Monthly Archives

January 2022

ବଲାଙ୍ଗିର ଜିଲ୍ଲା ପରିଷଦ ଆସନ ହାତେଇବାକୁ ତିନି ଦଳ ମଧ୍ୟରେ ଲଢେଇ : ବାଜିରେ ଲାଗିଛି ରାଜ ପରିବାରର ପତିଆରା, ଅଂଟା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ହଜାର ହଜାର ଶ୍ରମିକ ପ୍ରତି ବର୍ଷ ନିଜର ପେଟ ପୋଷିବା ପାଇଁ ଦାଦନ ଖଟିବା ପାଇଁ ଯାଆନ୍ତି । ଏହା ଏକ ପରଂପରା ହେବାକୁ ବସିଲାଣି । କିନ୍ତୁ ଜିଲ୍ଲା ପ୍ରଶାସନ ଏହାକୁ ରୋକିବାରେ ବିଫଳ ହୋଇଛନ୍ତି । ସରକାରଙ୍କ ପକ୍ଷରୁ ଶ୍ରମିକଙ୍କ କଲ୍ୟାଣ
Read More...

ରାଜ୍ୟରେ ୬ ହଜାର ତଳକୁ ଖସିଲା କରୋନା ସଂକ୍ରମଣ : ଗତ ୨୪ ଘଂଟାରେ ୫୮୯୧ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ୮ ହଜାର ତଳକୁ ଖସିଲା କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ୫୮୯୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୮୫୨ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୭୩୪୦ ନୂଆ
Read More...

ଓମ୍ ସାଇରାମ୍ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ : ପ୍ରଥମ ଦିନରେ ପିପଲପଦର ବିଜୟୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡବନ୍ଧ ପଞ୍ଚାୟତ ସିଲେଟକାନିରେ ଓମ୍ ସାଇରାମ୍ କ୍ରିକେଟ କମିଟି ପକ୍ଷରୁ ଏକ କ୍ରିକେଟ ପ୍ରତିଯୋଗିତା ସୋମବାର ଦିନ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବ ସରପଞ୍ଚ ଅନ୍ତର୍ଯ୍ୟାମୀ ଭୋଇ, ପ୍ରଭାସ ବେହେରା ଯୋଗ ଦେଇ
Read More...

ଦେଓଗାଁ ବ୍ଲକରେ ଦ୍ଵିତୀୟ ଦିନରେ ୭ୱାର୍ଡ ସଭ୍ୟ, ୪ ସରପଞ୍ଚ ସହ ଜଣେ ସମିତି ପ୍ରାର୍ଥୀ କଲେ ପ୍ରାର୍ଥୀପତ୍ର ପ୍ରତ୍ୟାହାର

ଦେଓଗାଁ, (ମନୀଷ କୁମାର ସାହୁ) : ନିର୍ବାଚନ କମିଶନଙ୍କ ବିଜ୍ଞାପନ ଅନୁସାରେ ସୋମବାର ଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ୨ୟ ଦିନ ଥିଲା । ଏହି ଦିନ ଦେଓଗାଁ ବ୍ଳକର ୨୬ଟି ପଞ୍ଚାୟତର ପ୍ରତ୍ୟାହାର କାର୍ଯ୍ୟକ୍ରମ ବ୍ଳକ କାର୍ଯ୍ୟାଳୟରେ ଥିଲା । ବ୍ଳକ କାର୍ଯ୍ୟାଳୟରେ ୭ଜଣ ୱାର୍ଡ଼ ସଭ୍ୟ ସହ ୩ଜଣ
Read More...

ଉଚ୍ଚ ଶିକ୍ଷିତ ଯୁବକ ନିର୍ବାଚନ ମଇଦାନରେ

ଲୋଇସିଂହା, (କେପିଏନ୍‌ଏସ୍‌) : ଏକ ଉଚ୍ଚ ଶିକ୍ଷିତ ଯୁବକ ସୁନିଲ କୁମାର ଦାସ ନିର୍ବାଚନ ମଇଦାନରେ ଓହ୍ଲାଇଛନ୍ତି । ଏହି ବର୍ଷ ସେ ସରପଞ୍ଚ ପ୍ରାର୍ଥୀ ଭାବେ ନିଜ ଲୋଇସିଂହା ବ୍ଲକ ଅନ୍ତର୍ଗତ ବାଦିବାହାଲ ପଞ୍ଚାୟତରୁ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି । ଜିତିଲେ ନିଜ ଅଞ୍ଚଳର ଆହୁରି ବିକାଶ
Read More...

ଅସ୍ଥିତ୍ଵ ଓ ପିଇସିଟିର ମିଳିତ ଆନୁକୂଲ୍ୟରେ ରାଷ୍ଟ୍ରୀୟ ଶିଶୁ କନ୍ୟା ଦିବସ ପାଳିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଶିଶୁ କନ୍ୟାମାନଙ୍କର ଶିକ୍ଷା ସ୍ୱାସ୍ଥ୍ୟ ତଥା ସମସ୍ତ ପ୍ରକାର ମାନବିକ ଅଧିକାରକୁ ସୁରକ୍ଷିତ କରି ସେମାନଙ୍କର ସମ୍ପୂର୍ଣ୍ଣ ବିକାଶକୁ ସୁନିଶ୍ଚିତ କରିବା ଦିଗରେ ଜନସଚେତନତା ଜାଗରଣ କରିବା ଉଦ୍ଦେଶ୍ୟରେ ୨୦୦୮ ମସିହାରୁ ଜାନୁଆରୀ ୨୪ ତାରିଖକୁ ରାଷ୍ଟ୍ରୀୟ ଶିଶୁ
Read More...

ବାସୁଦେବଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ରାଜ୍ୟ ସରକାର ବିଫଳ : ଗାଁ ଗାଁ ବୁଲି ସାହାଯ୍ୟ ମାଗୁଛନ୍ତି ଯୁବ ସଂଗଠନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝର ଗାଁର ୩୨ବର୍ଷିୟ ଯୁବକ ବାସୁଦେବ ନାଏକ । ସେ କିଛି ଦିନ ହେଲା ଜଟିଳ ରୋଗରେ ଅସୁସ୍ଥ ଅଛନ୍ତି । ତାଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ବିଭିନ୍ନ ସମୟରେ ଉପରଝରର ଯୁବ ସଂଗଠନର ଉଦ୍ୟମରେ ଗାଁରେ ଟଙ୍କା ଆଦାୟ କରି ସାହାଯ୍ୟ କରୁଛନ୍ତି ।
Read More...

ସୀମା ସୁରକ୍ଷା ବାହିନୀର ନିରାପତା ରକ୍ଷା ଏବଂ ଉନ୍ନୟନମୂଳକ କାର୍ଯ୍ୟ

ଭୁବନେଶ୍ୱର, (ପିଆଇବି) : ଓଡିଶା ଏବଂ ଛତିଶଗଡ ରାଜ୍ୟରେ ମୁତୟନ ହୋଇଥିବା ସୀମା ସୁରକ୍ଷା ବାହିନୀ ନିରାପତା ରକ୍ଷା ସହିତ ବିଭିନ୍ନ ପ୍ରକାର ସାମାଜିକ ଉନ୍ନୟନମୂଳକ କାର୍ଯ୍ୟରେ ଅଂଶଗ୍ରହଣ କରୁଛି ବୋଲି ବାହିନୀର ସ୍ୱତନ୍ତ୍ର ଅପରେସନ ଦାୟିତ୍ୱରେ ଥିବା ଅତିରିକ୍ତ ମହାନିର୍ଦ୍ଦେଶକ ଆର.ଏସ. ଭଟ୍ଟୀ
Read More...

ଡୁଙ୍ଗୁରିପାଲି ପଞ୍ଚାୟତର ଉନ୍ନତି ପାଇଁ ସରପଞ୍ଚ ପ୍ରାର୍ଥୀ ଭାବେ ଲଢ଼ିବେ ଲକ୍ଷେଶ୍ୱର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଡୁଙ୍ଗୁରିପାଲି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ଚଳିତବର୍ଷ ଲକ୍ଷେଶ୍ୱର ସାହୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଉନ୍ନତି ପାଇଁ ସରପଞ୍ଚ ଭାବେ ଚଳିତ ପଞ୍ଚାୟତ ନିର୍ବାଚନରେ ଲୋକଙ୍କ ସହଯୋଗ କରିବାକୁ ଆଗେଇ ଆସିଛନ୍ତି
Read More...

ବୌଦ୍ଧ ଜିଲ୍ଲା ପଞ୍ଚାୟତ ନିର୍ବାଚନରେ ଆଦର୍ଶ ଆଚରଣ ବିଧି ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବୌଦ୍ଧ, (ବଂଶୀଧର ମାଝୀ) : ଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଗତକାଲି ଅପରାହ୍ନ ୪ ଘଟିକା ସମୟରେ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ ଉପଲକ୍ଷେ ସମସ୍ତ ରାଜନୈତିକ ଦଳମାନେ ଆଦର୍ଶ ଆଚରଣ ବିଧି ପାଳନ କରିବା ସଂପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ
Read More...