Daily Archives

ଶ୍ରୀଲଙ୍କା ବିରୁଦ୍ଧରେ ଟେଷ୍ଟ୍‌ ସିରିଜ୍‌ ପାଇଁ ରୋହିତ ଶର୍ମା ହେଲେ କ୍ୟାପଟେନ୍‌ : ପୂଜାରା ଓ ରହାଣେ ବାହାରିଲେ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍‌ ବୋର୍ଡ (ବିସିସିଆଇ) ଶ୍ରୀଲଙ୍କା ବିରୁଦ୍ଧରେ ଟେଷ୍ଟ୍‌ ସିରିଜ୍‌ ପାଇଁ ଟିମ୍‌ ଇଣ୍ଡିଆର ଘୋଷଣା କରିଛି । ଦୁଇଟି ମ୍ୟାଚ୍‌ର ଟେଷ୍ଟ୍‌ ସିରିଜ୍‌ ପାଇଁ ୧୮ଜଣ ଖେଳଳୀଙ୍କୁ ବଛା ଯାଇଛି ଏବଂ ରୋହିତ ଶର୍ମାଙ୍କୁ ଦିଆଯାଇଛି କ୍ୟାପ୍‌ଟେନ୍‌ ଦାୟିତ୍ୱ ।
Read More...

ଛୁଇବନ୍ଧ ନିକଟରେ ସ୍କୁଟି ଦୁର୍ଘଟଣାରେ ପିଏଚ୍‌ଡ଼ି କର୍ମଚାରୀଙ୍କ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ସମ୍ବଲପୁର ରାସ୍ତା ସହରର ଉପକଣ୍ଠ ଛୁଇବନ୍ଧ ନିକଟରେ ସ୍କୁଟି ଦୁର୍ଘଟଣାରେ ଜଣେ ପିଏଚ୍‌ଡ଼ି କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଗତକାଲି ସନ୍ଧ୍ୟାରେ ପିଏଚ୍‌ଡ଼ି କର୍ମଚାରୀ ଲାଦେରବାହାଲ ଗାଁର ମଦନ ମୋହନ ବେଶ୍ରା ନିଜ ଡ୍ୟୁଟି ସାରି ନିଜ ଗାଁକୁ
Read More...

୨ ନକଲି ସ୍ପେସାଲ ସ୍କ୍ବାର୍ଡ୍‌ କର୍ମଚାରୀ ଧରାପଡ଼ିଲେ ପୋଲିସ ହାତରେ

ଭୁବନେଶ୍ୱର : ୨ ନକଲି ସ୍ପେସାଲ ସ୍କ୍ବାର୍ଡ୍‌ କର୍ମଚାରୀ ପୋଲିସ ହାତରେ ଧରାପଡ଼ିଥିବା ସୂଚନା ମିଳିଛି । ଘଟଣାଟି ରାଜଧାନୀରେ ବେଶ୍ ଚର୍ଚ୍ଚାର ବିଷୟ ପାଲଯିଛି । ସ୍ପେସାଲ ସ୍କ୍ବାର୍ଡ୍‌ କର୍ମଚାରୀ ବେଶରେ ଲୋକଙ୍କୁ ଧମକ ଦେଇ ଠକୁଥିବା ଏହି ଦୁଇ ଠକ ହେଲେ ସହିଦନଗର ଅଞ୍ଚଳର ଜ୍ଞାନ ରଂଜନ
Read More...

ମ୍ୟୁନସିପାଲିଟି ସହକାରୀ ଯନ୍ତ୍ରୀ ଧରାପଡ଼ିଲେ ଭିଜିଲାନ୍ସ ହାତରେ

ସୁନାବେଡ଼ା : ସୁନାବେଡ଼ା ମ୍ୟୁନସିପାଲିଟି ସହକାରୀ ଯନ୍ତ୍ରୀ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ସୁନାବେଡ଼ା ମ୍ୟୁନସିପାଲିଟିର ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ରଙ୍କ ବିରୋଧରେ ଅନେକ ଦିନରୁ ଆର୍ଥିକ ଅନିୟମିତତା ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
Read More...

ରକ୍ତଦାନ ଶିବିରର ଆୟୋଜିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରକ୍ତଦାନ ଓ ଗ୍ରହଣର ସ୍ରୋତ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ପାଇଁ ଓଡ଼ିଶା ମୋ ପରିବାରର ଆନୁକୂଲ୍ୟରେ ଜୟ ଓଡ଼ିଶା ଏକ ରକ୍ତଦାନ ଶିବିରର ଆୟୋଜନ କରିଛି । ଏହା ସହିଦନଗର ଦୁର୍ଗା ପୂଜା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଏହାକୁ ସତ୍ୟନଗର ମଶାଣିର
Read More...

ଓଡିଶା ମାଟିରେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଶାରେ ପହଞ୍ଚିଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବାୟୁସେନାର ସ୍ୱତନ୍ତ୍ର ବିମାନରେ ରାଷ୍ଟ୍ରପତି ପହଞ୍ଚିଛନ୍ତି । ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି । ଭୁବନେଶ୍ୱରରୁ ସ୍ୱତନ୍ତ୍ର
Read More...

ବଲାଙ୍ଗିର ଭୀମଡ଼ୁଙ୍ଗୁରୀ ଠାରେ ପର୍ଯ୍ୟଟକ ମାନଙ୍କ ପାଇଁ ନୌଚାଳନା ବ୍ୟବସ୍ଥା ନେଇ ସୂଚନା ଦେଲେ ରେଞ୍ଜର କେଶବ କିଶୋର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଐତିହ୍ୟ ସ୍ଥଳୀ ଭୀମଡ଼ୁଙ୍ଗୁରୀ ଠାରେ ବଲାଙ୍ଗିର ବନଖଣ୍ଡ ଅଧିକାରୀ ନିତିଶ କୁମାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପର୍ଯ୍ୟଟକ ମାନଙ୍କ ପାଇଁ ନୌଚାଳନାର ବ୍ୟବସ୍ଥା କରାଯାଇଛି । ଏହା ବ୍ୟତୀତ ଭୀମଡ଼ୁଙ୍ଗୁରୀ ଠାରେ ଥିବା ପ୍ରତ୍ୟେକ ଗୁମ୍ଫାକୁ
Read More...

ୟୁକ୍ରେନ୍‌ ସୀମାରେ ରୁଷ୍‌ ସୈନ୍ୟଙ୍କ ଭିଡ଼, ଏୟାର ଡିଫେନ୍ସ ସିଷ୍ଟମ ମୁତୟନ

ମସ୍କୋ : ରୁଷ୍‌ ଏବଂ ୟୁକ୍ରେନ୍‌ ମଧ୍ୟରେ ବିବାଦ କମିବାର ନାଁ ନେଉନାହିଁ । ଏବେ ଚରମ ସୀମାରେ ପହଞ୍ଚିଛି ବିବାଦ । ଏହି ଦୁଇ ଦେଶ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ଆଶଙ୍କା ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜୋର୍‌ ଧରିଛି । ଏମିତି ସମୟରେ ରୁଷ୍‌ ସେନା ୟୁକ୍ରେନ୍‌କୁ ଆହୁରି ଘେରିବାକୁ କସ୍‌ରତ ଜାରି
Read More...

ବିଶ୍ୱ ରେଡ଼ିଓ ଦିବସ ଉପଲକ୍ଷେ ଆୟୋଜିତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ

ରେଡ଼ିଓ ସହ ସ୍ମରଣୀୟ ଫଟୋ ଉଠାଇ ଜିତିଲେ ପୁରସ୍କାର ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସାମାଜିକ ଅନୁଷ୍ଠାନ ଅସ୍ତିତ୍ୱ ଓ ପିଇସିଟି.ର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା ବିଶ୍ୱ ରେଡ଼ିଓ ଦିବସ । ଏହି ଅବସରରେ ଆରମ୍ଭ କରାଯାଇଥିବା ପ୍ରତିଯୋଗିତାର ଉଦଯାପନୀ ଦିବସ ଆଜି ୟୁନିଟ ୯ ସ୍ଥିତ
Read More...

ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲାରେ ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିୟ ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଆଜି କାଙ୍କେର ଜିଲ୍ଲାର ନକ୍ସଲ ପ୍ରବଣ ତାଡୋକି ଅଞ୍ଚଳର କୋସରୋଣ୍ଡା ଜଙ୍ଗଲରେ ନକ୍ସଲ କ୍ୟାମ୍ପ କରି ରହିଥିବା ନେଇ ପୋଲିସ କୌଣସି
Read More...