Daily Archives

ଝାରମୁଣ୍ଡାରେ ପିଲା ଚୋରକୁ କାବୁ କରି ପୋଲିସ ଜିମା ଦେଲେ ଗ୍ରାମବାସୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆମ୍ବପାଲି ଗ୍ରାମରୁ ଜଣେ ୬ ବର୍ଷର ଛୋଟ ପିଲାକୁ ତୋର ମାମୁଁ ଡାକୁଛି କହି ଜଣେ ବ୍ୟକ୍ତି ଡ଼ାକି ଆଣିଥିଲା । ତେବେ ଏହା ଦେଖି ସ୍ଥାନୀୟ ଲୋକେ ବ୍ୟକ୍ତିଙ୍କ ଠାରୁ ଛୋଟ ପିଲାକୁ ଉଦ୍ଧାର କରିଥିବା ବେଳେ ବ୍ୟକ୍ତି ଜଣକ ଘଟଣାସ୍ଥଳରୁ ଦୌଡ଼ି
Read More...

ୟୁପି ପାଇଁ କଂଗ୍ରେସର ଘୋଷଣା ପତ୍ର : ୧୦ ଦିନରେ କୃଷକଙ୍କ ଋଣ ଛାଡ, ୨୦ ଲକ୍ଷ ଚାକିରିର ପ୍ରତିଶ୍ରୁତି

ଲକ୍ଷ୍ନୌ : କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଲକ୍ଷ୍ନୌ ଦ୍ଭକ୍ଟଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଦଳର ଘୋଷଣା ପତ୍ର ପ୍ରକାଶ କରିଛନ୍ତି । ଏହାର ନାମ 'ଉନ୍ନତି ବିଧାନ ଜନ ମନିଫେଷ୍ଟୋ ୨୦୨୨' ରଖାଯାଇଛି । ୟୁପି ନିର୍ବାଚନ ପାଇଁ ପ୍ରକାଶିତ ଏହି ଘୋଷଣା
Read More...

କୁମୁକା ଜଙ୍ଗଲରୁ ବକୁଳବନ ସୁରକ୍ଷା ଅଭିଯାନକୁ ବିପୁଳ ସ୍ୱାଗତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ନବବର୍ଷରୁ ଆରମ୍ଭ କରାଯାଇଥିବା 'କୁମୁକା ଜଙ୍ଗଲରୁ ବକୁଳବନ ସୁରକ୍ଷା ଅଭିଯାନ' କୁ ସତ୍ୟବାଦୀର ବନ୍ଦନା ସାରସ୍ୱତ ଆସରରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ନବବର୍ଷର ପ୍ରଥମ ଦିନରେ
Read More...

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଜାମିନ ବିହୀନ ୱାରେଣ୍ଟ ଜାରି ଓ ମାଦକ ଦ୍ରବ୍ୟ ଜବତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ମୁକ୍ତ, ସ୍ୱଚ୍ଛ ଓ ନିରପେକ୍ଷ ଭାବେ ସୁରୁଖୁରୁରେ ପରିଚାଳନା କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନ ଆରମ୍ଭରୁ ଗୁରୁତ୍ୱ ଦେଇ ଆସିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ପୁଲିସ ବିଭାଗ ଓ ଅବକାରୀ ବିଭାଗର ମିଳିତ ଉଦ୍ୟମରେ
Read More...

ପ୍ରିୟଙ୍କା ଗାନ୍ଧୀଙ୍କ ‘ବିକିନି’ ବିବୃତ୍ତିରେ ବିଜେପି ବିଧାୟକ କହିଲେ – ମହିଳାଙ୍କ ପୋଷାକ ହେତୁ…

ବେଙ୍ଗାଲୁରୁ : କର୍ଣ୍ଣାଟକରେ ଚାଲିଥିବା ହିଜାବ ବିବାଦ ମଧ୍ୟରେ କର୍ଣ୍ଣାଟକ ବିଜେପି ବିଧାୟକ ରେନୁକାଚାର୍ଯ୍ୟଙ୍କ ଏକ ବିବୃତ୍ତି ଏକ ନୂଆ ବିବାଦ ସୃଷ୍ଟି କରିଛି । ମହିଳାଙ୍କ ପୋଷାକ ଯୋଗୁଁ ବଳାତ୍କାର ବୃଦ୍ଧି ପାଉଛି ବୋଲି ସେ କହିଛନ୍ତି । ବିଧାୟକ ରେଣୁକାଚାର୍ଯ୍ୟଙ୍କ ତରଫରୁ ଏହି ଆପତ୍ତିଜନକ
Read More...

ପରୀକ୍ଷା ବାତିଲ ଦାବୀ : ଛାତ୍ରଛାତ୍ରୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି

ଭୁବନେଶ୍ଵର : ପରୀକ୍ଷା ବାତିଲ ଦାବୀ ନେଇ ଛାତ୍ରଛାତ୍ରୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଯୁକ୍ତ ୨ ଛାତ୍ର ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବୀରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ
Read More...

ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିରର କର୍ମକର୍ତ୍ତା ଚୟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ଶାଖାର ଏକ ଆଭାସି ବୈଠକ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା ପ୍ରାନ୍ତ ସଭାପତି ଡ. ରଘୁନାଥ ପଣ୍ଡା ଓ ପ୍ରାନ୍ତ ସଂଗଠନ ସଂପାଦକ ନାରାୟଣ ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ
Read More...

ମାଟିତଳୁ ହାତୀ କଙ୍କାଳ ଜବତ କଲା ଏସ୍‌ଟିଏଫ୍‌ ଟିମ୍‌

ନରସିଂହପୁର : ମାଟିତଳୁ ହାତୀ କଙ୍କାଳ ଜବତ କରିଛି ଏସ୍‌ଟିଏଫ୍‌ ଟିମ୍‌ । ସୂଚନା ଅନୁସାରେ, ବଡ଼ମ୍ବା ନରସିଂହପୁର ବରସିଂଗା ଅଞ୍ଚଳରୁ କ୍ରାଇମ୍‌ ବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌ ମାଟିତଳୁ ହାତୀର କଙ୍କାଳ ଉଦ୍ଧାର କରିଥିବା ବେଳେ ଦୁର୍ବୃତ୍ତ ମାନେ ହାତୀକୁ ମାରି ଦାନ୍ତ ଉପାଡ଼ିନେବା ପରେ ମୃତ
Read More...

କାନପୁରରେ ନଅ ବର୍ଷର ନିରୀହ ବାଳକଙ୍କୁ ନୃଶଂସ ହତ୍ୟା : ଆଖି ତାଡ଼ି ମୁହଁକୁ ସିଗାରେଟ ଗେଂଜି ପୋଡ଼ି ଦିଆଯାଇଛି

କାନପୁର : ଏହି ଖବର ଉତ୍ତରପ୍ରଦେଶର କାନପୁର ଜିଲ୍ଲାରୁ ଆସିଛି । ଏଠାରେ ଜଣେ ୦୯ ବର୍ଷର ବାଳକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ସୂଚନାରେ କୁହାଯାଇଛି । ଫେବୃଆରୀ ୦୮ ମଙ୍ଗଳବାର ସକାଳେ ଏକ ନିରୀହ ଶିଶୁର ମୃତଦେହ ଗାଁ ବାହାରେ ଥିବା ଏକ କ୍ଷେତରେ ଉଲଗ୍ନ ଅବସ୍ଥାରେ ପଡ଼ିଥିବାର
Read More...

ମହିଳା ବିକିନି, ଓଢ଼ଣି, ଜିନ୍ସ କିମ୍ବା ବୁର୍ଖା ଯହା ବି ପିନ୍ଧନ୍ତୁ, ତାହା ସ୍ଥିର କରିବାର ଅଧିକାର ସେମାନଙ୍କର ରହିଛି…

ନୂଆଦିଲ୍ଲୀ : ସ୍କୁଲ ଏବଂ କଲେଜରେ ବୁର୍ଖା ପିନ୍ଧିବାକୁ ନେଇ କର୍ଣ୍ଣାଟକରେ ବିବାଦ ଉପୁଜିଛି । ଏହି ବିବାଦ ବର୍ତ୍ତମାନ ଦିଲ୍ଲୀରେ ପହଞ୍ଚିଛି । କେତେକ ସଂସ୍ଥା ଏହାକୁ ମହିଳା ଅଧିକାରର ଉଲ୍ଲଂଘନ ବୋଲି କହିଛନ୍ତି । ବର୍ତ୍ତମାନ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଏହା
Read More...