ଅଚିହ୍ନା ଶବକୁ ସମ୍ମାନର ସହ ଦାହ କଲା କଂଟାବାଂଜି ପୋଲିସ : ‘ଯାହାର କେହି ନାହିିଁ, ତାହାର ପୋଲିସ ଅଛି’…
କଂଟାବାଂଜି, (କେପିଏନ୍ଏସ୍) : ଅଚିହ୍ନା ଶବକୁ ସମ୍ମାନ ଦେଇ ଦାହ କରିଛି କଂଟାବାଂଜି ପୋଲିସ । 'ଯାହାର କେହି ନାହିିଁ, ତା' ପାଇଁ ପୋଲସ ଅଛି' ନାରା ଦେଇ ଏସ୍ଡ଼ିପିଓ ଡଃ. ହୃଷିକେଶ ମେହେର ତଥା ପୋଲିସ ଅଧିକାରୀ ଓ କର୍ମଚାରୀମାନେ ସହରବାସୀଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି ।
ସୂଚନା!-->!-->!-->…
Read More...
Read More...