୩୦ତମ ସର୍ବଭାରତୀୟ ଓ୍ଵାଇଏମ୍ସି କ୍ରିକେଟ୍ କପ୍ ଉଦ୍ଯାପିତ, ସମ୍ଵଲପୁରକୁ ହରାଇ ବରଗଡ ଚାମ୍ପିଅନ
ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସ୍ଥାନୀୟ ମିନି ଷ୍ଟାଡିୟମଠାରେ ୟୁଥ୍ ମାସ କ୍ଳବ୍ ପକ୍ଷରୁ ଚାଲିଥିବା ୩୦ତମ ସର୍ବ ଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଦିନ ଉଦ୍ଯାପିତ ହୋଇଯାଇଛି । ଫାଇନାଲ ଖେଳ ବରଗଡ଼ ବ୍ଲୁ ଡାଇମଣ୍ଡ ଏବଂ ସମ୍ଵଲପୁର ଆଭାର ଟାଇଗର ଦଳ ମଧ୍ୟରେ!-->…
Read More...
Read More...