Daily Archives

ସରକାରୀ ଆଇଟିଆଇ କଲେଜରେ ଚାଲିଛି ଭୋଟ ଗଣତି ପ୍ରକ୍ରିିୟା : ଜିଲ୍ଲା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲାରେ ଭୋଟ ଗଣତି ପ୍ରକ୍ରିିୟା ଚାଲିଥିବା ବେଳେ ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଲର୍କିପାଲି ସ୍ଥିତ ସରକାରୀ ଆଇଟିଆଇ କଲେଜ ପରିସରରେ ଭୋଟ ଗଣତି ପ୍ରକ୍ରିିୟା ଜାରି ରହିଛି । ଭୋଟ ଗଣତି ପ୍ରକ୍ରିିୟାକୁ ଶାନ୍ତି ଶୃଙ୍ଖଳାର ସହ ସଂପନ୍ନ କରିବା ପାଇଁ
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଜିଲ୍ଲାପରିଷଦ ପାଇଁ ଭୋଟଗଣତି ପ୍ରକ୍ରିୟା ଜାରି

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ଆଜି ସକାଳ ୮ ଘଣ୍ଟା ସମୟରେ ଖପ୍ରାଖୋଲ, ବେଳପଡା, ପାଟଣାଗଡ଼ ତିନୋଟି ବ୍ଲକର ପାଟଣାଗଡ ଜିଲ୍ଲାପରିଷଦ ଜୋନ୍ ନଂ. ୧୪ରେ ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବିଶେଶ୍ଵରୀ ବରିହା ଆଗୁଆ ଥିବା ବେଳେ ବେଳପଡା ଜିଲ୍ଲାପରିଷଦ ଜୋନ୍
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ

ଆନନ୍ଦପୁର : ୨୦ ନମ୍ବର ଜାତୀୟ ରାଜପଥ ଘସିପୁରା ଥାନା ବେଲବାହାଳିଛକ ନିକଟରେ ପିକ୍ଅପ୍ ଭ୍ୟାନ୍‌ ଧକ୍କାରେ ବାଇକ୍‌ରେ ଯାଉଥିବା ଜଣେ ବିଏସ୍ଏଫ୍ ଯବାନଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଜଣକ ଘସିପୁରା ବ୍ଲକ୍‌ ବାତୋ ପଞ୍ଚାୟତ ଗୋଡ଼ିଉପର ଗ୍ରାମର ଗୌରୀଶଙ୍କର ନାୟକ (୪୪) ବୋଲି
Read More...

ଜାଲରେ ପଡ଼ିଲା ୧ କୁଇଣ୍ଟାଲ ୭୦ କିଲୋ ଓଜନର ସାର୍କ

ଭୋଗରାଇ : ପଶ୍ଚିମବଙ୍ଗ କାନ୍ଥିମହକୁମା ପେଟୁଆଘାଟସ୍ଥିତ ସମୁଦ୍ରରୁ ଏକ ଟ୍ରଲର ଦୁଇଦିନ ତଳେ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ଜାଲରେ ୧ କୁଇଣ୍ଟାଲ ୭୦ କିଲୋ ଓଜନ ଓ ୯ ଫୁଟ ଲମ୍ବ ୪ଫୁଟ ଓସାରର ଏକ ସାର୍କ ମାଛ ଲାଗିଥିବା ଜଣାପଡ଼ିଛି । ସ୍ଥାନୀୟ ମତ୍ସ୍ୟଜୀବୀ ସମବାୟ ସମିତି
Read More...

ସଇଁତଲା ବ୍ଲକ ୩୦ ନଂ. ଜୋନରେ ଭୋଟ ଗଣତି ଆରମ୍ଭ : ଜିଲ୍ଲା ପରିଷଦରେ ବିଜେଡ଼ି ଆଗୁଆ, ସାମ୍ବାଦିକମାନଙ୍କୁ ଅଣଦେଖା

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ୩୦ ନମ୍ବର ଜିଲ୍ଲା ପରିଷଦ ଜୋନର ଆଜି ସଇଁତଲା କଲେଜ ପରିସରରେ ଭୋଟ ଗଣତି ଆରମ୍ଭ ହୋଇଯାଇଛି । ଏଥିରେ ଟିକ୍ରାପଡା, ଜୁରାବନ୍ଧ, ଝିଙ୍କିଡୁଙ୍ଗୁରି, କରମତଲା, ଧରପଗଡ, ଗଣ୍ତପତ୍ରାପାଲି ଓ କୁଇକେଡା ପଞ୍ଚାୟତକୁ ନେଇ ଗଠିତ ।
Read More...

ଅଧ୍ୟାପକ ଡ. ଶୁଭ୍ରାଂଶୁ ପଟ୍ଟନାୟକଙ୍କ ରଚିତ ପୁସ୍ତକ ”ଦି ଆଇଡେଣ୍ଟିଟି ଅଫ୍ ଓଡ଼ିଶା’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ରାଜଭବନରେ ଅଧ୍ୟାପକ ଡ. ଶୁଭ୍ରାଂଶୁ ପଟ୍ଟନାୟକଙ୍କ ରଚିତ ପୁସ୍ତକ ''ଦି ଆଇଡେଣ୍ଟିଟି ଅଫ୍ ଓଡ଼ିଶା (୧୯୦୦-୫୬)'' ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ପୁସ୍ତକରେ ଓଡ଼ିଶାର ବୀର ଏବଂ ଓଡ଼ିଶାର ଆର୍ଥିକ, ଶିକ୍ଷା, ସଂସ୍କାର
Read More...

କର୍ମଚାରୀ ରାଜ୍ୟ ବୀମା ନିଗମର ୭୦ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : କର୍ମଚାରୀ ରାଜ୍ୟ ବୀମା ନିଗମ ପକ୍ଷରୁ ୭୦ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ନିର୍ଦ୍ଦେଶକ ପାର୍ଥସାରଥୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଟ ଅତିଥି ଭାବେ
Read More...

ଆଜିଠୁ ପଞ୍ଚାୟତ ଭୋଟ୍‌ ଗଣତି ଆରମ୍ଭ : ପ୍ରଥମ ଦିନ ୩୧୫ ଜିଲ୍ଲା ପରିଷଦ ଜୋନ୍‌ ଗଣନା

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଆଜିଠୁ ୩ ଦିନ ଧରି ଚାଲିବ ଭୋଟ୍‌ ଗଣତି । ୨୬, ୨୭ ଓ ୨୮ ତାରିଖ ତିନିଦିନ ଧରି ଗଣତି ପ୍ରକ୍ରିୟା ଚାଲିବ । ବ୍ଲକ୍‌ସ୍ତରରେ ଗୋଟିଏ ଗୋଟିଏ ୱାର୍ଡର କାଉଣ୍ଟିଂ ସରିବା ପରେ ମାଇକ୍‌ ମାଧ୍ୟମରେ ଫଳାଫଳ ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ
Read More...

ସୁନ୍ଦରଗଡ଼ ଜିଲ୍ଲାରେ କଡ଼ା ସୁରକ୍ଷା ବଳୟରେ ଭୋଟ ଗଣତି

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ୧୭ଟି ବ୍ଲକ୍ ସଦର ମହକୁମାରେ ଭୋଟ୍ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବିଭିନ୍ନ କେନ୍ଦ୍ରରେ ସକାଳ ୮ଟା ୪୫ ପରେ ପ୍ରାର୍ଥୀ ଓ ଏଜେଣ୍ଟଙ୍କ ଉପସ୍ଥିତିରେ ଷ୍ଟ୍ରଙ୍ଗରୁମ୍ ସିଲ୍ ଖୋଲିବା ପରେ ଭୋଟ୍ ବାକ୍ସ ସବୁ ଭୋଟ୍ ଗଣତି କକ୍ଷକୁ ନିଆଯାଇଛି । ପ୍ରଥମେ
Read More...

ଭଇଁଷା ପଞ୍ଚାୟତରେ ସମିତି ସଭ୍ୟ ପ୍ରାର୍ଥୀଭାବେ ପ୍ରତିଦ୍ୱନ୍ଦିତା କରୁଥିବା ରତ୍ନାକର ସାହୁଙ୍କ ବିଜେଡରେ ଯୋଗଦାନ

ପାଟଣାଗଡ଼, (ଗୋରେଖନାଥ ବରିହା) : ଭଇଁଷା ପଞ୍ଚାୟତରେ ସମିତି ସଭ୍ୟ ପ୍ରାର୍ଥୀଭାବେ ପ୍ରତିଦ୍ୱନ୍ଦିତା କରୁଥିବା ରତ୍ନାକର ସାହୁ ବିଜେଡ଼ିରେ ଯୋଗଦେଇଥିବା ନେଇ ପାଟଣାଗଡ଼ ବିଧାୟକ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଶ୍ରୀ ସାହୁ ବିଜେଡ଼ି କାର୍ଯ୍ୟାଳୟକୁ ଆସି ବିଧାୟକ ସରୋଜ କୁମାର ମେହେର ଓ
Read More...