Yearly Archives

2021

ଏନସି ଟ୍ୟାଗ୍ ହଟାଇବା ଦାବୀରେ ରଷ୍ଟ୍ରୀୟ ଅଧ୍ୟକ୍ଷ ଇଂ. ଦେବାଶିଷ ହୋତାଙ୍କ ନେତୃତ୍ୱରେ ଶିକ୍ଷକମାନେ ହେଲେ ଗଣ ଗିରଫଦାରୀ

ଢେଙ୍କାନାଳ, (ତାପସ ଦାଶ) : ସାରା ଦେଶର ୧ ଲକ୍ଷ ୮୦ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଏନସି ଟ୍ୟାଗ୍ ହଟାଇବା ଦାବୀରେ ଏନଆଇଓଏସ ଡିଇଏଲଇଡି ଶିକ୍ଷକ ସଂଘର ରଷ୍ଟ୍ରୀୟ ଅଧ୍ୟକ୍ଷ ଇଂ. ଦେବାଶିଷ ହୋତାଙ୍କ ନେତୃତ୍ୱରେ ଶିକ୍ଷକମାନେ ଆଜି ଢେଙ୍କାନାଳରେ ଗଣ ଗିରଫଦାରୀ ଦେଇଛନ୍ତି । ତୁରନ୍ତ ଏନସି
Read More...

ଛତାମଖନା ପ୍ୟାକ୍ସର ଶୁଭାରମ୍ଭ କଲେ ସ୍ମାରକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାରା ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ଆରମ୍ଭ ହୋଇଛି । ସେହି ପ୍ରରିପ୍ରେକ୍ଷୀରେ ବୁଧବାର ଦିନ ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅଧିନସ୍ଥ ଛତାମଖନା ଠାରେ ପ୍ୟକ୍ସ ଉଦଘାଟିତ ହୋଇଯାଇଛି । ପ୍ୟକ୍ସର ପୁର୍ବତନ ସଭାପତି ସ୍ମାରକ ରଞ୍ଜନ ମିଶ୍ର ବିଧିବଦ୍ଧ ଭାବେ
Read More...

ରୋଟାରୀ କ୍ଲବର ପୁରସ୍କାର ବିତରଣ ଓ ପ୍ରତିଷ୍ଠା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ, ରାଉରକେଲା ଷ୍ଟିଲ ସିଟିର ପୁରସ୍କାର ବିତରଣ ଓ ୧୦ମ ପ୍ରତିଷ୍ଠା ଦିବସ ଇଣ୍ଡୋ ଜର୍ମାନ କ୍ଲବ ଠାରେ କୋଭିଡ ନିୟମ ଅନୁସାରେ ପାଳନ କରାଯାଇଛି । କ୍ଲବର ସଭାପତି ରୋଟାରୀଆନ ଅର୍ଚ୍ଚନା ମହାନ୍ତିଙ୍କ ସଭପତିତ୍ୱ ଓ ସାଧାରଣ ସଂପାଦକ ପିଉ ଗୁହାଙ୍କ
Read More...

କମଗାଁ ଜୁନିୟର କଲେଜ ହଷ୍ଟେଲରେ ରହୁଥିବା ୧୯ ଜଣ ଛାତ୍ର ଅସୁସ୍ଥ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ନିକଟସ୍ଥ କମଗାଁ ଜୁନିୟର କଲେଜ ହଷ୍ଟେଲରେ ରହୁଥିବା ୧୯ ଜଣ ଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି । ସେମାନଙ୍କୁ ଖେଦାପାଲି ସ୍ଥିତ ଜିଲ୍ଳା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିଷାକ୍ତ ପାଣି ପିଇ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି । କୋଭିଡ଼ ଜନିତ
Read More...

ଓଡ଼ିଶା ବିଧାନସଭା ସଚିବ ଓ ତାଙ୍କ ଡ୍ରାଇଭର କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଓଡ଼ିଶା ବିଧାନସଭା ସଚିବ ଦାଶରଥୀ ଶତପଥୀ ଓ ତାଙ୍କ ଡ୍ରାଇଭର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଚିବ ଦାଶରଥୀ ଶତପଥୀଙ୍କର ରିପୋର୍ଟ କୋଭିଡ୍ ପଜିଟିଭ୍‌ ଆସିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ କର୍ମଚାରୀଙ୍କ କୋଭିଡ୍‌ ଟେଷ୍ଟ ମଧ୍ୟ କରାଯାଇଥିବା
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୨୮ବୃଦ୍ଧି ପାଇଛି । ମୃତକଙ୍କ ଖୋର୍ଦ୍ଧା ଜିଲ୍ଳାରୁ ଭୁବନେଶ୍ବର ମହାନଗର ଅଞ୍ଚଳରୁ ୭୦ ବର୍ଷୀୟ ବୃଦ୍ଧା ଓ
Read More...

ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ୮ମ ଦିନ : ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି

ଭୁବନେଶ୍ୱର : ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ହେଉଛି ୮ମ ଦିନ । ତେବେ ଆଜି ବାଚସ୍ପତି କୁନ୍ନୁର ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଅମର ଆତ୍ମାର ସଦ୍‌ଗତି କାମନା ପରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ ।
Read More...

ଗତ ୨୪ ଘଂଟାରେ ୧୯୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୯୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୨୪ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୦୭୧ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୫ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆଉ ଅଳ୍ପ ଦିନ ବାକି ରହିଲା : ଧାଣ୍ଡାମୁଣ୍ଡା ପଞ୍ଚାୟତ ଅର୍ଦ୍ଧ ନିର୍ମିତ ମୁଖ୍ୟ ଦ୍ଵାର…

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧାଣ୍ଡାମୁଣ୍ଡା ପଞ୍ଚାୟତ ଦୀର୍ଘ ବର୍ଷରୁ ଅର୍ଦ୍ଧ ନିର୍ମିତ ହୋଇ ପଡିରହିଥିବା ମୁଖ୍ୟ ଦ୍ୱାର ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇ ପାରିନାହିଁ । ଏହି ଅର୍ଦ୍ଧ ନିର୍ମିତ ମୁଖ୍ୟ ଦ୍ଵାର କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହାର
Read More...

ମିଶନଶକ୍ତି ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରେ ୩୦ ୟୁନିଟ ରକ୍ତ ସଂଗୃହୀତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମିଶନ ଶକ୍ତି ଗଞ୍ଜାମ ଆନୁକୂଲ୍ୟରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ବ୍ଲକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ମିଶନ ଶକ୍ତିର ମହିଳା ସଦସ୍ୟାମାନେ ଏହି କାର୍ଯ୍ୟକ୍ରମରେ
Read More...