Monthly Archives

February 2022

କେବେ ଭାଙ୍ଗିବ ଜିଲ୍ଲାପାଳଙ୍କ ଅହଂକାର : ପଦ୍ମପୁର ଓକିଲ ସଂଘ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁରରେ ଗତ ତା ୨୭/୦୧/୨୦୨୨ ରିଖରେ ପଦ୍ମପୁର ଓକିଲ ସଂଘର ସଭାପତି ଗୌନ୍ତିଆ କୁମାର ସାହୁଙ୍କ ସଭାପତିତ୍ଵରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଓକିଲ ସଂଘ ତରଫରୁ ତାଲାବନ୍ଦ ଆନ୍ଦୋଳନ ନିଷ୍ପତ୍ତ ନିଆଯାଇଥିଲା । ପଦ୍ମପୁର ଉପଖଣ୍ଡ ଏକ ବଡ଼
Read More...

ରାଇଡ଼୍‌ ୱିଥ୍‌ ହିଜାବ : ଭୋପାଳରେ ଖାନ ସିଷ୍ଟର୍ସ ଦୌଡ଼ାଇଲେ ବାଇକ୍, ଫ୍ଲାଇଙ୍ଗ୍ କିସ୍ ମଧ୍ୟ ଦେଲେ

ଭୋପାଳ : କର୍ଣ୍ଣାଟକରେ ହିଜାବ ବିବାଦର ପ୍ରଭାବ ମଧ୍ୟପ୍ରଦେଶରେ ଦେଖାଯାଉଛି । ମଧ୍ୟପ୍ରଦେଶର ଶିବରାଜ ସିଂ ଚୌହାନ ସରକାରଙ୍କ ମନ୍ତ୍ରୀ ମଧ୍ୟ ଏ ବାବଦରେ ଏକ ବିବୃତ୍ତି ଦେଇଛନ୍ତି । ହିଜାବ ବିବାଦ ମଧ୍ୟରେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ହିଜାବ ବାଇକ୍‌ ଚାଳକ 'ଖାନ ଭଉଣୀ'ଙ୍କ ଏକ ଭିଡିଓ
Read More...

ବୋଲେରୋକୁ ଧକ୍କା ଦେଲା ବେଦାନ୍ତ ଟ୍ରକ, ବୋଲେରୋ ଚୁରମାର

ଲୋଇସିଂହା, (କେପିଏନ୍‌ଏସ୍‌) : ବ୍ଲକ ଛକ ହରେକୃଷ୍ଣ ମହତାବ ହାଇସ୍କୁଲ ସାମ୍ନାରେ ଜାତୀୟ ରାଜପଥ ନଂ.୨୬ରେ ଏକ ବୋଲେରୋ ଗାଡି ବଲାଙ୍ଗିରରୁ ଫେରି ରାତି ୨ଟାରେ ଛିଡା ହୋଇଥିଲା । ଏହି ସମୟରେ ବେଦାନ୍ତ କମ୍ପାନୀର ଏକ ଟ୍ରକ ବୋଲେରୋକୁ ପଛପଟୁ ଧକ୍କା ଦେବା ଯୋଗୁଁ ବୋଲେରୋ ଗାଡିଟି ରାସ୍ତା କଡ଼କୁ
Read More...

ଲୋଇସିଂହା ବ୍ଲକରେ ନରସିଂହଙ୍କ ନିର୍ବାଚନୀ ପ୍ରଚାର

ଗ୍ରାମାଞ୍ଚଳର ବିକାଶ କେବଳ କଂଗ୍ରେସ ଦ୍ୱାରା ସମ୍ଭବ- ନରସିଂହ ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଗତ କିଛି ବର୍ଷ ହେବ ଆପଣମାନେ କ୍ରମାଗତ ଭାବେ ବିଜେପି ଓ ବିଜେଡି ଦଳକୁ ନିଜର ବହୁ ମୂଲ୍ୟ ଭୋଟ ଦେଇ ଆସୁଛନ୍ତି । ଏହି ଦଳମାନଙ୍କୁ ମନଖୋଲି ଭୋଟ ଦେବା ସତ୍ୱେ ଆପଣମାନେ ସାଧାରଣ ମୌଳିକ
Read More...

ତରଭା ପୋଲିସକୁ ମିଳିଲା ବଡ଼ ସଫଳତା : ୧୨ଟି ବାଇକ ଉଦ୍ଧାର ସହ ୪ ଗିରଫ

ତରଭା : ତରଭା ପୋଲିସକୁ ମିଳିଛି ବଡ଼ ସଫଳତା । ଗତ ୨ତାରିଖ ଦିନ ତରଭା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଚୋରି ହୋଇଥିବା ଗୋଟିଏ ବାଇକ୍‌ର ଅନୁସନ୍ଧାନ କରିବା ସମୟରେ ଏକ ବାଇକ୍‌ ଚୋର ଗ୍ୟାଙ୍ଗକୁ ଠାବ କରିବା ସହ ୧୨ଟି ଚୋରି ବାଇକ ଉଦ୍ଧାର କରିବା ସହ ୪ ଜଣଙ୍କୁ ତରଭା ପୋଲିସ ଗିରଫ କରିଥିବା
Read More...

୧ କିଲୋ ୧୦୦ଗ୍ରାମ ବ୍ରାଉନ ସୁଗାର ଜବତ : ୧ ଗିରଫ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସୋର୍‌ ୧୬ ନଂ. ଜାତୀୟ ରାଜପଥର ଏକ ସ୍ଥାନରୁ ଆଜି କ୍ରାଇମ ବ୍ରାଞ୍ଚ ଏସ୍‌ଟିଏଫ୍‌ ଅଧିକାରୀ ମାନେ ୧ କିଲୋ ୧୦୦ଗ୍ରାମ ବ୍ରାଉନ ସୁଗାର ଜବତ କରି ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ଜଣକ କଲିମ୍‌ ନାମକ ଏକ ବେପାରୀ ବୋଲି
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ବ୍ଲକରୁ ୧, ବଲାଙ୍ଗିର ମ୍ୟୁନିସିପାଲିଟିରୁ ୮ ଜଣ, ଦେଓଗାଁରୁ ୭ ଜଣ, ଖପ୍ରାଖୋଲ ବ୍ଲକରୁ ୩ ଜଣ, ମୁରିବାହାଲ ବ୍ଲକରୁ ୨ ଜଣ,
Read More...

ସୋନିଆ ଗାନ୍ଧୀ ଗତ ଦେଢ଼ ବର୍ଷ ଧରି ଘର ଭଡା ଦେଇନାହାଁନ୍ତି : ବିଜେପି ନେତା ଦାବୀ କଲେ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଅନ୍ୟପଟେ ପରିସ୍ଥିତିରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ନିର୍ବାଚନ ପ୍ରଚାରରୁ ସମ୍ପୂର୍ଣ୍ଣ ଦୂରରେ ଅଛନ୍ତି । ସେପଟେ ସୋନିଆ ଗାନ୍ଧୀଙ୍କ ବିରୋଧରେ ବିଜେପି ଆଇଟି ସେଲ୍
Read More...

ଭିଜିଲାନ୍ସ ଜାଲରେ କ.ନୂଆଗାଁ ଜଙ୍ଗଲ ବିଭାଗ ରେଞ୍ଜ ଅଫିସର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଜଙ୍ଗଲ ଡିଭିଜନ ଅନ୍ତର୍ଗତ କ.ନୂଆଗାଁ ଜଙ୍ଗଲ ବିଭାଗ ରେଞ୍ଜ ଅଫିସର ବୈରାଗୀ ଚରଣ ବେହେରା ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଓ ଫୁଲବାଣୀ ଭିଜିଲାନ୍ସ ଅଧିକାରୀ
Read More...

‘ରାଷ୍ଟ୍ର ବିରୋଧୀ’ ତତ୍ତ୍ୱମାନଙ୍କୁ ନିଜର ସମର୍ଥକ ଭାବେ ଛିଡ଼ା କରାଉଛନ୍ତି ଦଙ୍ଗାକାରୀ ଏବଂ ମାଫିଆ ଲୋକେ…

ସାହାରନପୁର (ଉତ୍ତରପ୍ରଦେଶ) : ସମାଜବାଦୀ ପାର୍ଟି (ଏସପି)କୁ ଘୋର ପରିବାରବାଦୀ, ଦଙ୍ଗାକାରୀ ଏବଂ ମାଫିଆବାଦୀ ବୋଲି କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ କହିଛନ୍ତି ଯେ, ଏମାନେ ବର୍ତ୍ତମାନ ନିର୍ବାଚନରେ ​​'ରାଷ୍ଟ୍ର ବିରୋଧୀ' ତତ୍ତ୍ୱମାନଙ୍କୁ ନିଜର ସମର୍ଥକ ଭାବେ ଛିଡ଼ା
Read More...