Daily Archives

ମିଶାଇଲ୍‌ ଆକ୍ରମଣରେ ଛାତିଥରା ଧମାକା ୟୁକ୍ରେନ୍‌ରେ

କ୍ୱିବ୍‌ : ଆଜି ସକାଳୁ ରୁଷ୍‌ର ମିଶାଇଲ୍‌ ଆକ୍ରମଣ ୟୁକ୍ରେନ୍‌ର ଅନେକ କ୍ଷତି ଘଟାଇ ସାରିଥିବା ସୂଚନା ମିଳୁଛି । ଆଜି ଦ୍ୱିତୀୟ ଦିନରେ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ପହଂଚିଥିବା ବେଳେ ଆଜି ସକାଳୁ ୭ଟି ମିଶାଇଲ ଆକ୍ରମଣ ହୋଇଥିବା କୁହାଯାଇଛି । ୟୁକ୍ରେନ୍‌ର ରାଜଧାନୀ କ୍ୱିବ୍‌କୁ ଅକ୍ତିଆର କରିବା
Read More...

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ

ଜୟପୁର : ବୋରିଗୁମ୍ମା ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରବୀଣ ହୋତା ଚାକିରି କରାଇ ଦେବାକୁ କହି ଜଣଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିବା ଜଣାପଡିଛି । ଭିଜିଲାନ୍ସ ପକ୍ଷରୁ ବୋରିଗୁମ୍ମା ବିଦ୍ୟୁତ ବିଭାଗର କାର୍ଯ୍ୟାଳୟ ଏବଂ କନିଷ୍ଠ ଯନ୍ତ୍ରୀଙ୍କ ଘରେ
Read More...

କରିପାରିଲେନି ମତଦାନ : ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଞ୍ଚାୟତ ନିର୍ବାଚନରେ ନିଜ ମତ ସାବ୍ୟସ୍ତ କରିବା ପାଇଁ ଭୋଟ କେନ୍ଦ୍ରକୁ ଆସିଥିବା ଜଣେ ମହିଳା ଭୋଟର ମତଦାନ ପାଇଁ ଧାଡିରେ ଛିଡା ହୋଇଥିବା ବେଳେ ହଠାତ ତାଙ୍କ ପ୍ରାଣ ବାୟୁ ଉଡିଯାଇଥିଲା । ଏହିପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ସଇଁତଲା
Read More...

ଷ୍ଟ୍ରଙ୍ଗ୍‌ରୁମ୍ ବାହାରେ ଚିରା ବାଲାଟ୍ ପେପର ଦେଖି ବିଭିନ୍ନ ପ୍ରାର୍ଥୀ ଓ କର୍ମୀ ମାନଙ୍କ ମଧ୍ୟରେ ଉତ୍ତେଜନା

କେନ୍ଦ୍ରାପଡା : ଷ୍ଟ୍ରଙ୍ଗ୍‌ରୁମ୍ ବାହାରେ ଚିରା ବାଲାଟ ପେପର ଦେଖି ବିଭିନ୍ନ ପ୍ରାର୍ଥୀ ଓ କର୍ମୀ ମାନଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିବା ଜଣାପଡଛି । ସୂଚନା ଅନୁସାରେ କେନ୍ଦ୍ରାପଡା କଲେଜ ପରିସରରେ ହୋଇଥିବା ଷ୍ଟ୍ରଙ୍ଗ୍‌ରୁମ୍ ନିକଟରେ ଚିରା ବାଲାଟ ପେପର ପଡିବା ଦେଖି ଉତ୍ତେଜନା
Read More...

ପୂର୍ବ ଶତ୍ରୁତାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଲଢେଇ

ବ୍ରହ୍ମଗିରି : ବ୍ରହ୍ମଗିରି ଥାନା ଅନ୍ତର୍ଗତ ଦଣ୍ଡୁଆସିପଡ଼ା ଗାଁରେ ପୂର୍ବ ଶତ୍ରୁତାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବୋମାମାଡ ହୋଇଥିବା ଜଣାପଡିଛି। ଉଭୟ ପକ୍ଷରୁ ପରସ୍ପରକୁ ଘନ ଘନ ବୋମାମାଡ କରାଯାଇଥିବା ବେଳେ ଉଭୟ ଗୋଷ୍ଠୀ ମଧ୍ୟରେ ୨୦ରୁ ଅଧିକ ବୋମାମାଡ ହୋଇଥିବା ଜଣାପଡିଛି ।
Read More...

ଏଏସ୍ଆଇ ହରେକୃଷ୍ଣ ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ

ଝାରସୁଗୁଡ଼ା : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଝାରସୁଗୁଡ଼ା ଓଏମ୍‌ଭିଡି ଏଏସ୍ଆଇ ହରେକୃଷ୍ଣ ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଥିବା ଜଣାପଡିଛି । ଏକକାଳୀନ ୬ଟି ସ୍ଥାନରେ ଚଢାଉ ଚାଲିଥିବା ବେଳେ ହରେକୃଷ୍ଣଙ୍କ ଘରୁ ନଗଦ ୪ ଲକ୍ଷ ୪୬ ହଜାର ଟଙ୍କା ଜବତ ହୋଇଥିବା ଜଣାପଡିଛି । ଏହି
Read More...

ଦେଓଗାଁ ବ୍ଲକରେ କେଉଁ ଦଳର ସମର୍ଥିତ ପ୍ରାର୍ଥୀ ହେବେ ଅଧ୍ୟକ୍ଷ : ହିସାବ ନିକାଶରେ ବ୍ୟସ୍ତ ପ୍ରାର୍ଥୀ ଓ ଜନତା

ଦେଓଗାଁ, (ମନୀଷ କୁମାର ସାହୁ) : ବହୁ ପ୍ରତୀକ୍ଷିତ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି । ଦିନକ ପରେ ଭୋଟ ବାକ୍ସ ଖୋଲିବ ଏବଂ ପ୍ରାର୍ଥୀଙ୍କ ଭାଗ୍ୟଫଳ ସ୍ପଷ୍ଟ ହେବ । ତା' ପୂର୍ବରୁ ଏବେ ପ୍ରାର୍ଥୀ ଓ ଜନତାଙ୍କ ଭିତରେ ଫଳ ଜାଣିବାକୁ ପ୍ରବଳ ଉତ୍କଣ୍ଠା । ସମସ୍ତେ ହିସାବ ନିକାଶରେ ବ୍ୟସ୍ତ ।
Read More...

ୟୁକ୍ରେନରେ ଫସିିଛନ୍ତି ପଶ୍ଚିମ ଓଡ଼ିଶାର ୩୦ ଡାକ୍ତରୀ ଛାତ୍ରଛାତ୍ରୀ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ରୁଷିଆ ଓ ୟୁକ୍ରେନ ଭିତରେ ଆରମ୍ଭ ହୋଇଯାଇଛି ଯୁଦ୍ଧ । ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ପାଇଁ ବଢିଛି ଚିନ୍ତା । ଏହି କ୍ରମରେ ପଶ୍ଚିମ ଓଡିଶାର ସମ୍ବଲପୁର, ରାଉରକେଲା, ବରଗଡ଼ ଝାରସୁଗୁଡା ଓ ବଲାଙ୍ଗିର ଜିଲାର ୩୦ରୁ ଊର୍ଦ୍ଧ୍ୱ ଡାକ୍ତରୀ ଛାତ୍ରୀଛାତ୍ର
Read More...

ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ନିଯୁକ୍ତି ମେଳା ଅନୁଷ୍ଠିତ

• ବିଭିନ୍ନ ସଂସ୍ଥାରେ ୧୪୫ ଜଣ ଦିବ୍ୟାଙ୍ଗଙ୍କୁ ମିଳିଲା ନିଯୁକ୍ତି ଭୁବନେଶ୍ୱର, (ପିଆଇବି) : ଦିବ୍ୟାଙ୍ଗମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ନିଯୁକ୍ତି ମେଳା ଭୁବନେଶ୍ୱରଠାରେ ଆୟୋଜିତ ହୋଇଯାଇଛି । ଦିବ୍ୟାଙ୍ଗଙ୍କ ପାଇଁ ଜାତୀୟ କ୍ୟାରିଅର ସେବା କେନ୍ଦ୍ର (ଏନସିଏସସିଡିଏ), ଭୁବନେଶ୍ୱର, ଭାରତ
Read More...

ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହେବ ଦୁଇ ଦିନିଆ ମନ୍ତ୍ରୀସ୍ତରୀୟ ସମ୍ମିଳନୀ

● ୨୫-୨୬ ଫେବୃଆରୀରେ କୋଣାର୍କ ଓ ଭୁବନେଶ୍ୱରରେ ଅନୁଷ୍ଠିତ ହେବ● ଯୋଗଦେବେ କେନ୍ଦ୍ର ଇସ୍ପାତ ମନ୍ତ୍ରୀଙ୍କ ସମେତ ବିଭିନ୍ନ ରାଜ୍ୟର ଖଣି ଓ ଶିଳ୍ପ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଓ ଶିଳ୍ପ ଜଗତର ପ୍ରତିନିଧି ଭୁବନେଶ୍ୱର, (ପିଆଇବି) : ବିଭିନ୍ନ ରାଜ୍ୟର ଖଣି ଓ ଇସ୍ପାତ ମନ୍ତ୍ରୀମାନଙ୍କର ଏକ
Read More...