ଗଞ୍ଜାମ ବ୍ଲକ ବିଜେଡି ସାଂଗଠନିକ ବୈଠକ ଓ ପ୍ରଚାର ଗାଡିର ଶୁଭାରମ୍ଭ
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ବିଜେଡି ପକ୍ଷରୁ ଏକ ସାଙ୍ଗଠନିକ ବୈଠକ ଗଞ୍ଜାମ ବ୍ଲକର ସାନ ଗୋପାଳପୁର ସ୍ଥିତ ମଲ୍ଲିକେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବୁଧବାର ଅନୁଷ୍ଠିତ ହେବା ସହ ପ୍ରଚାର ଗାଡିର ଶୁଭାରମ୍ଭ ହୋଇଯାଇଛି । ଏଥିରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା!-->…
Read More...
Read More...