ପ୍ରଥମ ଭେଟ୍ରାନ୍ ଓ ୟୁଥ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚତୁର୍ଥ ଦିବସ ଭେଟ୍ରାନ ବ୍ଳୁଷ୍ଟାର ଓ ୟୁନାଇଟେଡ କଲେଜଛକ ଦଳ…
ବଲାଙ୍ଗିର, (କେପିଏନ୍ଏସ୍) : ଭେଟ୍ରାନ୍ ଟୁର୍ଣ୍ଣାମେଣ୍ଟ କମିଟି କଲେଜ ଛକ ବଲାଙ୍ଗିର ଆନୁକୂଲ୍ୟରେ ଆଜି ସ୍ଥାନୀୟ ମିଶନ୍ ଖେଳ ପଡିଆଠାରେ ଚତୁର୍ଥ ଦିବସରେ ପ୍ରଥମ ଖେଳରେ ଭେଟ୍ରାନ ବ୍ଳୁଷ୍ଟାର ୨-୦ ଗୋଲରେ ଖଲିଆପାଲି ଭେଟ୍ରାନକୁ ହରାଇ ବିଜୟୀ ହୋଇଛି । ପୃଷ୍ଟପୋଷକ ଅମନ ନାଗ ଓ କମିଟି!-->…
Read More...
Read More...