୧୨ ଏକର ଜମିର ଗଞ୍ଜେଇ ଚାଷ ନଷ୍ଟ କଲା ଅବକାରୀ ବିଭାଗ
କୋରାପୁଟ : କୋରାପୁଟ ଜିଲ୍ଲାରେ ଅପରେସନ୍ ଗ୍ରୀନ୍ କ୍ଲିନ୍ ଚାଲିଥିବା ବେଳେ ଅବକାରୀ ବିଭାଗ ଦ୍ୱାରା ୧୨ ଏକର ଜମିରେ କରାଯାଇଥିବା ଗଞ୍ଜେଇ ଚାଷ ନଷ୍ଟ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ୧୨ ଏକର ଜମିରେ ପ୍ରାୟ ୧୪ ହଜାର ୪ଶହ ଗଞ୍ଜେଇ ଗଛ ନଷ୍ଟ କରିଛି କୋରପୁଟ ଅବକାରୀ ବିଭାଗ ।
Read More...
Read More...