Yearly Archives

2021

ଭୟଙ୍କର ଟ୍ରକ ଦୁର୍ଘଟଣା ଘଟି ୫୩ ଜଣଙ୍କର ମୃତ୍ୟୁ

ମେକ୍ସିକୋ : ଦକ୍ଷିଣ ମେକ୍ସିକୋରେ ଏକ ଭୟଙ୍କର ଟ୍ରକ ଦୁର୍ଘଟଣା ଘଟି ୫୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଖବର ଅନୁଯାୟୀ ଦକ୍ଷିଣ ମେକ୍ସିକୋର ରାଜଧାନୀ ଟୁକ୍ସଟଲା ଗୁଟିରେଜ ନିକଟରେ ଘଟିଥିବା ଏହି ଦୁର୍ଘଟଣା ଗୁରୁବାର ଅପରାହ୍ନରେ ଟ୍ରକଟି ୧୦୦ରୁ
Read More...

କଳାହାଣ୍ଡିର ପ୍ରଥମ ସହୀଦ ରେଣ୍ଡୋ ମାଝୀ

ହେମନ୍ତ ସାହୁ କଳାହାଣ୍ଡିର ପ୍ରଥମ ସହୀଦ ରେଣ୍ଡୋ ମାଝୀ ଡ଼ିସେମ୍ବର ୧୦ ତାରିଖରେ ମନେ ପଡ଼ନ୍ତି । ରେଣ୍ଡୋ ମାଝୀଙ୍କୁ ନେଇ ବିଶେଷ କିଛି ତଥ୍ୟ ରହିନଥିଲେ ବି କଳାହାଣ୍ଡିର ଗେଜେଟିଅରରେ କିଛି ଧାଡ଼ି ଲେଖାକୁ ଆଧାର କରି ପ୍ରାୟ ନବେ ଶତକରେ ରେଣ୍ଡୋ ମାଝୀଙ୍କୁ ଆବିଷ୍କାର କରାଯାଇଥିଲା । ତା' ପରେ
Read More...

ସ୍କୁଲର ପାଚେରୀ ଭାଙ୍ଗି ଭିତରକୁ ପଶିଲା ବଣୁଆ ହାତୀ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଲୋଇସିଂହା ବ୍ଳକ ଭାଲୁପାଲି ଗ୍ରାମରେ ଆଜି ଗ୍ରାମର ସରକାରୀ ସ୍କୁଲର ପାଚେରୀ ଭାଙ୍ଗି ସ୍କୁଲ ପରିସରର ପତାକା ଉତ୍ତୋଳନ ଖମ୍ବ ଉପାଡି ଦେି ହାତୀ ପଲ କଦଳୀ ଓ ଅନ୍ୟ ଗଛ ଦଳି ଦେଇଥିବା ଗ୍ରାମବାସୀ କହିଛନ୍ତି । ଏହି ହାତୀପଲ ସ୍କୁଲ ମୁଖ୍ୟ
Read More...

ମାନସିକ ବିକୃତା ହେଲେ ବି ରହିଛି ମାନବିକତା : କୁକୁରକୁ ଖାଇବା ପାଇଁ ଦେଉଛି ଖାଦ୍ୟ

ସଇଁନ୍ତଲା, (ଅଜିତ କୁମାର ସାହୁ) : ମାନବ ସେବା ହିଁ ମାଧବ ସେବା । ବାସ୍ତବରେ ଲୋକ ସେବା ସହଯୋଗ କଲେ ଅନେକ ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳିଥାଏ । ହେଲେ ଏହି ମଣିଷ ସମାଜରେ ଅନେକ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ରାସ୍ତା କଡରେ ଜୀବନ କାଟୁଥିବା, ମାନସିକ ବିକୃତ ଲୋକଙ୍କୁ ଉଦ୍ଧାର କରି ନୂଆଁ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୩୧ବୃଦ୍ଧି ପାଇଛି । ଖୋର୍ଦ୍ଧାରୁ ୨ ଜଣ ଓ ବରଗଡ଼ ଜିଲ୍ଲାରୁ ଜଣେ ଆକ୍ରାନ୍ତଙ୍କ ଜୀବନ ନେଇଛି ଘାତକ କରୋନା ।
Read More...

ଗତ ୨୪ ଘଂଟାରେ ୨୮୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୮୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୪୦ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୧୩୭ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୬୮ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ଡ୍ରାଇଭର ମହାସଂଘ ଶାଖା ପକ୍ଷରୁ ଧନ୍ୟବାଦ ସଭା ଅନୁଷ୍ଠିତ

ଢେଙ୍କାନାଳ, (ତାପସ ଦାସ) : ଓଡିଶା ସରକାରଙ୍କ ନିଷ୍ପତ୍ତିରେ ଖୁସି ମନାଇ ଡ୍ରାଇଭର ମହାସଂଘର ଦାବୀ ପୂରଣ ହୋଇଥିବାରୁ ଆନନ୍ଦ ଅନୁଭବ କରିଛନ୍ତି ଡ୍ରାଇଭର ମହାସଂଘ ସଦସ୍ୟ ବୃନ୍ଦ । ଏହି ଅବସରରେ ଗଂଦିଆ ବ୍ଲକ ଯୋରନ୍ଦା ଗ୍ରାମ ପଞ୍ଚାୟତରେ ଡ୍ରାଇଭରମାନଙ୍କ ଏକ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଛି ।
Read More...

ପାଣି ପମ୍ପ ଚୋରି ଘଟଣାର ଅଭିଯୁକ୍ତ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଚଟିଆପାଲିରେ ପାଣି ପମ୍ପ ଚୋରି ଘଟଣାର ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତ ଜଣକ ହେଲେ ରାଜେନ୍ଦ୍ର କଲେଜ୍ ଛକର ରିଙ୍କୁ କୁମାର । ଏନେଇ ସୂଚନା ଦେଇଛନ୍ତି ବଲାଙ୍ଗିର ସଦର ଏଡ଼ିପିଓ ତୁଫାନ ବାଗ । ପୋଲିସ ସୂଚନା ଅନୁସାରେ ବୁଧବାର ରାତିରେ
Read More...

ଆଜି ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ସତ୍ୟନାରାୟଣ ବେହେରାଙ୍କ ଦ୍ୱାଦଶାହ : ବଲାଙ୍ଗିର ସାମ୍ବାଦିକ ଭବନରେ ଅନୁଷ୍ଠିତ ହେବ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ସତ୍ୟନାରାୟଣ ବେହେରାଙ୍କ ଦ୍ୱାଦଶାହ । ଏହି ଅବସରରେ ବଲାଙ୍ଗିର ସାମ୍ବାଦିକ ଭବନରେ ଅନୁଷ୍ଠିତ ହେବ ସମୂହ ଶ୍ରଦ୍ଧାଂଜଳି ସଭା । ସୂଚନାଯୋଗ୍ୟ ଯେ, ବଲାଙ୍ଗିର ମାଟିର ସାମ୍ବାଦିକ ଜଗତର ପିତାମହ ଭୀଷ୍ମ ସତ୍ୟନାରାୟଣ ୮୪ ବର୍ଷ
Read More...

ମୂନିନ୍ଦା ଛକରେ ନଅ ବସ୍ତା ଭାଙ୍ଗ ବୋଝେଇ ଗାଡି ଜବତ ସହ ଜଣେ ଗିରଫ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ମୂନିନ୍ଦା ଛକଠାରେ ପିପିଲି ଅବକାରୀ ଉପନିରୀକ୍ଷକ ରଂକନିଧି ମଲ୍ଲିକ କୌଣସି ସୁତ୍ରରୁ ଖବର ପାଇ ସଦଳ ବଳେ ଏକ ଟାଟାଏସି ଗାଡିରେ ନଅ ବସ୍ତା ଭାଙ୍ଗ ସହ ଜଣକୁ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତ
Read More...