଲ୍ ମାରିଛି, ସରକାରଙ୍କ ବସୁଧା ଯୋଜନା, ଟ୍ୟାପ ଅଛି ପାଣି ମୁନ୍ଦାଏ ମିଳୁନି ପିଇବାକୁ, " ଜଳ ହିଁ ଜୀବନ ଜଳ
Read More...

ସାମ୍ବାଦିକମାନଙ୍କ ଉପରେ ବାରମ୍ବାର ଆକ୍ରମଣକୁ ବିରୋଧ କରି ଦାବୀପତ୍ର ପ୍ରଦାନ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଗତକାଲି ଅପରାହ୍ନରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ । ରାଜ୍ୟରେ ତ୍ରିସ୍ତରୀୟ ନିର୍ବାଚନ ସମୟରେ ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ମାଡମାରିବା ଘଟଣାକୁ ସଂଘ ପକ୍ଷରୁ
Read More...

୫ମ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ପ୍ରଚାର ଶେଷ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ପାଇଁ ଗତକାଲି ସଂଧ୍ୟାରୁ ପ୍ରଚାର ଶେଷ ହୋଇଛି । ଜିଲ୍ଲାର ସଦର ବରଗଡ଼ ବ୍ଲକ ପାଇଁ ଆସନ୍ତା ୨୪ ତାରିଖ ଦିନ ଭୋଟ ଗ୍ରହଣ ହେବ । ଆସନ୍ତା କାଲି ସକାଳୁ ପୁଲିଂ ପାର୍ଟି ଭୋଟ ଗ୍ରହଣ କେନ୍ଦ୍ରରେ ପହଞ୍ଚିବେ ।
Read More...

ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳରେ ଦମ୍ପତିଙ୍କ ଉପରେ ଛୁରା ମାଡ଼

• ସଙ୍କଟାପନ୍ନ ଅବସ୍ଥାରେ ଦମ୍ପତି, ବଡ ମେଡିକାଲରେ ଭର୍ତ୍ତି ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଘରେ ବସିଥିବା ସମୟରେ ଛୁରାରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଆସିକା ବ୍ଲକ୍ ବାବନପୁର ପାଟଣା ସାହି ବାସିନ୍ଦା ପ୍ରମୋଦ ଚନ୍ଦ୍ର ଦାଶ ଓ ତାଙ୍କ ସ୍ତ୍ରୀ ଗିରିଜା ଦାଶଙ୍କୁ ଛୁରୀରେ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ଡ୍ରାଇଭର ମୃତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଅର୍ଜୁନପୁର ବୁର୍ଡ ରାସ୍ତାକଡରେ ଥିବା ଏକ ବରଗଛରେ କୋଇଲା ବୋଝେଇ ଟ୍ରକ ପିଟି ହୋଇ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଟ୍ରକଟି ସୋନପୁର ପଟୁ
Read More...

ଦେବେନ୍ଦ୍ର ମିଶ୍ରଙ୍କ ଏକାଦଶାହ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ ନିମନ୍ତେ ରକ୍ତଦାନ ଶିବିର ଆୟୋଜିତ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଆଜି ପ୍ରଥମ ଇଲେକ୍ସନ କମିଶନ୍ ଦେବେନ୍ଦ୍ର ମିଶ୍ରଙ୍କ ଏକାଦଶାହ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ ନିମନ୍ତେ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହା ୱିନର ଆସୋସିଏସନ୍‌ର ମୁଖ୍ୟ ଉପଦେଷ୍ଟା ଉମାନାଥ ମିଶ୍ରଙ୍କ ନେତୃତ୍ୱ ତଥା ଓଡ଼ିଶା ମୋ ପରିବାରର ମିଳିତ
Read More...

ବାସୁଦେବପୁରରେ ଚତୁର୍ଥ ପର୍ଯ୍ୟାୟରେ ୭୬ ପ୍ରତିଶତ ମତଦାନ

ଭଦ୍ରକ : ଭଦ୍ରକ, ବନ୍ତ, ଚାନ୍ଦବାଲି, ଭଣ୍ଡାରିପୋଖରୀ, ତିହିଡି ବ୍ଲକରେ ମତଦାନ ଶେଷ ‌ହୋଇଥିବା ବେଳେ ଆଜି ଚତୁର୍ଥ ପର୍ଯ୍ୟାୟରେ ବାସୁଦେବପୁର ବ୍ଲକରେ ମତଦାନ ‌ଶେଷ ହୋଇ ମୋଟ ୭୬ ପ୍ରତିଶତ ମତଦାନ କରାଯାଇଥିବା ସୂଚନା ମିଳିଛି । ଏହି ବ୍ଲକର ୫ ଟି ଜିଲ୍ଲା ପରିଷଦ ଜୋନ୍ -୧୭, ୧୮, ୧୯,
Read More...

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ୭୩ ପ୍ରତିଶତ ମତଦାନ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ ୭୩ ପ୍ରତିଶତ ମତଦାନ ହୋଇଥିବା ବେଳେ ଯାଜପୁର ଜିଲ୍ଲାର ପଛୁଆ ଅଞ୍ଚଳ ନଗଡାରେ ରେକର୍ଡ ମତଦାନ ହୋଇଥିବା ଜଣାପଡିଛି । ନଗଡାରେ ସର୍ବାଧିକ ୮୩ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି ।
Read More...