Daily Archives

ବରିଷ୍ଠ ସାମ୍ବାଦିକଙ୍କ ମାତୁଳ ବିୟୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ କେନ୍ଦୁମୁଣ୍ଡି ପଞ୍ଚାୟତ କେନ୍ଦୁମୁଣ୍ଡି ଗ୍ରାମର ବରିଷ୍ଠ ସାମ୍ବାଦିକ ନଟବର ମହାନନ୍ଦଙ୍କ ମାମୁଁ କୁଞ୍ଜନାଗଙ୍କ ଆଜି ନିଜ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ୭୫ ବର୍ଷ ହେଉଥିଲା । ଦୀର୍ଘ ଦିନ ଧରି ସ୍ୱାସ୍ଥ୍ୟ ଗତ ଅସୁସ୍ଥତା
Read More...

ହରଭଙ୍ଗାରେ ପାନୀୟ ଜଳ ଯୋଗାଣ ଠପ୍‌, ଜନ ଅସନ୍ତୋଷ

ବୌଦ୍ଧ, (ବଂଶୀଧର ମାଝୀ) : ହରଭଙ୍ଗା ଗ୍ରାମ ପଂଚାୟତରେ ପାନୀୟ ଜଳଯୋଗାଣ ଠପ୍‌ ହୋଇଯାଇଛି । ଫଳରେ ଜନ ଅସନ୍ତୋଷ ଦେଖିବାକୁ ମିଳିଛି । ପ୍ରକାଶ ଥାଉକି ହରଭଙ୍ଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପରୁ ପାଇପ ମାଧ୍ୟମରେ ହରଭଙ୍ଗା ପଂଚାୟତର ୫ଟି ୱାର୍ଡ ସମତେ ଡାକ୍ତରଖାନା, ହାଇସ୍କୁଲ ଓ କଲେଜ ଆଦି ଅଂଚଳକୁ
Read More...

ଗାଁ ଗାଁରେ ପଞ୍ଚାୟତ ନିର୍ବାଚନ ପାଇଁ ବଢୁଛି ତାତି, କିନ୍ତୁ ଗାଁ ରାସ୍ତା ନିର୍ମାଣ କାର୍ଯ୍ୟ ଭୁଲି ଗଲା ପ୍ରଶାସନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ଗାଁ ଗାଁର ବିକାଶ କରୁଥିବା ନେଇ ବାହାବା ମାରୁଛନ୍ତି, ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଗାଁ ସାହୁପଡ଼ା ରାସ୍ତା ସାମାନ୍ୟ ବର୍ଷାରେ ବେହାଲ ହୋଇପଡିଛି, ଏହା ଉପରେ ନିଘା ନାହିିଁ । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ
Read More...

ସ୍ୱାମୀ ନିଜେ ସୋସିଆଲ ମିଡିଆରେ ପତ୍ନୀଙ୍କ ଅଶ୍ଳୀଳ ଫଟୋ ସେୟାର କରୁଥିଲେ, କାବୁ କଲା ପୋଲିସ

ହାର୍‌ଦା : ଅଦ୍ୟାବଧି ସୋସିଆଲ ମିଡିଆରେ ମାନସିକ ବିକୃତ କିମ୍ବା ବିକାରଗ୍ରସ୍ତ ଲୋକଙ୍କ ଦ୍ୱାରା ମହିଳା ଏବଂ ଝିଅମାନଙ୍କୁ ହଇରାଣ କରିବାର ଘଟଣା ଦେଖିବାକୁ ମିଳେ । କିନ୍ତୁ ମଧ୍ୟପ୍ରଦେଶର ହାର୍‌ଦା ଜିଲ୍ଲାର ଟିମ୍‌ରନିରେ ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ସ୍ୱାମୀ ନିଜେ ସୋନୁ ନାମରେ
Read More...

ବେଲପଡାରେ ଅଲ୍ ଓଡିଶା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ଟାଉନ କ୍ଳବ୍ ଆନୁକୁଲ୍ୟରେ ଚାଲିଥିବା ଦଶମ ବର୍ଷ ଅଲ୍ ଓଡିଶା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଅନୁଷ୍ଠିତ ଫାଇନାଲ ମ୍ୟାଚ ବେଲପଡା ବନାମ ବୌଦ୍ଧ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବୌଦ୍ଧ ଦଳ ବେଲପଡା ଟାଉନ ଦଳକୁ ୧-୦
Read More...

ମିଳିତ ଜାତିସଂଘର ଚେତାବନୀ : ଓମିକ୍ରନ୍‌ ଭାରତରେ ବଡ ଧ୍ୱଂସ ଘଟାଇପାରେ, ଡେଲ୍‌ଟା ସଂକ୍ରମଣ ପରି ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ : ମିଳିତ ଜାତିସଂଘର ଏକ ରିପୋର୍ଟରେ କୁହାଯାଇଛି ଯେ, କରୋନା ଭାଇରସ୍‌ ପୁଣି ଥରେ ଭାରତରେ ହଇଚଇ ସୃଷ୍ଟି କରିପାରେ । ମିଳିତ ଜାତିସଂଘ ଅନୁଯାୟୀ, ଡେଲ୍‌ଟା ଭାରିଆଂଟ ପରି ପରିସ୍ଥିତି ପୁଣି ଥରେ ଖରାପ ହୋଇପାରେ । ରିପୋର୍ଟ ଅନୁଯାୟୀ, ଏପ୍ରିଲ୍‌ରୁ ଜୁନ୍‌ ୨୦୨୧ ମଧ୍ୟରେ କୋଭିଡ୍‌
Read More...

ଡିଏଫ୍‌ଓ ଭାବରେ ପଦୋନ୍ନତି ପାଇଲେ ଏସିଏଫ ବାବାଜୀ ରାଉଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଏସିଏଫ ବାବାଜୀ ଚରଣ ରାଉଳଙ୍କୁ ଡିଏଫଓ ଭାବରେ ପଦୋନ୍ନତି ମିଳିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଗତ ୬ ତାରିଖରେ ରାଜ୍ୟ ପରିବେଶ ଏବଂ ଜଙ୍ଗଲ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ତାଙ୍କୁ ପଦୋନ୍ନତି ଦିଆଯାଇଛି । ଶ୍ରୀ ରାଉଳ ପ୍ରଥମେ ଲାଠୋର
Read More...

ସମାଜସେବୀଙ୍କ ହସ୍ତକ୍ଷେପ ପରେ ପକ୍ଷାଘାତ ରୋଗରେ ପୀଡିତ ଦିବ୍ୟାଙ୍ଗ ମହିଳା ପାଇଲେ ହୁଇଲଚେୟାର

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ରିସିଗାଁ ପଞ୍ଚାୟତ ଡୁଙ୍ଗରିପଡ଼ା ଗାଁର ଗୀତା ଚଣ୍ଡୀ ଗତ କିଛିବର୍ଷ ହେଲା ପାରାଲିସିସ୍‌ ରୋଗରେ ପୀଡିତ ହୋଇଥିଲେ । ତାଙ୍କର ଏହି ସମସ୍ୟା ପାଇଁ ସେ ନାଁ କୁଆଡେ ଯାଇ ପାରୁଛନ୍ତି ନାଁ ଠିକ୍‌ ସେ ଘରେ ରହିପାରୁଛନ୍ତି ।
Read More...

ପୋଲିସ ହାତରେ ଧରାପଡିଲେ ବ୍ରାଉନସୁଗର ବେପାରୀ : ୧୨୦ ଗ୍ରାମ ବ୍ରାଉନ ସୁଗର ଜବତ, ୫ଜଣ ବେପାରୀ ଗିରଫ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ବାସେଳିସାହୀ ଠାରେ ଏସଟିଏଫ୍ ଓ ବାସେଳୀସାହି ପୋଲିସର ମଳିତ ଚଢାଉରେ ୧୨୦ ଗ୍ରାମ ବ୍ରାଉନ ସୁଗର ଜବତ କରାଯାଇ ୫ ଜଣ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଗିରଫ ବେପାରୀଙ୍କ ଠୁ ୪ହଜାର ଟଙ୍କା, ମୋବାଇଲ ଓ ଦୁଇଟି ବାଇକ
Read More...

ମାତ୍ର ୨୭ ବର୍ଷ ବୟସରେ ଅନ୍ତର୍ଜାତୀୟ ହକିରୁ ଅବସର ନେଲେ ଲିଲିମା ମିଞ୍ଜ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଭାରତୀୟ ହକି ଦଳର ମଧ୍ୟ ଭାଗରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଳାଇ ଆସୁଥିବା ତଥା ଦୁଇ ଥର ଏସୀୟ କ୍ରୀଡ଼ା ପଦକ ବିଜୟିନୀ ଓଡ଼ିଆ ତାରକା ଲିଲିମା ମିଞ୍ଜ୍ ଗତକାଲି ମାତ୍ର ୨୭ ବର୍ଷ ବୟସରେ ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି । ସୁନିତା ଲାକ୍ରା, ନମିତା
Read More...