Daily Archives

ଅମାନବୀୟ ଘଟଣା : ଧାର ଶୁଝି ନପାରିବାରୁ ତିନିଦିନ ଧରି ପଡ଼ିରହିଲା ଶବ

ଦେବଗଡ଼ : ଦେବଗଡ଼ ଥାନା ଅନ୍ତର୍ଗତ ବିଜୟନଗର ଗ୍ରାମରେ ଏକ ଅମାନବିକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମାତ୍ର ୪୦୦ଟଙ୍କା ଧାର ନେଇ ଶୁଝି ନଥିବାରୁ ମୃତ୍ୟୁ ପରେ ଶବକୁ କେହି ଛୁଇଁ ନଥିବା ବେଳେ ପ୍ରାୟ ୪୮ଘଣ୍ଟାରୁ ଅଧିକ ସମୟ ଧରି ଶବ ପଡ଼ି ରହିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ବିଜୟନଗର
Read More...

ସର୍ଗିପାଲି ମାହେଶ୍ୱରୀ ଗୁଡ଼ି ପୂଜକଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ମହାଲାଇ ପଞ୍ଚାୟତ ସର୍ଗିପାଲି ମାହେଶ୍ୱରୀ ଗୁଡ଼ିର ପୂଜକ କୃଷ୍ଣଚନ୍ଦ୍ର ପଧାନଙ୍କ ଗତକାଲି ଦିନ ପରଲୋକ ହୋଇଯାଇଛି । ଦେ ବହୁଦିନ ଧରି ବୃଦ୍ଧାବସ୍ଥା ଓ ଅସୁସ୍ଥ ଥିବାରୁ ଘରେ ଚିକିତ୍ସା ହେଉଥିଲେ । ତାଙ୍କ ୬ପୁଅ ଥିଲେ । ଗାଁ ମଶାଣିରେ ତାଙ୍କ
Read More...

ରେଞ୍ଜ ଅଫିସର ବୈରାଗୀ ଚରଣ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କନ୍ଧମାଳ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି କନ୍ଧମାଳ ଜିଲ୍ଲା କେ.ନୂଆଗାଁ ଫରେଷ୍ଟ ରେଞ୍ଜ ଅଫିସର ବୈରାଗୀ ଚରଣ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶ୍ରୀ ବେହେରାଙ୍କ ଘରେ ଚଢ଼ାଉ ହୋଇଥିବା ବେଳେ
Read More...

ହାତୀ ମୃତ

ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଜାମପଡ଼ା ଗାଁ ନିକଟରେ ଏକ ହାତୀର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୂଚନା ଅନୁସାରେ କୌଣସି କାରଣରୁ ମାଈ ହାତୀଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି । ଖବର ପାଇ ଘଟଣା ସ୍ଥଳରେ ବନବିଭାଗ ପହଞ୍ଚି
Read More...

ଧରାପଡ଼ିଲା ସେଣ୍ଟ୍ରିଂ ପ୍ଲେଟ୍‌ ଚୋର

ଡୁଡ଼ୁକା, (ସୁଶୀଲ କୁମାର ମିଶ୍ର) : ଆଗଲପୁର ବ୍ଲକ ସାଲେଭଟା-ଆଗଲପୁର ଆର୍‌ଡ଼ି ରାସ୍ତାର ଡୁଡ଼ୁକା ଠାରେ ଲାଇନିଙ୍ଗ୍‌ ଡେ଼୍ରନ୍‌ ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ୪୦ଟି ସେଣ୍ଟ୍ରିଂ ପ୍ଲେଟ୍‌ ଗତ ୩୦ତାରିଖ ରାତିରେ ଚୋରି ହୋଇଥିଲା । ଏ ସଂପର୍କରେ ରାସ୍ତା କାମର ଠିକାଦାର ଦେବାନନ୍ଦ
Read More...

ବେଆଇନ ଭାବେ ଇଟା ଓ ପଥର ଚାଲାଣ କରୁଥିବା ବେଳେ ସଇଁତଲା ତହସିଲ ପକ୍ଷରୁ ଜୋରିମାନା ଆଦାୟ

ଟିକ୍ରାପଡ଼ା : ବେଆଇନ ଭାବେ ଇଟା ଓ ପଥର ଚାଲାଣ ବେଳେ ସଇଁତଲା ତହସିଲ ପକ୍ଷରୁ ଜୋରିମାନା ଆଦାୟ କରାଯାଇଛି । ସୂଚନା ଅନୁସାରେ ବେଆଇନ ଭାବେ ରାଜସ୍ୱ ପଇଠ ନକରି ଇଟା ଓ ପଥର ଚାଲାଣ କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ସଇଁତଲା ତହସିଲଦାର ଟିକ୍ରାପଡ଼ାକୁ ଆସିଥିଲେ ଓ ଆଡ଼ିବନ୍ଧ କାମକୁ
Read More...

ଦୁଇ ଗୋଷ୍ଠୀ ମୁହାଁମୁହିଁ : ଜଣେ ମହିଳାଙ୍କ ସମେତ ୬ଜଣ ଗୁରୁତର

ବ୍ରହ୍ମଗିରି : ବ୍ରହ୍ମଗିରି ବ୍ଲକ ମଣ୍ଡପଡ଼ା ପଞ୍ଚାୟତ ଦଣ୍ଡୁଆସିପଡ଼ା ଗାଁରେ ଆଜି ସକାଳୁ ଏକ ଅଘଟଣ ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ମଣ୍ଡପଡ଼ା ପଞ୍ଚାୟତ ଦଣ୍ଡୁଆସିପଡ଼ା ଗାଁରେ କୌଣସି ବିଷୟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇ ଟେକା ପଥର ସହ ଠେଙ୍ଗା ମାଡ଼ ଆରମ୍ଭ ହୋଇଥଲା
Read More...

୧୦ଲକ୍ଷ ୧୦ହଜାର ଟଙ୍କାର ବ୍ରାଉନ ସୁଗାର ଜବତ : ୧ ଗିରଫ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଚନ୍ଦନପୁର ପୋଲିସ ବ୍ରାଉନ କିଙ୍ଗପିନ ଭୀମସେନ ପ୍ରଧାନକୁ ଗିରଫ କରିଥିବା ଜଣାପଡିଛି । ଅଭିଯୁକ୍ତ ଭୀମସେନକୁ ପୋଲିସ ଜଗନ୍ନାଥ ସଡକ ବୀର ନରସିଂହପୁର ଛକଠାରୁ ଗିରଫ କରି ତା' ଠାରୁ ୧୧୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିବା ସୂଚନା ମିଳିଛି । ଜବତ
Read More...

ଠ’ ନାଡ଼ୁ

ବଡ଼ା ମୁସ୍‌କିଲ୍‌ କଥା । ଇ’ ଯୁଆନ୍‌ ବଏସେ ମୁଡ଼ର୍‌ ବାଲ୍‌ ମୁଡ଼ା ମୁଡ଼ା କରି ଉଲି ହେଇଯଉଛେ । କୁରି ହେଲା ବେଲ୍‌କେ ଝଡ଼ୁଥିବାର୍‌ ବାଲ୍‌ କେ ଦେଖିକରି ମୁହୁଁକେ ଆମିଲ୍‌ ଆମିଲ୍‌ କରି ପକଉଛେ ମନ୍‌ଟୁ । କୁଡେ଼ ବଛର୍‌ ନେଇଁ ପୁର୍‌ବାର୍‌ ତାଏଲ୍‌ । ଆର୍‌ ମାସ୍‌ ଚାରେ ଗଲା ଉତ୍‌ରୁ ଯାଏ
Read More...

ସମାଜସେବୀଙ୍କ ହସ୍ତକ୍ଷେପ ପରେ ଚନାଖାଇ ନାଏକ ପାଇଲେ ହୁଇଲ ଚେୟାର

ଗୋଲାମୁଣ୍ଡା, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖମାରହଳଦୀ ଗାଁରେ ରୁହନ୍ତି ଜଣେ ଦିବ୍ୟାଙ୍ଗ ଅସହାୟ ମହିଳା ଚନାଖାଇ ନାଏକ । ସେ କିଛି ବର୍ଷ ତଳେ ପକ୍ଷଘାତ ରୋଗରେ ପୀଡିତ ହୋଇଥିଲେ । ସେହିଦିନ ଠାରୁ ସେ ଭଲଭାବରେ ଚାଲି ପାରୁନାହାନ୍ତି । ସେ ବାହାରକୁ ଯିବା ଆସିବା
Read More...