Yearly Archives

2021

ଅଲ୍‌ ଓଡ଼ିଶା ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ : କଟକ ବିଜୟୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଶିଷକେଲା ସ୍ଥାନୀୟ ଖେଳ ପଡିଆଠାରେ ତୃତୀୟ ବର୍ଷ ପାଇଁ ମା' ଘଣ୍ଟା ଶୁଣି ଅଲ୍‌ ଓଡ଼ିଶା ମହିଳା ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ମହିଳାମାନଙ୍କୁ ନେଇ ଏହି ଫୁଟ୍‌ବଲ୍‌ ଖେଳ ଅନୁଷ୍ଠିତ ହୋଇଥିବା ବେଳେ
Read More...

ସ୍କୁଲ ପରିଚାଳନା କମିଟିର ଶପଥପାଠ

ବୌଦ୍ଧ, (ମମତା ମହାକୁର) : କଣ୍ଟାମାଲ ବ୍ଲକ ଖଟଖଟିଆ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି ନୂତନ ଭାବେ ଗଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଣେଷ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ବିଶ୍ୱଜିତ ବସ୍ତିଆ ଓ
Read More...

ବଲାଙ୍ଗିର ଜୀବନ ବୀମା ନିଗମ ପକ୍ଷରୁ କାନ୍ଥ ଘଣ୍ଟା ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜୀବନ ବୀମା ନିଗମ ବଲାଙ୍ଗିର ଶାଖା ପକ୍ଷରୁ ବଲାଙ୍ଗିର ସହରର ପ୍ରମୁଖ ଦେବାଳୟ ତଥା ଉପାସନା ପୀଠରେ କାନ୍ଥ ଘଣ୍ଟା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନିଗମର ସମ୍ବଲପୁର ମଣ୍ଡଳ ବିକ୍ରୟ ପ୍ରବନ୍ଧକ ଶରତ ଚନ୍ଦ୍ର ପଣ୍ଡା, ଉତ୍ପାଦ ପ୍ରବନ୍ଧକ ଦାମୋଦର
Read More...

ଜୟ ଜଗନ୍ନାଥ ସେନା ତରଫରୁ ରକ୍ତଦାନ ଶିବିର

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ଅନ୍ତର୍ଗତ ସୁବଳୟା ଗ୍ରାମର ଜୟ ଜଗନ୍ନାଥ ସେନା ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ ମୁଖ୍ୟଅତିଥି ଭାବରେ ଯୋଗଦେଇ ସ୍ବେଚ୍ଛାକୃତ ରକ୍ତଦାନ
Read More...

ରାମକୃଷ୍ଣଙ୍କ ବିୟୋଗରେ ଶୋକ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଶାସକରୁ ରାଜନେତା ପାଲଟିଥିବା ବର୍ଷିୟାନ ନେତା, ପୂର୍ବତନ ମନ୍ତ୍ରୀ, ଓଡିଶା ବିଧାନସଭାରେ ବିରୋଧୀ ଦଳର ପୂର୍ବତନ ନେତା, ଗଂଜାମ ମାଟିର ସୁଯୋଗ୍ୟ ସନ୍ତାନ ରାମକୃଷ୍ଣ ପଟ୍ଟନାୟକଙ୍କ ଆଜି ସକାଳେ ମୃତ୍ୟୁ ଖବର ଶୁଣି ଆମେ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ଜଣେ
Read More...

ଚାଲିଗଲେ ଗଞ୍ଜାମର ଟାଇଗର ରାଜନେତା ରାମକୃଷ୍ଣ ପଟ୍ଟନାୟକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ତତ୍କାଳୀନ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ତ୍ୱଧୀନ ଓଡ଼ିଶା ସରକାରଙ୍କ ପୂର୍ବତନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ଦେହାନ୍ତ ହୋଇଥିବା ଖବର ମିଳିଛି । ଶୁକ୍ରବାର ପୂର୍ବାହ୍ନ ୯ଟା ୩୦ରେ ଏକ ଘରୋଇ ହସପିଟାଲରେ ୮୧ ବର୍ଷ ବୟସରେ ସେ ଶେଷ
Read More...

ସିନ୍ଦୁରପଙ୍କ ଟ୍ରକ୍ ଗୋଦାମରେ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ଅଭିଯୋଗ

ସମ୍ବଲପୁର, (କରୁଣାକର ଶତପଥି) : ସମ୍ବଲପୁର ସଦର ଥାନା ଅନ୍ତର୍ଗତ ସିନ୍ଦୁରପଙ୍କ ଟ୍ରକ୍ ଗୋଦାମରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ସମ୍ବଲପୁର ଅଗ୍ନିଶମ ବାହିନୀର ୨ଟି ଟିମ୍ ନିଆଁକୁ ଆୟତ୍ତ କରିଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି । ସୂଚନା
Read More...

ପୂର୍ବତନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ଦେହାନ୍ତ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ପୂର୍ବତନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ଦେହାନ୍ତ ହୋଇଥିବା ଜଣାପଡିଛି । ଆଜି ପୂର୍ବାହ୍ନ୯ଟା ୩୦ରେ ଏକ ଘରୋଇ ହସପିଟାଲରେ ୮୧ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିବା ସୂଚନା ଦେଇଛନ୍ତି ରାମକୃଷ୍ଣଙ୍କ ଝିଅ ଅନୀତା । ସୂଚନାଯୋଗ୍ୟ ଯେ, ସେ
Read More...

କରୋନା ସଚେତନତା କାର୍ଯ୍ୟକ୍ରମ

ଲୋଇସିଂହା, (କେପିଏନଏସ୍‌) : ମହାମାରୀ କରୋନାର ଆସନ୍ନ ତୃତୀୟ ଲହର ଆଶଙ୍କାରେ ସାରା ଦେଶ ଆତଙ୍କିତ । ପ୍ରଥମ ଓ ଦ୍ଵିତୀୟ ଲହର ଭଳି ତୃତୀୟ ଲହରରେ କଣ ହେବ, ତାହାକୁ ନେଇ ସାଧରଣ ଲୋକଙ୍କ ମଧ୍ୟରେ ସଂଶୟ ରହିଛି । ଏଭଳି ସ୍ଥିତିରେ ସ୍ଥାନୀୟ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର
Read More...

ବଲାଙ୍ଗିରରେ ନାରୀ ଶକ୍ତି ସଂଗଠନ ତରଫରୁ ଅସହାୟଙ୍କୁ କମ୍ବଳ ବଣ୍ଟନ

ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାରେ ଶୀତର ଲହରୀ ଖେଳିଯାଇଥିବା ବେଳେ ଏହାକୁ ଆଖି ଆଗରେ ରଖି ବଲାଙ୍ଗିର ନାରୀ ଶକ୍ତି ସଂଗଠନ ତରଫରୁ ସହରର ଅନେକ ଜାଗାରେ ଥିବା ଅସହାୟମାନଙ୍କୁ ଶୀତ ଦାଉରୁ ରକ୍ଷା କରିବା ପାଇଁ କମ୍ବଳ ବଣ୍ଟନ କରାଯାଇଛି । ସଂଗଠନର ଏଭଳି ମହତ୍ତ୍ୱପୂର୍ଣ୍ଣ
Read More...